ଭି. ଏସ୍. ମାଥେସ୍ୱରନ
ଦେଖଣା
ଭି. ଏସ୍. ମାଥେସ୍ୱରନ | |
|---|---|
| ସାଂସଦ: ୧୮ଶ ଲୋକ ସଭା | |
| Assumed office ୪ ଜୁନ ୨୦୨୪ | |
| ପୂର୍ବ ଅଧିକାରୀ | ଏ.କେ.ପି. ଚିନରାଜ |
| ନିର୍ବାଚନ ମଣ୍ଡଳୀ | ନାମାକ୍କାଲ |
| ବ୍ୟକ୍ତିଗତ ସବିଶେଷ | |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | କୋଙ୍ଗୁନାଡ଼ୁ ମକ୍କାଲ ଦେସାଇ କତଚି |
| ବୃତ୍ତି | ରାଜନେତା |
ଭି. ଏସ୍. ମାଥେସ୍ୱରନ ଜଣେ ଭାରତୀୟ ରାଜନେତା । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, କୋଙ୍ଗୁନାଡ଼ୁ ମକ୍କାଲ ଦେସାଇ କତଚି ଦଳର ପ୍ରାର୍ଥୀ ଭାବରେ ସେ ତାମିଲନାଡ଼ୁର ନାମାକ୍କାଲ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଆଧାର
[ସମ୍ପାଦନା]- ↑ "Namakkal Election Result 2024 LIVE Updates Highlights: Lok Sabha Winner, Loser, Leading, Trailing, MP, Margin". News18 (in ଇଂରାଜୀ). 2024-06-04. Retrieved 2024-06-05.
- ↑ "Grassroots workers | Rooted in the masses" (in ଇଂରାଜୀ). India Today. 13 July 2024. Archived from the original on 1 June 2025. Retrieved 1 June 2025.