ଭିନ୍ନ ରାତ୍ରିର ଆକାଶ
ଦେଖଣା
| ଭିନ୍ନ ରାତ୍ରିର ଆକାଶ | |
|---|---|
| ଲେଖକ | ନୃସିଂହ ପ୍ରସାଦ ମହାପାତ୍ର |
| ମଲାଟ ଚିତ୍ରକର | ଅସିତ୍ ମୁଖାର୍ଜୀ |
| ଦେଶ | |
| ଭାଷା | ଓଡ଼ିଆ |
| ବିଭାଗ | ଗଳ୍ପ ସଙ୍କଳନ |
| ପ୍ରକାଶ ତାରିଖ | ୧୯୯୬ |
| ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି |
| ପୃଷ୍ଠା | ୧୦୨ |
ଭିନ୍ନ ରାତ୍ରିର ଆକଶ, ନୃସିଂହ ପ୍ରସାଦ ମହାପାତ୍ରଙ୍କଦ୍ୱାରା ଲିଖିତ ଏକ କ୍ଷୁଦ୍ରଗଳ୍ପ ସଂକଳନ ।[୧][୨] ଏହି ଗଳ୍ପ ସଂକଳନରେ ୧୫ଟି ଗଳ୍ପ ସ୍ଥାନ ପାଇଛି ।
ସଂକଳନରେ ସ୍ଥାନିତ ଗଳ୍ପ
[ସମ୍ପାଦନା]- ଭିନ୍ନ ରାତ୍ରିର ଆକାଶ
- ଜମାନବନ୍ଦୀ
- ପଥରର କଥା
- ଅସତ୍ୟ ସହର
- ଅବ୍ୟକ୍ତ
- ମୋନାଲିସାର ହସ
- ଜୀବନ ତୃଷ୍ଣା
- ତ୍ରିଭୂଜର ଚତୁର୍ଥ କୋଣ
- ଗପ ଶୁଣୁଥିବା ବାପାଟିଏ
- ବିବର୍ଣ୍ଣ ଇଲାକା
- ଜୀଅନ୍ତା ଶବ
- ପାଣ୍ଡୁରାମଙ୍କ ପାଣ୍ଡୁଲିପି
- ଛାଇ ଆଲୁଅର ଖେଳ
- ଦୁଇଟି ଫଟୋଗ୍ରାଫ
- ଜୁଇ ଜଳିଲା
ଆଧାର
[ସମ୍ପାଦନା]- ↑ Karmakar, K. G. (2008). Microfinance in India. SAGE Publications. ISBN 978-81-7829-790-3.
- ↑ CSR, India (15 November 2019). "Social Sector Leader: NP Mohapatra". India CSR. Retrieved 3 April 2025.