ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ
ଦେଖଣା
| ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ | |
|---|---|
| ଲେଖକ | ମନୋଜ ଦାସ |
| ଦେଶ | |
| ଭାଷା | ଓଡ଼ିଆ |
| ବିଭାଗ | କ୍ଷୁଦ୍ରଗଳ୍ପ ସଂକଳନ |
| ପ୍ରକାଶକ | ବିନୋଦ ବିହାରୀ, କଟକ |
| ପ୍ରକାଶ ତାରିଖ | ୧୯୮୭(ପ୍ରଥମ), ୨୦୦୦(ତୃତୀୟ) |
| ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି |
| ପୃଷ୍ଠା | ୧୦୦ |
| ISBN | ୮୧-୭୪୦୧-୩୧୫-୯ |
ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ, ମନୋଜ ଦାସଙ୍କ ଲିଖିତ ଏକ କ୍ଷୁଦ୍ରଗଳ୍ପ ସଂକଳନ ।[୧][୨][୩] ଏହି ସଂକଳନ ୧୯୮୭ ମସିହାରେ ପ୍ରକାଶିତ ହୋଇଥିଲା ଓ ୨୦୦୦ ମସିହା ବେଳକୁ ଏହାର ତିନିଟି ସଂସ୍କରଣ ପ୍ରକାଶିତ ହୋଇସାରିଥିଲା ।[୪]
ସଂକଳିତ ଗଳ୍ପ
[ସମ୍ପାଦନା]ଏହି କ୍ଷୁଦ୍ରଗଳ୍ପ ସଂକଳନରେ ନିମ୍ନ ଗଳ୍ପଗୁଡ଼ିକ ରଖାଯାଇଛି ।
- ଭିନ୍ନ ମଣିଷ
- ସୁନ୍ଦର ଦାସଙ୍କ ସନ୍ଧାନ
- ଗୋପନ ସଂଳାପ
- ବ୍ରଜଗୋପାଳ ଓ ବୁଲୁବାବା
- ରଘୁବୀର ରାଓ (୧୮୧୦-୧୮୮୦)ଙ୍କ ଡାଏରୀର କିୟଦଂଶ
- ବଙ୍କୁଲି ବାଡ଼ି
- ମେସିନଗନ
- ଶେଷବାର୍ତ୍ତ
- ବିବସ୍ତ୍ର
- ସ୍ୱର୍ଗୀୟ ବିମ୍ବାଦର ବିଶୋଇଙ୍କ ଜୀବନାଲେଖ୍ୟ : ଏକ ଖସଡ଼ା
- ଏକ ପୃଷ୍ଟଭଙ୍ଗ
- ଶୃଗାଳ
- ପର୍ବତ
- ଫର୍ଦ୍ଦା
- ଶତାୟୁ
ଆଧାର
[ସମ୍ପାଦନା]- ↑ Delhi, Library of Congress Library of Congress Office, New (1989). Accessions List, South Asia. E.G. Smith for the U.S. Library of Congress Office, New Delhi.
{{cite book}}: CS1 maint: multiple names: authors list (link) - ↑ Digital, Sambad (30 April 2021). "କିଏ କେତେ ମନୋଜ!". Sambad. Retrieved 4 April 2025.
- ↑ Digital, Sambad (26 January 2020). "ସାଧନାକୁ ସ୍ୱୀକୃତି : ସରସ୍ୱତୀଙ୍କ ବରପୁତ୍ର ମନୋଜ ଦାସ". Sambad. Retrieved 4 April 2025.
- ↑ Muduli, Satarupa (28 April 2021). "ସ୍ମୃତିରେ ମନୋଜ..." Dharitri Odia News. Retrieved 4 April 2025.