ଭିନ୍ନସ୍ୱର
ଦେଖଣା
| ଭିନ୍ନସ୍ୱର | |
|---|---|
| ଲେଖକ | ଦେବାଶିଷ ସାମନ୍ତରାୟ |
| ମଲାଟ ଚିତ୍ରକର | ଶୁଭ୍ରାଂଶୁ ପଣ୍ଡା |
| ଦେଶ | |
| ଭାଷା | ଓଡ଼ିଆ |
| ବିଭାଗ | ଗଳ୍ପ ସଙ୍କଳନ |
| ପ୍ରକାଶକ | ଓଡ଼ିଶା ସାହିତ୍ୟ ଏକାଡ଼େମୀ |
| ପ୍ରକାଶ ତାରିଖ | ୨୦୧୩ |
| ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି |
| ପୃଷ୍ଠା | ୮୪ |
ଭିନ୍ନସ୍ୱର, ଦେବାଶିଷ ସାମନ୍ତରାୟଙ୍କଦ୍ୱାରା ଲିଖିତ ଏକ କ୍ଷୁଦ୍ରଗଳ୍ପ ସଂକଳନ । ଏହି ଗଳ୍ପ ସଂକଳନରେ ୧୦ଟି ଗଳ୍ପ ସ୍ଥାନ ପାଇଛି । ଏହି ପୁସ୍ତକଟି ୨୦୦୮-୦୯ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର ଲାଭ କରିଥିଲା ।
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର - ୨୦୦୮-୦୯