Jump to content

ଉଇକିପିଡ଼ିଆ:ଭିଡିଓୱିକି/ଉଦର ଚାପ

ଉଇକିପିଡ଼ିଆ‌ରୁ
(ଭିଡିଓ:ଉଦର ଚାପରୁ ଲେଉଟି ଆସିଛି)
ଭିଡିଓୱିକି/ଉଦର ଚାପ (Tutorial)
ଫାଇଲ:Or.ଉଇକିପିଡ଼ିଆ-ଭିଡିଓୱିକି-ଉଦର ଚାପ.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସୂଚନା

[ସମ୍ପାଦନା]

ଯେଉଁମାନେ ଶ୍ୱାସରୁଦ୍ଧ ହେଉଛନ୍ତି, ବିଶେଷକରି ଯେଉଁମାନଙ୍କର ବୟସ ଏକ ବର୍ଷରୁ ଅଧିକ, ଯେଉଁମାନେ କାଶିବାକୁ ଅସମର୍ଥ କିନ୍ତୁ ସଚେତନ ରୁହନ୍ତି, ସେମାନଙ୍କ କ୍ଷେତ୍ରରେ ପେଟରେ ଜୋର୍ ଦେବା ବ୍ୟବହାର କରାଯାଏ। []

ପଦକ୍ଷେପ ୧

[ସମ୍ପାଦନା]

ବ୍ୟକ୍ତିଙ୍କ ପଛରେ ଠିଆ ହୁଅନ୍ତୁ ଏବଂ ଆପଣଙ୍କ ହାତକୁ ତାଙ୍କ ଉଦର ମଝିରେ ରଖନ୍ତୁ। []

ପଦକ୍ଷେପ ୨

[ସମ୍ପାଦନା]

ନାଭି ଉପରେ ମୁଠା ବାନ୍ଧିଦିଅ। []

ପଦକ୍ଷେପ ୩

[ସମ୍ପାଦନା]

ଅନ୍ୟ ହାତକୁ ମୁଠା ଉପରେ ରଖନ୍ତୁ ଏବଂ ଏହାକୁ ଭିତର ଏବଂ ଉପରକୁ ଟାଣନ୍ତୁ ।[]

ପଦକ୍ଷେପ ୪

[ସମ୍ପାଦନା]

ପୂର୍ବ ପଦକ୍ଷେପକୁ ୫ରୁ ୧୦ ଥର ପୁନରାବୃତ୍ତି କରାଯାଇପାରେ ।[] []

ବିବିଧତା

[ସମ୍ପାଦନା]

ଏହି ପ୍ରକ୍ରିୟାଟି ଜଣେ ବ୍ୟକ୍ତି ଶୋଇଥିବା ସମୟରେ କିମ୍ବା ଚେୟାରରେ ଥିବା ସମୟରେ ମଧ୍ୟ ଭଲ ଭାବରେ କରାଯାଇପାରେ। []

ଜଟିଳତା

[ସମ୍ପାଦନା]

ଜଟିଳତା ମଧ୍ୟରେ ପଞ୍ଜରା କିମ୍ବା ଅଙ୍ଗ ଆଘାତ ଅନ୍ତର୍ଭୁକ୍ତ ହୋଇପାରେ []

ବିକଳ୍ପଗୁଡିକ

[ସମ୍ପାଦନା]

କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର ଯେପରିକି ମେଦ ବ‌ହୁଳତା ଏବଂ ଗର୍ଭାବସ୍ଥା ଥିଲେ ଉଦର ଚାପ ବଦଳରେ ଛାତି ଚାପ ବ୍ୟବହାର କରାଯାଇପାରେ ।[]

  1. Duckett, Stephanie A.; Bartman, Marc; Roten, Ryan A. (2022). "Choking". StatPearls. StatPearls Publishing. Retrieved 22 April 2022.
  2. ୨.୦ ୨.୧ ୨.୨ ୨.୩ "What should I do if someone is choking?". nhs.uk (in ଇଂରାଜୀ). 26 June 2018. Retrieved 23 April 2022.
  3. ୩.୦ ୩.୧ ୩.୨ "How To Do the Heimlich Maneuver in the Conscious Adult or Child - Critical Care Medicine". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 23 April 2022.
  4. "MD0532 Cardiopulmonary Resuscitation Edition 101" (PDF). US Army Medical DEpartment Center and School. Retrieved 3 June 2022.