Jump to content

ଭିକାରୀ ଠାକୁର

ଉଇକିପିଡ଼ିଆ‌ରୁ
ଭିକାରୀ ଠାକୁର
ଜନ୍ମ ଓ ଜନ୍ମସ୍ଥାନଭିକାରୀ ଠାକୁର
(1887-12-18)୧୮ ଡିସେମ୍ବର ୧୮୮୭
କୁତୁବପୁର, ଶାହାବାଦ, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ ଭାରତ (ବର୍ତ୍ତମାନର ଶରଣ ଜିଲ୍ଲା, ବିହାର, ଭାରତ)
ମୃତ୍ୟୁ୧୦ ଜୁଲାଇ ୧୯୭୧(1971-07-10) (ବୟସ ୮୩)
ବୃତ୍ତି
  • କବି
  • ନାଟ୍ୟକାର
  • ସଙ୍ଗୀକାର
  • ଦାର୍ଶନିକ
  • ସମାଜ ସଂସ୍କାରକ
  • କଣ୍ଠଶିଳ୍ପୀ
  • ନୃତ୍ୟଶିଳ୍ପୀ
  • ଅଭିନେତା
ଭାଷା
  • ଭୋଜପୁରୀ
ଜାତୀୟତାଭାରତୀୟ
ସମୟବ୍ରିଟିଶ ଭାରତ
ସାହିତ୍ୟର ଆନ୍ଦୋଳନନାରୀବାଦ
ସାହିତ୍ୟ କୃତି
  • ବିଦେଶୀୟା
  • ବେଟି ବଚାଓ
  • ଗବର୍ଘିଚୋର
ଜୀବନସାଥୀମଟୁନା
ସନ୍ତାନ୧, ଶିଳାନାଥ ଠାକୁର
Map depicting places in Bihar associated with Bhikhari Thakur
Qutubpur
Qutubpur
Arrah
Arrah
Muzzafarpur
Muzzafarpur
Chhapra
Chhapra
ଭିଖାରୀ ଠାକୁରଙ୍କ ସହ ଜଡ଼ିତ ବିହାରର ସ୍ଥାନ

ଭିକାରୀ ଠାକୁର (୧୮ ଡିସେମ୍ବର ୧୮୮୭ – ୧୦ ଜୁଲାଇ ୧୯୭୧) ଜଣେ ଭାରତୀୟ ଭୋଜପୁରୀ ଭାଷାର କବି, ନାଟ୍ୟକାର, ଗୀତିକାର, ଅଭିନେତା, ଲୋକନୃତ୍ୟକାର, ଲୋକଗୀତ ଗାୟିକ ଓ ସାମାଜିକ କର୍ମକର୍ତ୍ତା । ଭୋଜପୁରୀ ଭାଷାର ଅନ୍ୟତମ ଶ୍ରେଷ୍ଠ ଲେଖକ ତଥା ପୂର୍ବାଞ୍ଚଳ ଓ ବିହାରର ସବୁଠାରୁ ଲୋକପ୍ରିୟ ଲୋକ ଲେଖକ ଭାବରେ ତାଙ୍କୁ ବିବେଚନା କରାଯାଏ ।[][][][][][][] ଠାକୁରଙ୍କୁ ପ୍ରାୟତଃ "ଭୋଜପୁରୀର ସେକ୍ସପିୟର" ଏବଂ "ରାୟ ବାହାଦୁର" ବୋଲି କୁହାଯାଏ ।[] ତାଙ୍କର ଏକ ଡଜନରୁ ଅଧିକ ନାଟକ, ମୋନୋଲୋଗ୍, କବିତା ଏବଂ ଭଜନ ରହିଛି, ଯାହା ପାଖାପାଖି ତିନି ଡଜନ ପୁସ୍ତକରେ ଛପା ଯାଇଥିଲା । ତାଙ୍କର ଉଲ୍ଲେଖନୀୟ କୃତି ଗୁଡ଼ିକ ହେଲା ବିଦେଶିଆ, ଗବରଘିଚୋର, ବେଟି ବେଚୱାଭାଇ ବିରୋଧଗାବରଘିଚୋରକୁ ପ୍ରାୟତଃ ବେର୍ଟୋଲ୍ଟ ବ୍ରେଖଟଙ୍କ ନାଟକ ଦ କକେସିଆନ ଚକ୍ ସର୍କଲ ସହିତ ତୁଳନା କରାଯାଏ ।[] ସେ ନୃତ୍ୟଭିତ୍ତିକ "ନାଚ ଲୋକନାଟକ" ପରମ୍ପରାର ପିତା ଭାବରେ ଜଣାଶୁଣା ।[୧୦] ପୁରୁଷ କଳାକାରମାନଙ୍କୁ ମହିଳା ଭୂମିକାରେ ନେବାରେ ତାଙ୍କୁ ପ୍ରଥମ ବ୍ୟକ୍ତି ଭାବରେ ମଧ୍ୟ ଶ୍ରେୟ ଦିଆଯାଏ ।[୧୧]

ଜୀବନୀ

[ସମ୍ପାଦନା]

ଠାକୁର ସାରଣର କୁତୁବପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । କିଶୋର ଅବସ୍ଥାରେ ସେ ମଟୁନାଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତ୍ତିଙ୍କର ଏକମାତ୍ର ପୁତ୍ର ହେଉଛନ୍ତି ଶିଳାନାଥ ଠାକୁର । ୧୯୦୦ ଦଶକର ପ୍ରାରମ୍ଭରେ ଠାକୁର ଜଣେ ଅଭିନେତା, ଲେଖକ, ଗାୟକ ଓ ନୃତ୍ୟଶିଳ୍ପୀ ଭାବରେ ନିଜର ପେଷା ଆରମ୍ଭ କରିଥିଲେ । ୧୯୭୧ରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେ ସକ୍ରିୟ ରହିଥିଲେ । ୧୯୩୮ ମସିହାରୁ ୧୯୬୨ ମସିହା ମଧ୍ୟରେ, ସେ ତାଙ୍କର ଅଧିକାଂଶ ରଚନା ପ୍ରକାଶ କରିଥିଲେ । ତାଙ୍କର ପ୍ରାରମ୍ଭିକ କାର୍ଯ୍ୟ ଥିଲା ସଂଳାପ ଏବଂ ସଙ୍ଗୀତ ନାଟକ; ତାଙ୍କର ପରବର୍ତ୍ତୀ କୃତି ଗୁଡ଼ିକ ହେଲା ଦାର୍ଶନିକ, ଭଜନ, ହରିକିର୍ତ୍ତନ ଓ ଅନ୍ୟାନ୍ୟ କବିତା ।

  1. Leiter, Samuel L. (2007). Encyclopedia of Asian Theatre: A-N. Greenwood Press. p. 61. ISBN 9780313335297.
  2. The Journal of the Bihar Purāvid Parishad, Vol. 19-20. Bihar Purāvid Parishad. 1995.
  3. Shalaja Tripathi (16 June 2012). "On the Shakespeare of Bhojpuri". The Hindu. Retrieved 2 January 2015.
  4. Agra University Journal of Research: Letters, Volumes 1-5. Agra University. 1952.
  5. Banham, Martin; Brandon, James R. (21 September 1995). The Cambridge Guide to Theatre (in ଇଂରାଜୀ). Cambridge University Press. ISBN 978-0-521-43437-9.
  6. Lal, Ananda; Lal, Reader in English Ananda (2004). The Oxford Companion to Indian Theatre (in ଇଂରାଜୀ). Oxford University Press. ISBN 978-0-19-564446-3.
  7. Law, Jonathan (28 October 2013). The Methuen Drama Dictionary of the Theatre (in ଇଂରାଜୀ). A&C Black. ISBN 978-1-4081-4591-3.
  8. Encyclopaedia of Indian Theatre, Vol. VI. Raj Publication. 2004. ISBN 9788186208359.
  9. Bajeli, Diwan Singh (27 February 2020). "Bhikhari Thakur: Voice of the marginalised". THE Hindu.
  10. Narayan, Badri (2016). Culture and Emotional Economy of Migration. Taylor & Francis. p. 74. ISBN 978-1315448039.
  11. Narayan, Badri. Culture and Emotional Economy of Migration. p. 76.

ଗ୍ରନ୍ଥସୂଚୀ

[ସମ୍ପାଦନା]
  • Prasad, Maheshwar (1964), Jankavi Bhikhari Thakur, Bhojpuri Pariwar Patna
  • Maheshwaracharya (1978), Bhikhari: Bhojpuri ke Lok kalakar bhakt Bhikhari Thakur ki Samast rachnaon ka vishleshana [Bhikhari: A critical study of all writings of Bhojpuri Folk-Dramatist and Devotee Bhikhari], Lok Kalakar Bhikhari Thakur Aashram
  • Dwiwedi, B.P. (2000), Bhikhari Thakur: Bhojpuri ke Bharatendu, Aashu Prakashan
  • Rai, D.N. (2004), Lok Kalakar Bhikhari Thakur-Iyadan ke khoh se (in Bhojpuri), Shree Madhav Press, Chhapra
  • Singh, Dhananjay (2008), Bhojpuri Pravasi Shramikon ki Sanskriti aur Bhikhari Thakur ka Sahitya (in Hindi), NLI Research studies series
  • Dost, Jainendera (2017). "Naach, Launda Naach or Bidesiya Politics of (re)naming". Performance Research. 22 (5): 106–112. doi:10.1080/13528165.2017.1384187. S2CID 158697968.
  • Kumar, Pankaj (2022), Bhikhari Thakur's Bidesia and Gabar Ghichor: Enduring saga of angst, pain and longing of the 'left-behind'
  • Rai, Sandeep (2020). Aesthetics and Politicd: Two Leading Bhojpuri Artists (in ଇଂରାଜୀ) (1st ed.). Wadala (East), Mumbai: BecomeShakespeare.com. ISBN 978-93-90543-50-2.

ବାହାର ଲିଙ୍କ୍

[ସମ୍ପାଦନା]