ଭାସ୍ୱତୀ
ଦେଖଣା
ଭାସ୍ୱତୀ | |
---|---|
ଲେଖକ | ତରୁଣକାନ୍ତି ମିଶ୍ର |
ମଲାଟ ଚିତ୍ରକର | ନିରଞ୍ଜନ ପଣ୍ଡା |
ଦେଶ | ![]() |
ଭାଷା | ଓଡ଼ିଆ |
ବିଭାଗ | ଗଳ୍ପ ସଙ୍କଳନ |
ପ୍ରକାଶକ | ବିଦ୍ୟାପୁରୀ, କଟକ |
ପ୍ରକାଶ ତାରିଖ | ୨୦୧୪, ୨୦୨୦, ୨୦୨୩ |
ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି |
ପୃଷ୍ଠା | ୧୧୪ |
ISBN | ୯୭୮୮୧୭୪୧୧୯୨୪୭ |
ଭାସ୍ୱତୀ, ତରୁଣକାନ୍ତି ମିଶ୍ରଙ୍କଦ୍ୱାରା ଲିଖିତ ଏକ ଓଡ଼ିଆ କ୍ଷୁଦ୍ରଗଳ୍ପ ସଂକଳନ ।[୧][୨] ଏହି ପୁସ୍ତକ ନିମନ୍ତେ ତରୁଣକାନ୍ତି ୨୦୧୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ ।[୩][୪][୫]
ସଂସ୍କରଣ
[ସମ୍ପାଦନା]ଭାସ୍ୱତୀ ପୁସ୍ତକଟି ୨୦୧୪ ମସିହାରେ ବିଦ୍ୟାପୁରୀ ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା । ୨୦୨୦ ମସିହାରେ ଏହାର ଦ୍ୱିତୀୟ ଓ ୨୦୨୩ ମସିହାରେ ତୃତୀୟ ସଂସ୍କରଣ ପ୍ରକାଶିତ ହୋଇଥିଲା ।
ସଙ୍କଳନରେ ଥିବା ଗଳ୍ପ
[ସମ୍ପାଦନା]ଏହି ଗଳ୍ପ ସଂକଳନଟିରେ ୧୪ଟି କ୍ଷୁଦ୍ରଗଳ୍ପ ସ୍ଥାନ ପାଇଛି । ଗଳ୍ପଗୁଡ଼ିକ ମୁଖ୍ୟତଃ ପ୍ରେମ, ସ୍ୱପ୍ନ, ଆଶା, ନିରାଶା, ମୃତ୍ୟୁ ଓ ମୋକ୍ଷ ଆଦି ମାନବୀୟ ସମ୍ବେଦନାକୁ ନେଇ ପରିପୁଷ୍ଟ ।[୬]
- ଭାସ୍ୱତୀ
- ଲଳିତ ଆଖ୍ୟାନ
- ଅତିଥି ସକାଳ
- ମେଘରାତି
- ଭାଇ
- ଆରୋହ
- ନ ଦେଖିଥିବା ବାଟ
- ପ୍ରତିପକ୍ଷ
- କାଚଘର
- ସଚିତ୍ର ଇତିହାସ
- ଆରଣ୍ୟ
- ନୀଡ଼
- ଜହ୍ନରାତି
- ମୋକ୍ଷ
ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୧୯
ଆଧାର
[ସମ୍ପାଦନା]- ↑ "ODIA – Sahitya Akademi". Sahitya Akademi – SA. Retrieved 2 April 2025.
- ↑ Bureau, Sambad English (18 December 2019). "Tarun Kanti Mishra to be conferred with Kendra Sahitya Akademi Award". Sambad English. Retrieved 2 April 2025.
- ↑ Digital, Sambad (18 December 2019). "ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷର ସାହିତ୍ୟ ଅକାଦେମି ପୁରସ୍କାର; କ୍ଷୁଦ୍ରଗଳ୍ପ ସଙ୍କଳନ 'ଭାସ୍ୱତୀ' ପାଇଁ ତାଙ୍କୁ ମିଳିବ ଏହି ସମ୍ମାନ". Sambad. Retrieved 2 April 2025.
- ↑ "କ୍ଷୁଦ୍ରଗଳ୍ପ ସଙ୍କଳନ 'ଭାସ୍ୱତୀ' ପାଇଁ ତରୁଣକାନ୍ତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Sandhan News. 18 December 2019. Retrieved 2 April 2025.
- ↑ Singha, Minati (19 December 2019). "Two writers from Odisha to get Sahitya Akademi awards". The Times of India. Retrieved 2 April 2025.
- ↑ Bureau, Sambad English (26 February 2020). "Two from Odisha receive Kendra Sahitya Akademi Award". Sambad English. Retrieved 2 April 2025.