ଭାରତର ନୋବେଲ ପୁରସ୍କାର ବିଜେତା

ଉଇକିପିଡ଼ିଆ‌ରୁ

ନୋବେଲ ପୁରସ୍କାରଟି ନୋବେଲ ଫେଡେରେସନଦ୍ୱାରା ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଦିଆ ଯାଏ ।ଏହା ବିଶ୍ୱର ସର୍ବଶ୍ରେଷ୍ଠ ମର୍ଯ୍ୟାଦାଜନକ ପୁରସ୍କାର। ନୋବେଲ ପୁରସ୍କାର ଶାନ୍ତି, ଅର୍ଥଶାସ୍ତ୍ର, ଚିକିତ୍ସା ବିଜ୍ଞାନ, ରସାୟନ ବିଜ୍ଞାନ ଓ ଭୌତିକ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ସର୍ବଶ୍ରେଷ୍ଠ ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଦିଆଯାଇଥାଏ ।[୧][୧][୨]

The Nobel Prize
A golden medallion with an embossed image of Alfred Nobel facing left in profile. To the left of the man is the text "ALFR•" then "NOBEL", and on the right, the text (smaller) "NAT•" then "MDCCCXXXIII" above, followed by (smaller) "OB•" then "MDCCCXCVI" below.
କାହା ନିମନ୍ତେ ପୁରସ୍କାରOutstanding contributions for humanity in chemistry, literature, peace, physics, physiology or medicine
ଦାତା
  • Swedish Academy
  • Nobel committee of Royal Swedish Academy of Sciences
  • Nobel committee of Karolinska Institutet
  • Norwegian Nobel Committee
ଦେଶ
ପ୍ରଥମ ପୁରସ୍କାର
  • 1901; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1901)
ଏବେକାର ପରିଚାଳନା567 Prizes to 889 Laureates in 2014
ମୁଖ୍ୟ ୱେବସାଇଟnobelprize.org

ଭାରତୀୟ୍ ନୋବେଲ ପୁରସ୍କାର ବିଜେତା[ସମ୍ପାଦନା]

ସଂକ୍ଷିପ୍ତ ସୁଚନା[ସମ୍ପାଦନା]

ଭାରତର ଲୋକସଂଖ୍ୟା ଅନୁଯାୟୀ ଯଦିଓ ନୋବେଲ ପୁରସ୍କାର ବିଜେତାମାନଙ୍କର ସଂଖ୍ୟା ନଗଣ୍ୟ, ତଥାପି ଯେଉଁମାନେ ଭାରତ ପାଇଁ ଏହି ନୋବେଲ ପୁରସ୍କାର ଜିତିବାର ଗୌରବ ଆଣିଦେଇଛନ୍ତି ସେମାନଙ୍କ ନାମ ଭାରତୀୟ ଇତିହାସରେ ଅବିସ୍ମରଣୀୟ ହୋଇ ରହିବ।

ରବୀନ୍ଦ୍ରନାଥ ଠାକୁର[ସମ୍ପାଦନା]

୧୮୬୧ ମସିହା ମେ ମାସ ୬ ତାରିଖରେ କଲିକତାର ଚିତପୁର ନାମକ ସ୍ଥାନର ଦ୍ୱାରିକାନାଥ ଲେନ୍ରେ ରବୀନ୍ଦ୍ରନାଥ ଟାଗୋର ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତା ଦେବେନ୍ଦ୍ର ନାଥ ଓ ମାତା ସାରଦା ଦେବୀଙ୍କର ସେ ସର୍ବକନିଷ୍ଠ ସନ୍ତାନ ଥିଲେ।ଏକ ବିରାଟ ବଙ୍ଗାଳୀ ଯୌଥ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କର ପିଲାଦିନ ଅବହେଳିତ ଓ ନିଃସଙ୍ଗ ଭାବରେ କଟିଥିଲା କାରଣ ଘରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ ଏବଂ ରବୀନ୍ଦ୍ରଙ୍କୁ ଧ୍ୟାନ ଦେଇପାରୁନଥିଲେ।ଠାକୁର ପରିବାରରେ ଜନ୍ମ ନେଇଥିଲେ ବି ସେ ନିରାଡମ୍ବର ଭାବରେ ଜିଉଁଥିଲେ। ସେଇ ସରଳ ଜୀବନର ଆଭାସରେ ବଢ଼ିଥିଲେ ବୋଲି ତାଙ୍କ ମନରେ ସର୍ବଦା ଉଚ୍ଚଚିନ୍ତା ଓ ଚେତନା ବାରି ହୋଇପଡୁଥିଲା।ବିଦ୍ୟାର୍ଥୀ ଭାବରେ ମଧ୍ୟ ସେ ମେଧାବୀ ଛାତ୍ର ଭାବେ ଶିକ୍ଷକ ମାନଙ୍କ ପାଖରେ ପରିଚିତ ଥିଲେ।ଆଦ୍ୟ ଜୀବନରେ ସେ ପୃଥ୍ୱୀରାଜ ଚରିତ୍ରକୁ ନେଇ ଏକ ନାଟକ ରଚନା କରିଥିଲେ।ସେହି ସମୟରେ ସେ ବନଫୁଲ,ଭାନୁସିଂହର ପଦ୍ୟାବଳୀ,ନୟନ ତୋମହର ଦାୟନା ଦେଖିତେ,ରାଜର୍ଷି କିଶୋର,ବିସର୍ଜନ ଇତ୍ୟାଦି କାବ୍ୟ ଓ ଉପନ୍ୟାସ ରଚନା କରିଥିଲେ।ପରବର୍ତ୍ତୀ ଜୀବନରେ ମୃଣାଳିନୀ ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା।ଏକଲା ଚାଲୋ,ବାଲ୍ମୀକି ପ୍ରତିଭା,ନିର୍ଝରର ସ୍ୱପ୍ନଭଙ୍ଗୀ,ପ୍ରଭାତ ସଂଗୀତ,ସଂଧ୍ୟା ସଂଗୀତ ଇତ୍ୟାଦି ବଙ୍ଗଳା ସାହିତ୍ୟକୁ ତାଙ୍କର କାଳଜୟୀ ଅବଦାନ। [୩]

ସି. ଭି. ରମଣ[ସମ୍ପାଦନା]

"[୪]

ଡ଼କ୍ଟର୍ ହରଗୋବିନ୍ଦ ଖୁରାନା[ସମ୍ପାଦନା]

ଫାଇଲ:Har Gobind Khorana nobel.jpg "[୫]

ମଦର ଟେରେସା[ସମ୍ପାଦନା]

"[୬]

ଡ଼କ୍ଟର୍ ସୁବ୍ରମନ୍ୟମ୍ ଚନ୍ଦ୍ରଶେଖର[ସମ୍ପାଦନା]

"[୭]

ଅମର୍ତ୍ୟ ସେନ[ସମ୍ପାଦନା]


"[୮]

ବିଦ୍ୟାଧର ସୁରତପ୍ରସାଦ ନାଇପୁଲ୍[ସମ୍ପାଦନା]

V. S. Naipaul "[୯]

କୈଳାସ ସତ୍ୟାର୍ଥୀ[ସମ୍ପାଦନା]

| Kailash Satyarthi[୧୦]}} at the time they were awarded the Nobel Prize.[୧୧]"[୧୨]

  1. ୧.୦ ୧.୧ "Nobel Prizes-Britannica". Retrieved 6 May 2015.
  2. "Things About the Nobel Prizes". Retrieved 6 May 2015.
  3. "Rabindranath Tagore". Retrieved 4 May 2015.
  4. "C V Raman". Retrieved 4 May 2015.
  5. "H. Gobind Khorana". Retrieved 4 May 2015.
  6. "Mother Teresa Agnes". Retrieved 4 May 2015.
  7. "Subramanyan Chandrasekhar". Retrieved 4 May 2015.
  8. "Amartya Sen". Retrieved 4 May 2015.
  9. "Nobel Prize in Literature 2001". Nobel Foundation. Retrieved 2008-10-17.
  10. "Indian Citizenship". Retrieved 4 May 2015.
  11. P. J. George (10 October 2014). "List of laureates". The Hindu. Retrieved 4 May 2015.
  12. "The Nobel Peace Prize 2014". Retrieved 4 May 2015.