Jump to content

ଭାରତ ଭୂଷଣ ରଥ

ଉଇକିପିଡ଼ିଆ‌ରୁ
ଭାରତ ଭୂଷଣ ରଥ
ଜନ୍ମ ଓ ଜନ୍ମସ୍ଥାନ (1983-07-03) ୩ ଜୁଲାଇ ୧୯୮୩ (ବୟସ ୪୨)
କେନ୍ଦୁପଲି, ମାଧପୁର, କଣ୍ଟିଲୋ, ନୟାଗଡ଼ ଜିଲ୍ଲା
ବୃତ୍ତିପ୍ରାଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଲଳିତା (ଉପନ୍ୟାସ)
ଜୀବନସାଥୀରାଜଶ୍ରୀ ମିଶ୍ର
ପିତାମାତାମାଧବ ଚନ୍ଦ୍ର ରଥ (ପିତା), ମଞ୍ଜୁଲତା ରଥ (ମାତା)

ଭାରତ ଭୂଷଣ ରଥ (ଜନ୍ମ ୩ ଜୁଲାଇ ୧୯୮୩) ଜଣେ ଓଡ଼ିଆ ଭାଷୀ କବି, ପ୍ରାବନ୍ଧିକ ଓ ଗବେଷକ । ସେ ସଂସ୍କୃତ କାବ୍ୟ ବନବୈଭବମ୍ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ ।[][]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଭାରତ ଭୂଷଣ ନୟାଗଡ଼ ଜିଲ୍ଲାର କେନ୍ଦୁପଲିଠାରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପିଏଚ୍ ଡି କରିବା ସହିତ ସେଠାରେ ସେ ପ୍ରଫେସର ଭାବେ କାର୍ଯ୍ୟ କଲେ । ତାଙ୍କ ମାର୍ଗଦର୍ଶନରେ ଅନେକ ଛାତ୍ର ପିଏଚ୍ ଡି ଓ ଏମ୍ ଫିଲ୍ ଉପାଧି ପ୍ରାପ୍ତ ହୋଇଛନ୍ତି । ସେ ଉଭୟ ସଂସ୍କୃତ ଓ ଓଡ଼ିଆ ଭାଷାରେ କାବ୍ୟକବିତା, ପ୍ରବନ୍ଧ ଓ ଆଲୋଚନା ଲେଖିଛନ୍ତି ।[]

ରଚନାବଳୀ

[ସମ୍ପାଦନା]

ଓଡ଼ିଆ

[ସମ୍ପାଦନା]
  • ଲଳିତା (ଉପନ୍ୟାସ)
  • ଶ୍ରୀନୀଳମାଧବ ଓ ଶ୍ରୀଜଗନ୍ନାଥ (ଆଲୋଚନା)
  • ଶ୍ରୀଜଗନ୍ନାଥଙ୍କ କଥା

ସଂସ୍କୃତ

[ସମ୍ପାଦନା]
  • ଶ୍ରୀ ଦୟାନନ୍ଦ ଚରିତ ମହାକାବ୍ୟସ୍ୟ ଆଳଙ୍କାରିକ ପର୍ଯ୍ୟାଲୋଚନମ୍
  • ସମସାମୟିକ ସମାଜେ ସଂସ୍କୃତମ୍
  • ବନବୈଭବମ୍ (କାବ୍ୟ)
  • ପୁତ୍ର୍ୟା: ଋଣମ୍ ଆନୀୟ
  • ଯୋଗ ବିଜ୍ଞାନମ୍

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ସଂସ୍କୃତ କାବ୍ୟ 'ବନବୈଭବମ୍'
  • ବାଳ କବି ପୁରସ୍କାର
  • ଆର୍ଷ ବିଦ୍ୟା ଭାରତୀ ସମ୍ମାନ
  • ବ୍ୟାସ କବି ସମ୍ମାନ
  1. "ଆର୍କାଇଭ୍ କପି". Archived from the original on 2025-02-23. Retrieved 2025-01-11. {{cite web}}: Cite has empty unknown parameter: |1= (help)
  2. https://samajaepaper.in/imageview_18_29120252373688_4_73_29-01-2025_25_i_1_sf.html
  3. chrome-extension://efaidnbmnnnibpcajpcglclefindmkaj/https://nsktu.ac.in/storage/2021/06/Bhart-Bhusan-Rath-CV-converted.pdf