ଭାରତ ବାହାରେ ଥିବା ହିନ୍ଦୁ ମନ୍ଦିର ତାଲିକା
ବିଶ୍ୱସନୀତା ପରଖିବା ପାଇଁ ଏହି ପ୍ରସଙ୍ଗଟିରେ ଅଧିକ ଆଧାର ଲୋଡ଼ା । (March 2024) |
ଭାରତରେ ଅଧିକାଂଶ ହିନ୍ଦୁ ଲୋକ ବାସ କରନ୍ତି । ଏହା ବ୍ୟତୀତ ପୃଥିବୀରେ ଥିବା ପ୍ରତ୍ୟେକ ଦେଶରେ ହିନ୍ଦୁ ମନ୍ଦିର ଅଛି । ଭାରତ ଉପମହାଦେଶରେ ସହସ୍ର ସଂଖ୍ୟକ ମନ୍ଦିର ବିକ୍ଷିପ୍ତ ଭାବରେ ରହିଛି ଯେପରିକି ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ଥାନ । ଏହା ବ୍ୟତୀତ କାମ୍ବୋଡ଼ିଆ, ଥାଇଲାଣ୍ଡ, ମିଆଁମାର, ମାଲୟେସିଆ ଓ ଇଣ୍ଡୋନେସିଆରେ ଅନେକ ପୁରାତନ ମନ୍ଦିର ଅଛି ଯେଉଁଠାକୁ ଚୋଳ ସାମ୍ରାଜ୍ୟ ପ ବିଜୟନଗର ସାମ୍ରାଜ୍ୟରୁ ଲୋକମାନେ ସେଠାକୁ ଯାଇ ମନ୍ଦିର ପ୍ରତିଷ୍ଠା କରିଥିଲେ ।
ଭାରତରେ ଅଧିକାଂଶ ହିନ୍ଦୁ ଲୋକ ବାସ କରନ୍ତି । ଏହା ବ୍ୟତୀତ ପୃଥିବୀରେ ଥିବା ପ୍ରତ୍ୟେକ ଦେଶରେ ହିନ୍ଦୁ ମନ୍ଦିର ଅଛି । ଭାରତ ଉପମହାଦେଶରେ ସହସ୍ର ସଂଖ୍ୟକ ମନ୍ଦିର ବିକ୍ଷିପ୍ତ ଭାବରେ ରହିଛି ଯେପରିକି ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ଥାନ । ଏହା ବ୍ୟତୀତ କାମ୍ବୋଡ଼ିଆ, ଥାଇଲାଣ୍ଡ, ମିଆଁମାର, ମାଲୟେସିଆ ଓ ଇଣ୍ଡୋନେସିଆରେ ଅନେକ ପୁରାତନ ମନ୍ଦିର ଅଛି ଯେଉଁଠାକୁ ଚୋଳ ସାମ୍ରାଜ୍ୟ ପ ବିଜୟନଗର ସାମ୍ରାଜ୍ୟରୁ ଲୋକମାନେ ସେଠାକୁ ଯାଇ ମନ୍ଦିର ପ୍ରତିଷ୍ଠା କରିଥିଲେ ।
ଅଷ୍ଟ୍ରେଲିଆ
[ସମ୍ପାଦନା]| ନାମ | ସ୍ଥାନ | ମୂଖ୍ୟ ଦେବତା/ ଦେବୀ | ଛବି |
|---|---|---|---|
| ସିଡନୀ ଦୁର୍ଗ ମନ୍ଦିର (en:Sydney Durga Temple | ସିଡନୀ | [[ଦୂର୍ଗା]] Durga | |
| ଶ୍ରୀ ଭେଙ୍କଟେଶ୍ଵର ମନ୍ଦିର | ହେଲେନ୍ସବର୍ଗ | ବିଷ୍ଣୁ ଓ ଶିବ |
ଆଜରବଇଜନ (Azerbaijn)
[ସମ୍ପାଦନା]| ନାମ | ସ୍ଥାନ | ମୂଖ୍ୟ ଦେବତା | ଛବି |
|---|---|---|---|
| ଅଗ୍ନି ମନ୍ଦିର (Fire Temple) | ବକୁ (Baku) | ଏକଧିକ ଠାକୁର (Multiple gods) |
ବାହାରେନ (Bahrain)
[ସମ୍ପାଦନା]- Shri Krishna Temple, Manama
- Shrinathji Temple, Bahrain
- Durga Mata Temple, Bramco
- ବିଏପିଏସ କେନ୍ଦ୍ର (BAPS Center, Manama)[୧]
- ଇସକନ ବଳରାମଦେଶ (ISKCON Balramdesh, Manama)[୨]
କାମ୍ବୋଡିଆ (Cambodia)
[ସମ୍ପାଦନା]| Name | Location | Deity | Image |
|---|---|---|---|
| ଆଙ୍ଗକୋର ୱାଟ (Angkor Wat) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ବିଷ୍ଣୁ (Vishnu) | |
| ବକ୍ସେଇ ଚାମ୍ପକ୍ରଙ୍ଗ (Baksei Chamkrong) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ଶିବ (Shiva) | |
| ବାଣ୍ଟେୟ ସାମରି (Banteay Samré) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ବିଷ୍ଣୁ | |
| ବାଣ୍ଟେୟ ସ୍ରେଇ (Banteay Srei) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ଶିବ | |
| ଚଉ ସେ ଟିଭୋଡା (Chau Say Tevoda) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ଶିବ ଓ ବିଷ୍ଣୁ | |
| ଫିନୀନକସ (Phimeanakas) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ||
| ନୋମ ବଖେଙ୍ଗ (Phnom Bakheng) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ଶିବ | |
| ନୋମ ବୋକ (Prasat Phnom Bok) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ବ୍ରହ୍ମା ଶିବ ଓ ବିଷ୍ଣୁ | |
| ପ୍ରସତ ନୋମ କ୍ରୋମ | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ବ୍ରହ୍ମା ଶିବ ଓ ବିଷ୍ଣୁ | |
| ପ୍ରିହ ବିହିଅର (Preah Vihear) | ଡନ୍ଗ୍ରେକ ପର୍ବତ, ପ୍ରିହ ବିହିଅର (Dângrêk Mountains, Preah Vihear) | ଶିବ | |
| ଥୋମ୍ମାନୋନ (Thommanon) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ଶିବ ଓ ବିଷ୍ଣୁ | |
| ପଶ୍ଚିମ ମେବୋନ (West Mebon) | ଆଙ୍ଗକୋର, ସିଏମ ରିପ (Angkor, Siem Reap) | ବିଷ୍ଣୁ | |
ଫିଜି ଦ୍ବୀପପୁଞ୍ଜ (Fiji Islands)
[ସମ୍ପାଦନା]- ଶ୍ରୀ ଶିବ ସୁବ୍ରମନ୍ୟ ମନ୍ଦିର, ନାଡି (Sri Siva Subramaniya temple, Nadi)
ଘାନା (Ghana)
[ସମ୍ପାଦନା]- ଘାନା ହିନ୍ଦୁ ମଠ, ଆକ୍ରା (Ghana Hindu Monastery, Accra)
ଗୁୟାନା (Guyana)
[ସମ୍ପାଦନା]- ତଇନ ହିନ୍ଦୁ ମନ୍ଦିର (Tain Hindu Mandir)
ଇରାନ (Iran)
[ସମ୍ପାଦନା]- ବନ୍ଦର ଆବବାସ ବିଷ୍ଣୁ ମନ୍ଦିର (Bandar Abbas Vishnu Temple)
କେନ୍ୟା (Kenya)
[ସମ୍ପାଦନା]- ବିଏପିଏସ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ନାଇରୋବି (BAPS Shri Swaminarayan Mandir Nairobi)
- ଶ୍ରୀ ସ୍ୱାମୀନାରାୟଣ ମନ୍ଦିର, ନାଇରୋବି {Shri Swaminarayan Mandir, Nairobi (EASS)}
ଲାଓସ (Laos)
[ସମ୍ପାଦନା]- ଭାଟ ଫୌ - ଖମେର ଭଙ୍ଗା ମନ୍ଦିର {Vat Phou - ruined Khmer temple, southern Laos (was converted to a Buddhist Monastery in the 13th-century)[୩]}
ମରିସଷ (Mauritius)
[ସମ୍ପାଦନା]- ଗଙ୍ଗା ତାଲାଓ (Ganga Talao)
- ମହେଶ୍ଵର ନାଥ ମନ୍ଦିର, ଟରାୟୋଲେଟ (Maheshwarnath Mandir, Triolet)
ମ୍ୟାଁମାର Myanmar
[ସମ୍ପାଦନା]- ନାଥଲଉଙ୍ଗ କ୍ୟାଉଙ୍ଗ ମନ୍ଦିର - ବିଷ୍ଣୁ ସମର୍ପିତ, ବାଗାନ (ପୂର୍ବତନ ପାଗାନ), ମାଣ୍ଡାଲେ ସ୍ଥାନ (Nathlaung Kyaung Temple – dedicated to Vishnu, Bagan (formerly Pagan), Mandalay Region)
- ଶ୍ରୀ କାଳୀ ମନ୍ଦିର, (ତାମିଲ ମନ୍ଦିର) ୟାଙ୍ଗୋନ (Shri Kali Temple (Tamil temple), Yangon,)
ନେଦରଲାଣ୍ଡ (Netherlands)
[ସମ୍ପାଦନା]- ଲର୍ଡ ଶିବ ହିନ୍ଦୁ ମନ୍ଦିର {Lord Shiva Hindu Temples (Hoogoorddreef 79, 1101 BB Amsterdam)}
- ଷ୍ଟିଚଟିଂ ଶ୍ରୀ ବିଷ୍ଣୁ ମନ୍ଦିର {Stichting Shri Vishnu Mandier (Karel du Jardinstraat 60-HS, 1073 TC Amsterdam)}
- ରାଧା କୃଷ୍ଣ ମନ୍ଦିର ଆମଷ୍ଟରଡାମ {Radha Krishna Mandir Amsterdam (Saaftingestraat 310, 1069 BW Amsterdam)[୪]}
- ଅରୁଲମିଗୁ ଶ୍ରୀ ଅରୁଣା ଚଲେଶ୍ଵର ମନ୍ଦିର {Arulmigu Sri Arunachaleswarar Temple (Elbestraat 2, 1946 XH Beverwijk)}
- ଶ୍ରୀ ରାଧା କୃଷ୍ଣ ମନ୍ଦିର {Shri Radha Krishna Mandir (Jan van Gojenstraat 92, 2526 RM Den Haag)Shri Shiv Mandir (Nozemanstraat 3, 3023 TK Rotterdam)}
- ଶ୍ରୀ ବାଲାଜି ମନ୍ଦିର {Sri Balaji Temple (Stichting Vasudhaiva Kutumbakam, Pandgat 17, 5688 KK Oirschot The Netherlands)}
ନିଉଜିଲାଣ୍ଡ (New Zealand)
[ସମ୍ପାଦନା]ବର୍ଗେନ ହିନ୍ଦୁ ସଭା ଗଣପତି ମୁଲସ୍ଥାନମ
ଓମନ (Oman)
[ସମ୍ପାଦନା]- ମୋତିଶ୍ୱର ମନ୍ଦିର, ମୁତ୍ତ୍ରାହ, ମୁସ୍କାଟ( Motishwar Mandir, Muttrah, Muscat)
- କୃଷ୍ଣ ମନ୍ଦିର, ମସ୍କାଟ (Krishna Temple, Muscat)
ଦକ୍ଷିଣ ଆଫ୍ରିକା (South Africa)
[ସମ୍ପାଦନା]- ମରିଆମ୍ମାନ ମନ୍ଦିର (Mariamman Temple)
- ମଧ୍ୟ କୈଳାଶ ମନ୍ଦିର ମିଦ୍ରାଣ୍ଡ (Madhya Kailash Temple Midrand, 52 Stag Road Glen Austin EXT 3 Midrand)
- ନାରାୟଣସାମି ମନ୍ଦିର, ଡର୍ବାନ (Narainsamy Temple, Durban)
- ମାଉଣ୍ଟ-ଏଜକୋମ୍ବ-ଗଶେଶ ମନ୍ଦିର, ମାଉଣ୍ଟ ଏଜକୋମ୍ବ (Mount_Edgecombe_Ganesha_Temple, Mount Edgecombe)
- ଶ୍ରୀ ଜଗନ୍ନାଥ ପୁରୀ ମନ୍ଦିର (Shri Jagannath Puri Temple)
ଦକ୍ଷିଣ କୋରିଆ (South Korea)
[ସମ୍ପାଦନା]- ହିମାଳୟ ଧ୍ୟାନ ଓ ଯୋଗ ସାଧନା ମନ୍ଦିର, ସେଓଚ, ସେଓଉଲ (Himalayan Meditation and Yoga Sadhana Mandir, Seocho, Seoul)
- ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ସେଓଉଲ (Sri Lakshmi Narayanan Temple, Seoul)
- ଶ୍ରୀ ରାଧା ଶ୍ୟାମସୁନ୍ଦର ମନ୍ଦିର, କେନ୍ଦ୍ର ସେଓଉଲ (Sri Radha Shyamasundar Mandir - central Seoul)
ଥାଇଲାଣ୍ଡ (Thailand)
[ସମ୍ପାଦନା]- ବାଙ୍ଗକୋକ (Bangkok)
- ମାରିଆମ ମାରିଆମ୍ମାନ ମନ୍ଦିର (mariaam Mariamman Temple - Bangkok, Silom Road)
- ବିଷ୍ଣୁ ମନ୍ଦିର ସାଥୋନ (Vishnu Temple,Sathon (วัดวิษณุ) [୫])
- ଏରାୱାନ ପୀଠ (Erawan Shrine)
- ଫ୍ରା ଇନ୍ଦ୍ର ପୀଠ (Phra Indra Shrine [୬])
- ଲକ୍ଷ୍ମୀ ପିଠ (Lakshmi Shrine[୭])
- ଚିଆଙ୍ଗ ରାଇ (Chiang Rai)
- ୱାତ ଫ୍ରା ମାଏ ମହା ଉମାଥେୱି (Wat Phra Mae Si Maha Umathew (วัดพระแม่ศรีมหาอุมาเทวี)[୮])
- ପିକେନେସୁଆନ ଦେବାଳୟ ଚିଙ୍ଗାମାଇ (Pikanesuan Devalai Chiangmai [୯])
- ଗଣେଷ ମନ୍ଦିର ସାମ୍ପାଟୋଙ୍ଗ (Ganesha Temple Sanpantong[୧୦])
- ଲାମ୍ପାଙ୍ଗ (Lampang)
- ଗଣେଷ ନାକୋର୍ନ ଥୋଏନ-ୱାଟ ଖଏକ (Ganesha Nakorn Thoen-Wat Khaek (พระพิฆเนศนครเถิน-วัดแขกลำปาง)[୧୧])
- ନାଖୋନ ଥାମ୍ମାରାଟ (Nakhon Si Thammarat)
- ହୋର ଫ୍ରାଇସୁଅନ (Hor Phra Isuan[୧୨])
- ପଟ୍ଟାୟା (Pattaya)
- ଶ୍ରୀ ଜ୍ୟୋତିର୍ଲିଙ୍ଗେଶ୍ୱର ଶିବ ଧାମ (Shree Jyotirlingeshwasher Shiva Dhaam (เทวาลัยพระศิวะเทพ พัทย/Shiv Temple Pattaya) [୧୩])
- ଇସକନ ପଟ୍ଟାୟା (ISKCON Pattaya [୧୪])
- ଫୁକେଟ (Phuket)
- ଫ୍ରା ଫ୍ରୋମ ଛକ, ରାୱାଇ, ମୁଇଙ୍ଗ ଫୁକେତ ଜିଲ୍ଲା, ଫୁକେଟ (Phra Phrom Square, Rawai, Mueang Phuket District,Phuket (ลานพระพรหม))
- ଇସକୋମ ଫୁକେଟ (ISKCON Phuket, Phuket [୧୫][୧୬][୧୭])
- କୁଇଲ ଥନ୍ଡାୟୁଦାପାନି ମୁରୁଗାନ ଫୁକେଟ (Kuil Thandayudapani Murugan Phuket(பூகெட் தண்டாயுதபாணி முருகன் கோவில்/วมูลนิธิภูเก็ตตันดายูดาปานี)[୧୮])
- ଶ୍ରୀ ଭଗବତ ଧାମ ସନାତନ ମନ୍ଦିର, ପାଟଙ୍ଗ, ଫୁକେଟ, ଫୁକେଟ ଶିବ ମନ୍ଦିର (Shree Bhagawat Dhaam Sanatan Mandir, Pa Tong, Phuket (Phuket Sivan Temple/ศรี ภควัต ธัม ศานาตัน มัณฑีร์/श्री भागवत धाम सनातन मंदिर)[୧୯])
- ସୋଙ୍ଗଖ୍ଲା (Songkhla)
- କୁଇଲ ଗଣେଷ ଡାନ୍ନୋକ|ଡାନ୍ନୋକ ଗଣେଷ ମନ୍ଦିର, ଡାନ୍ନୋକ, ସଦାଓ (Kuil Ganesh Dannok|Dannok Ganesh Temple, Dannok, Sadao (พระพิฆเนศด่านนอก/ தன்னோக் விநாயகர் கோவில் )[୨୦])
- ସୁରତ ଥାନି (Surat Thani) ଶ୍ରୀ ଗଣେଷ ମନ୍ଦିର, ଫୁନଫିଲ, ସୁରତ ଥାନି (Sri Ganesha Temple, Phunphin, Surat Thani[୨୧] (เทวสถานศรีฆเนศวร))
- ଖମେର ମନ୍ଦିରମାଳା (Khmer temples)
(see Category:Angkorian sites in Thailand)
- ମୁଏଆଙ୍ଗ ସିଙ୍ଗ ଐତିହାସିକ ପାର୍କ (Mueang Sing historical park)
- ମୁଆଙ୍ଗ ଟୁମ (Muang Tum)
- ଫାନୋକ ରୁଙ୍ଗ ଐଇହାସିକ ପାର୍କ (Phanom Rung historical park)
- ଫିମାଇ ଐତିହାସିକ ପାର୍କ - ଉଲ୍ଲେଖନୀୟ ଖମେର ମନ୍ଦିର, ଫିମାଓ ନାଖୋନ ରୁଟଚାସିମା ଜିଲ୍ଲା (Phimai historical park - important Khmer temples, Phimai, Nakhon Ratchasima province)
- ଫ୍ରା ଦାଟ ଡୁମ (Phra That Dum)
- ଫ୍ରା ନରାଇ ଚେଙ୍ଗ ୱେଙ୍ଗ (Phra That Narai Cheng Weng)
- ଫ୍ରା ଦାଟ ଫୁ ପେକ (Phra That Phu Pek)
- ପ୍ରସାତ ସିଖୋରାଫୁମ (Prasat Sikhoraphum)
- ସ୍ଡୋକ କୋକ ଠୋମ (Sdok Kok Thom)
ସଂଯୁକ୍ତ ଆରବ ଏମିରାଟେସ (United Arab Emirates)
[ସମ୍ପାଦନା]ଆବୁ ଧାବି (Abu Dhabi)
- ବିଏପିଏସ ଆବୁ ଧାବି ମନ୍ଦିର (BAPS Abu Dhabi Mandir)
ଦୁବାଇ (Dubai)
- ହିନ୍ଦୁ ମନ୍ଦିର, ଦୁବାଇ, ଶିବ ମନ୍ଦିର ଓ ଶ୍ରୀ କୃଷ୍ଣ ମନ୍ଦିର ଓ ଗୁରୁଦ୍ୱାରା - ଦୁବାଇ ମିଉଜିୟମ ପାଖ, ବୁର ଦୁବାଇ, ଦୁବାଇ (Hindu Temple, Dubai, Shiva Mandir and Sri Krishna Mandir and Gurudwara - near Dubai Museum, Bur Dubai, Dubai.)
- ହିନ୍ଦୁ ମନ୍ଦିର ଜେବେଲ ଅଲି ଦୁବାଇ (Hindu Temple Jebel Ali Dubai.[୨୨])
ଭିଏତନାମ (Vietnam)
[ସମ୍ପାଦନା]- ମରିଆମ୍ମାଁ ମନ୍ଦିର - ହୋ ଚି ମିନ ସହର (Mariamman Temple - Ho Chi Minh City)ଏନ
- Mỹ Sơn - Duy Phú, Central Vietnam
- ପୋ କ୍ଲୋଙ୍ଗ ଗରାଇ - ଏନ. ଫାନ ରାଙ୍ଗ, ଦକ୍ଷିଣ ଭିଏତନାମ (Po Klong Garai - n. Phan Rang, southern Vietnam)
- ପୋ ନଗର - ଏନ ନ୍ହ. ତ୍ରାଙ୍ଗ, ଦକ୍ଷିଣ ଭିଏତନାମ (Po Nagar- n. Nha Trang, southern Vietnam)
==ଆଧାର==
- ↑ "BAPS Shri Swaminarayan Mandir, Manama". BAPS (in ଆମେରିକୀୟ ଇଂରାଜୀ). Retrieved 2024-04-04.
- ↑ Tree, ISKCON Desire (2019-03-28). "Bahrain - ISKCON Centers" (in ଆମେରିକୀୟ ଇଂରାଜୀ). Retrieved 2024-04-04.
- ↑ "Wat Phou - 10th Century Khmer temple in Laos". www.renown-travel.com. Retrieved 2021-02-02.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;:0ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "วัดวิษณุ เทวสถานแห่งเดียวในไทยที่มีองค์เทพครบทุกองค์". www.siamganesh.com. Retrieved 2024-04-04.
- ↑ "Indra Shrine | Ratchaprasong District Bangkok". www.bkkdowntown.com (in ଇଂରାଜୀ). Archived from the original on 2024-02-29. Retrieved 2024-04-04.
- ↑ "Lakshmi Shrine | Ratchaprasong District Bangkok". www.bkkdowntown.com (in ଇଂରାଜୀ). Archived from the original on 2023-02-12. Retrieved 2024-04-04.
- ↑ https://soamaps.com/country/TH/607229/wat-phra-mae-si-maha-umathewi ଛାଞ୍ଚ:Bare URL inline
- ↑ https://trips.klarna.com/en/adp/thailand/chiang-mai/pikanesuan-devalai-chiangmai-a3470644517/ Archived 2023-02-12 at the Wayback Machine. ଛାଞ୍ଚ:Bare URL inline
- ↑ https://soamaps.com/country/TH/601989/ganesha-temple-sanpantong ଛାଞ୍ଚ:Bare URL inline
- ↑ "พระพิฆเนศนครเถินลำปาง - Google Search". www.google.com. Retrieved 2024-04-04.
- ↑ "Hor Phra Isuan Shiva Shrine - Nakhon Si Thammarat, Thailand". www.sacredsiam.com. Retrieved 2024-04-04.
- ↑ "พลังแห่งศรัทธา ชาวฮินดูร่วมพิธีนวราตรีประจำปี 2565 งานประเพณีเทวาลัยพระศิวะมหาเทพพัทยา – athipburapa" (in ଥାଇ). 2022-10-07. Retrieved 2024-04-04.
- ↑ tripopola.com, Tripopola (2024-04-04). "ISKCON Pattaya Temple". www.tripopola.com (in ଆମେରିକୀୟ ଇଂରାଜୀ).
- ↑ "ISKCON Phuket - Thailand - Iskcon Mandir". Iskcon (in ଆମେରିକୀୟ ଇଂରାଜୀ). Retrieved 2024-04-04.
- ↑ information, Temples in India (2018-01-01). "ISKCON Temple in Phuket, Thailand". Templesinindiainfo (in ଆମେରିକୀୟ ଇଂରାଜୀ). Retrieved 2024-04-04.
- ↑ https://centres.iskcon.org/centre/iskcon-phuket/ ଛାଞ୍ଚ:Bare URL inline
- ↑ "Left: Thendayudapani Temple, a Tamil Hindu temple in Phuket Town, Phuket, Thailand; background right: Gurdwara Siri Singh Sabha or Wat , a Sikh temple Stock Photo - Alamy". www.alamy.com (in ଇଂରାଜୀ). Rainer Krack. Retrieved 2024-04-04.
{{cite web}}: CS1 maint: others (link) - ↑ "Rajayoga Sessions on Navratri Pooja in Phuket, Thailand". Brahma Kumaris News (in ଇଂରାଜୀ). 2022-10-04. Retrieved 2024-04-04.
- ↑ "Asian Cultural Village Dannok Thailand". phil.uk.net. Retrieved 2024-04-04.
- ↑ "ขอพรองค์เทพเทวา ณ เทวสถานศรีวิมเนศวร แห่งเมืองสุราษฎร์ธานี" (in ଥାଇ). Retrieved 2024-04-04.
- ↑ "Hindu Temple Dubai" (in ଆମେରିକୀୟ ଇଂରାଜୀ). Retrieved 2024-04-04.