Jump to content

ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩

ଉଇକିପିଡ଼ିଆ‌ରୁ
ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩
ଭାରତର ସଂସଦ
An Act to consolidate and to provide for general rules and principles of evidence for fair trial.
ଆଧାରAct No. 47 of 2023
Territorial extent India
ନିୟମାକାରକଲୋକ ସଭା
Date passed20 December 2023
Enacted byରାଜ୍ୟ ସଭା
Date passed21 December 2023
Date assented to25 December 2023
Date commenced1 July 2024
ପରିଚାଳିକା ଇତିହାସ
Bill introduced in the ଲୋକ ସଭାBharatiya Sakshya (Second) Bill, 2023
Bill published on12 December 2023
Introduced byHome Minister, Amit Shah
Bill introduced in the ରାଜ୍ୟ ସଭାBharatiya Sakshya (Second) Bill, 2023
Bill published on20 December 2023
Introduced byHome Minister, Amit Shah
Repealing legislation
ଭାରତୀୟ ସାକ୍ଷ୍ୟ ବିଧାନ
Related legislation
Bharatiya Nyaya Sanhita and Bharatiya Nagarik Suraksha Sanhita
Status: In force

ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ (IAST: Bhāratīya Sākśya Adhiniyam; ଅର୍ଥ 'ଭାରତୀୟ ସାକ୍ଷ୍ୟ ଆଇନ, ୨୦୨୩') ହେଉଛି ଭାରତର ସଂସଦରେ ପାରିତ ଏକ ଆଇନ ଯାହା ବହୁପୂର୍ବରୁ ପ୍ରଚଳିତ ଭାରତୀୟ ସାକ୍ଷ୍ୟ ବିଧାନକୁ ପ୍ରତିସ୍ଥାପିତ କରେ ।[]

ପୃଷ୍ଠଭୂମି ଓ ସମୟରେଖା

[ସମ୍ପାଦନା]
  • ୧୧ ଅଗଷ୍ଟ ୨୦୨୩ ରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଭାରତୀୟ ସାକ୍ଷ୍ୟ ବିଲ୍, ୨୦୨୩ ପେଶ୍‌ କରିଥିଲେ ।
  • ୧୨ ଡିସେମ୍ବର ୨୦୨୩ରେ ଭାରତୀୟ ସାକ୍ଷ୍ୟ ବିଲ୍, ୨୦୨୩ ପ୍ରତ୍ୟାହୃତ ହୋଇଥିଲା ।
  • ୧୨ ଡିସେମ୍ବର ୨୦୨୩ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ଲୋକସଭାରେ ପ୍ରସ୍ତୁତ ହୋଇଥିଲା ।
  • ୨୦ ଡିସେମ୍ବର ୨୦୨୩ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ଲୋକସଭାରେ ପାରିତ ହେଲା ।[]
  • ୨୧ ଡିସେମ୍ବର ୨୦୨୩ ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ରାଜ୍ୟସଭାରେ ପେଶ୍‌ ହୋଇଥିଲା ।
  • ୨୧ ଡିସେମ୍ବର ୨୦୨୩ ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ରାଜ୍ୟସଭାରେ ପାରିତ ହୋଇଥିଲା ।
  • ୨୫ ଡିସେମ୍ବର ୨୦୨୩ ରେ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଲ୍, ୨୦୨୩ ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲା ।[]

ସଂରଚନା

[ସମ୍ପାଦନା]

ଏହି ଅଧିନିୟମରେ ପୂର୍ବରୁ ପ୍ରଚଳିତ ଥିବା ଭାରତୀୟ ସାକ୍ଷ୍ୟ ଅଧିନିୟମ-୧୮୭୨ର ୧୬୭ ଧାରା ବଦଳରେ ୧୭୦ ଧାରା ଅଛି । ପୂର୍ବରୁ ଥିବା ୧୬୭ ଧାରା ମଧ୍ୟରୁ ୨୩ ଧାରାକୁ ସଂଶୋଧନ କରାଯାଇଛି, ୫ ଧାରାକୁ ବିଲୋପ କରାଯାଇଛି ଏବଂ ଏକ ନୂତନ ଧାରା ଯୋଡ଼ାଯାଇଛି ।[][][]

  1. Singh, Vijaita (2023-08-11). "Centre seeks to overhaul British-era criminal laws". The Hindu (in Indian English). ISSN 0971-751X. Retrieved 2025-04-26.
  2. Das, Awstika (2023-12-20). "Lok Sabha Passes Criminal Law Bills Seeking To Replace IPC, CrPC And Evidence Act". www.livelaw.in (in ଇଂରାଜୀ). Retrieved 2025-04-26.
  3. "Bills to replace criminal codes enacted into law as President Murmu gives nod". Deccan Herald (in ଇଂରାଜୀ). Retrieved 2025-04-26.
  4. IANS (2023-11-06). "Parliament panel adopts reports on bills to replace existing criminal laws". The New Indian Express (in ଇଂରାଜୀ). Retrieved 2025-04-26.
  5. "The 3 Bills That Will Soon Replace British-Era Criminal Laws. Their Aim Explained". www.ndtv.com (in ଇଂରାଜୀ). Retrieved 2025-04-26.
  6. "Parliament session". www.livemint.com. Retrieved 27 April 2025.