ଭାରତୀୟ ସପ୍ତାଶ୍ଚର୍ୟ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

NDTVର ସପ୍ତାଶ୍ଚର୍ୟ୍ୟ ପାଇଂ ଦେଖନ୍ତୁ NDTVଦ୍ୱାରା ଭାରତୀୟ ସପ୍ତାଶ୍ଚର୍ୟ୍ୟ। ଏହି ସପ୍ତାଶ୍ଚର୍ୟ୍ୟ ମାନକଟି ଭାରତର୍ ଅଗ୍ରାମୀ ଖବରକାଗଜ ଟାଇମ୍ସ ଅଫ୍ ଇନ୍ଡିଆଦ୍ୱାରା ସଂକ୍ଷୀପ୍ତ ସଂଦେଶ ସେବା (SMS) ପୋଲ୍ରେ କିଆଜାଇଥିଲା।

ବିଜେତା[ସମ୍ପାଦନା]

ଚିତ୍ର ଆଶ୍ଚର୍ୟ୍ୟ ସ୍ଥାନ ତାରିଖ ବର୍ଣ୍ରନ
Shravanabelagola2007 - 11.jpg ବାହୁବଲୀ ଗୋମତେଶ୍ୱର ଶ୍ରବଣବେଳଗୋଲା, Karnataka AD 981 ୫୭-foot ର୍ (17 m) ବାହୁବଲୀ ମୁର୍ତି, ସେ ଜୈନ Arihant.
Amritsar-golden-temple-00.JPG ହରମନ୍ଦିର ସାହିବ
ଦରବାର ସାହିବ / ସ୍ୱର୍ଣ ମନ୍ଦିର
ଅମ୍ରିତସର, ପଞ୍ଜାବ ୧୫୮୫-୧୬୦୪ ସିଖ ଗୁରୁଦ୍ୱାରା
The Taj Mahal At Agra ତାଜମହଲ ଆଗ୍ରା, ଉତ୍ତର ପ୍ରଦେଶ ୧୬୩୨-୫୩ ମୁମତାଜ ମହଲଙ୍କ ଧଳା ମାର୍ବଲ୍ର କବର।
Lotus Mahal at the Zenana Enclosure ହାମ୍ପି
ପମ୍ପା କ୍ଷେତ୍ର୍ / କିସ୍କିନ୍ଦା କ୍ଷେତ୍ର / ଭାସ୍କର କ୍ଷେତ୍ର
ବିଜୟ ନଗର, Karnataka ୧ ପ୍ରାରମ୍ଭିକ ଗ୍ରାମୀଣ ବାସସ୍ଥାନ ଭିରୁପକ୍ଷ ମନ୍ଦିର
The Temple at Konark କୋଣାର୍କ ସୂର୍ଯ୍ୟ ମନ୍ଦିର
କଳା ପାଗୋଡା
କୋଣାର୍କ, ଓଡ଼ିଶା ମଧ୍ଯ ୧୩ ସତାବ୍ଦି କଳିଙ୍ଗ ନିର୍ମାଣକଲ୍ପ କଳା ସୁର୍ଯ୍ୟ ଭଗବାନଙ୍କ ମନ୍ଦିର।
Ruins of Nalanda University ନଳନ୍ଦା ପାଟଣା ପାଖରେ, ବିହାର ୫ମ ଶତାବ୍ଦି AD ଭାରତର ପ୍ରଥମ ବିଶ୍ୱ ବିଦ୍ୟାଳୟ।
An ornamented monument in Khajuraho ଖଜୁରାହୋ
Kharjuravāhaka
ଛତ୍ରପୁର ଜିଲ୍ଲା, ମଧ୍ୟ ପ୍ରଦେଶ ୯ ଶତାବ୍ଦି ହିନ୍ଦୁଜୈନ ମନ୍ଦିର୍


Gomateswara.jpg