ଭାରତୀୟ ମାନବବିଜ୍ଞାନ ସର୍ବେକ୍ଷଣ ବିଭାଗ

ଉଇକିପିଡ଼ିଆ‌ରୁ
Anthropological Survey of India
The Indian Museum, Kolkata, the headquarters of AnSI
ଛୋଟ ନାଆଁAnSI
ସ୍ଥାପନା1945
ମୁଖ୍ୟାଳୟKolkata
ୱେବ୍‌ସାଇଟhttp://www.ansi.gov.in/default.htm

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ ବିଭାଗ (AnSI) ଏକ ଭାରତୀୟ ସରକାରୀ ଅନୁଷ୍ଠାନ , ଯାହା ଭାରତର ପ୍ରତ୍ନତତ୍ତ୍ୱିକ ବାସ୍ତବିକ ଓ ଗବେଷଣାତ୍ମକ ଅନୁଧ୍ୟାନ କରିଥାଏ । ଏହା ମୂଳା ଅଧିବାସୀଙ୍କ ସଂସୃତି ପରେ ନିରୀକ୍ଷୟନ କରିବା ସହ ପଦର୍ଥିକ ଓ ସଂସ୍କୃତିକ[୧] ପୁରାତତ୍ତ୍ୱ ବିଷୟରେ ଗବେଷଣା ଓ ପ୍ରାଚୀନ ସ୍ଥାନ ଓ ବସ୍ରୁର ରକ୍ଷୟନ , ପୁନଃ ରୁଦ୍ଧହର କାର୍ଯ୍ୟ  କରିଥାଏ । 

ଇତିହାସ [ସମ୍ପାଦନା]

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ 1945 ମସିହାରେ ବରାଣଶୀଠାରେ ଆରମ୍ଭ ହେଇ ପରେ କଲିକତାଠାରେ ଥିବା ଭାରତୀୟ ମିଉଜିଆମକୁ ସ୍ଥାନାନ୍ତରିତ ହେଇଥିଲା ।[୨] 

1916 ମସିହାରେ ମିଉଜିଆମରେ  ଥିବା ଜୈବିକ ଓ ପ୍ରତ୍ନ ତାତ୍ୱିକ ବିଭାଗ ସମ୍ମିଳିତ ହେଇ ନୂତନ ଭାରତୀୟ ଜୈବିକ ସର୍ଭେ ବିଭାଗ ହେଇଥିଲା । ପରେ 1945 ମସିହାରେ ଏହାର ପ୍ରତ୍ନତତ୍ତ୍ୱିକ ବିଭାଗ ଭିନ୍ନ ହେଇ ପ୍ରତ୍ନତାତ୍ୱିକ ସର୍ଭେ ଓଫ ଇଣ୍ଡିଆ (AnSi)[୩] ଗଠିତ ହେଇଥିଲା ଓ ବିରଜା ଶଙ୍କର ଗୂହା ଏହାର ଆଭ୍ଯନ୍ତରୀଣ ନିର୍ଦ୍ଦେଶକ ତଥା ଭେରୀଆର ଏଲୱିନ ଉପ- ନିର୍ଦ୍ଦେଶକ ରହିଥିଲେ । 

ବିଶେଷ ଦ୍ରଷ୍ଟବ୍ୟ [ସମ୍ପାଦନା]

ନିର୍ଦ୍ଦେଶକ ଗଣ 
  • Biraja Sankar Guha, 1945-1954
  • N.K. Dutta Mazumdar, 1954-1958
  • Nirmal Kumar Bose, 1959-1964
  • D.K. Sen, 1964-1970
  • Surajit Chandra Sinha, 1972-1975
  • Kumar Suresh Singh, 1976-1977
  • H.K. Rakshit, 1978-1982
  • A.K. Danda, 1984-1990
  • R.S. Mann, 1991-1992
  • T.N. Pandit, 1992-1992
  • R.K. Bhattacharya, 1993-2003
  • V.R. Rao, 2003–Present

ଏହା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟଦ୍ୱାରା ପରିଚାଳିତ ହେବା ସହ ଏହାର ମୁଖ୍ୟ କାର୍ଜ୍ୟାଳୟ କଲିକତାଠାରେ ରହିବା ସହ ଏହାର ଶାଖା ପୋର୍ଟ ବ୍ଲେୟର , ଶିଲଂ , ଦେହେରା ଦୂନ , ଉଦୟଔର , ନାଗପୁର ଓ ମହିଶୂରଠାରେ ରହିଛି ।[୪] ଏହାର 2ଟି ଫୀଲ୍ଡ ଷ୍ଟେସନ ଜଗଦାଲପୁର ଓ ରାଁଚୀଠାରେ ରହିଛି । AnSiର କେନ୍ଦ୍ରୀୟ ମିଉଜିଆମ କଲିକତାଠାରେ ଅବସ୍ଥିତ । 6ଟି ଜୋନ ସ୍ତରୀୟ ପ୍ରତ୍ନତାତ୍ୱିକ ମିଉଜିଆମ 6ଟି ଆଞ୍ଚଳିକ ଭିତ୍ତିରେ ଏବଂ ଏକ ଉପ-ଆଞ୍ଚଳିକ ଭିତ୍ତିରେ ରହିଛି । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • The People of India
  • Indo-Aryan peoples
  • Dravidian peoples

ପୁନଶ୍ଚ ପଠନ [ସମ୍ପାଦନା]

  • Singh, Kumar Suresh (November 2000). "A perspective on the ASI". Seminar. Retrieved 2011-11-09.

ଆଧାର ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]