ଭାରତର ଆଧୁନିକ ମନ୍ଦିର
ଦେଖଣା

ଭାରତର ଆଧୁନିକ ମନ୍ଦିର ବା ଟେମ୍ପଲ୍ସ୍ ଅଫ୍ ମଡର୍ଣ୍ଣ ଇଣ୍ଡିଆ ଏକ ଶବ୍ଦ ପୁଞ୍ଜ ଯାହାକୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ୧୯୫୩ ମସିହାରେ, ଭାକ୍ରା ନଙ୍ଗଲ ସେତୁବନ୍ଧ ତିଆରିର ଶୁଭ ଦେବା ସମୟରେ ବ୍ୟବହାର କରିଥିଲେ ।[୧] ସେ ଭାରତର ସ୍ଵାଧୀନତା ପରେ ତିଆରି ହେଉଥିବା ବୈଜ୍ଞାନିକ ଗବେଷଣା ସଂସ୍ଥା, ଇସ୍ପାତ କାରଖାନା, ବିଦ୍ୟୁତ କାରଖାନା ଓ ସେତୁବନ୍ଧ ଇତ୍ୟାଦିର ତିଆରି ସମୟରେ ବ୍ୟବହାର କରିଥିଲେ ।[୨][୩]
ଆଧୁନିକ ଭାରତରେ ନିର୍ମାଣ ହେବାକୁ ଥିବା ବୈଜ୍ଞାନିକ ଗବେଷଣା ଓ ଭାରୀ ଉଦ୍ୟୋଗ ଭଳି ପ୍ରକଳ୍ପ ତିଆରି ତାଙ୍କର ଦୃଷ୍ଟି କୋଣରେ ଥିଲା ।[୪] ଅଧିକାଂଶ ଜନ ସେବା ଉଦ୍ୟୋଗ ଓ ଆଇଆଇଟି ଭଳି ଅନୁଷ୍ଠାନ ତିଆରି ହେବା ତାଙ୍କର ଦୃଷ୍ଟି କୋଣରେ ଥିଲା ।[୫]
ଆଧାର
[ସମ୍ପାଦନା]- ↑ "When the big dams came up". The Hindu. 20 ମାର୍ଚ୍ଚ 2015. Retrieved 5 ଜାନୁଆରୀ 2019.
- ↑ PSUs: Modern industrial temples of India DNA, 8 October 2009.
- ↑ "Temples of Modern India". The Financial Express (in ଆମେରିକୀୟ ଇଂରାଜୀ). Retrieved 3 ଡିସେମ୍ବର 2018.
- ↑ Jawaharlal Nehru: Architect of India's modern temples, The Hindu, July, 2003.
- ↑ "I Wrote My Will Across the Sky in Stars". India Today. 6 ଡିସେମ୍ବର 2011. Retrieved 18 ସେପ୍ଟେମ୍ବର 2015.