Jump to content

ଭାରତରେ ଥିବା ଶିବ ମନ୍ଦିରମାନଙ୍କର ତାଲିକା

ଉଇକିପିଡ଼ିଆ‌ରୁ

ଛାଞ୍ଚ:ଶୈବ ଧର୍ମ

ଶିବ ହେଉଛନ୍ତି ହିନ୍ଦୁ ଧର୍ମର ଜଣେ ମୁଖ୍ୟ ଦେବତା ଯିଏ ତ୍ରିମୂର୍ତ୍ତି ଦେବତା ମଧ୍ୟରୁ ଜଣେ ବିବେଚିତ ହୁଅନ୍ତି । ତ୍ରିମୂର୍ତ୍ତି ଦେବତାଙ୍କର ନାମ ଶିବ, ବିଷ୍ଣୁବ୍ରହ୍ମା[] ହିନ୍ଦୁ ପୁରାଣରେ ଭାରତରେ ଥିବା ମନ୍ଦିରମାନଙ୍କର ନାମ ଲିଖିତ ଅଛି । ସେମାନଙ୍କ ମଧ୍ୟରୁ ଜ୍ୟୋତିର୍ଲିଙ୍ଗ ମନ୍ଦିରମାନ ଉଲ୍ଲେଖଯୋଗ୍ୟ ।[]

ବାରଟି ଜ୍ୟୋତିର୍ଲିଙ୍ଗ ନାମ

[ସମ୍ପାଦନା]

ଶିବ ପୁରାଣରେ ଲିଖି ୧୨ଟି ଜ୍ୟୋତିର୍ଲିଙ୍ଗ ମନ୍ଦିର ନାମ ନିମ୍ନରେ ଲିଖିତ ଦତ୍ତ ହୋଇଛି ।:-[]

# ଜ୍ୟୋତିର୍ଲିଙ୍ଗ ସ୍ଥାନ
ସୋମନାଥ ପ୍ରଭଶ ପତନ, ଭେରାଭାଲ, ଗୁଜୁରାଟ

Prabhas Patan, Veraval, Gujarat

ମଲ୍ଲିକାର୍ଜୁନ ସ୍ୱାମୀ ଶ୍ରୀଶଇଳମ, ଆନ୍ଧ୍ର ପ୍ରଦେଶ

Srisailam, Andhra Pradesh

ମହାକାଳେଶ୍ୱର ମନ୍ଦିର

Mahakaleshwar

ଉଜ୍ଜଇନି, ମଧ୍ୟପ୍ରଦେଶ

Ujjain, Madhya Pradesh

ଓଁକାରେଶ୍ୱର ମନ୍ଦିର

Omkareshwar

ଇନ୍ଦୋର ପାଖରେ, ମଧ୍ୟପ୍ରଦେଶ

near Indore, Madhya Pradesh

କେଦାରନାଥ ମନ୍ଦିର

Kedarnath

କେଦାରନାଥ, ଉତ୍ତରାଖଣ୍ଡ

Kedarnath, Uttarakhand

ଭିମଶଙ୍କର ମନ୍ଦିର

Bhimashankar

ପୁଣେ, ମହାରାଷ୍ଟ୍ର

Pune, Maharashtra

କାଶୀ ବିଶ୍ୱନାଥ

Kashi Vishwanath

ବାରାଣସୀ, ଉତ୍ତର ପ୍ରଦେଶ

Varanasi, Uttar Pradesh

ତ୍ରିମ୍ବକେଶ୍ୱର ମନ୍ଦିର

Trimbakeshwar

ତ୍ରିମ୍ବକ, ନାଶିକ ପାଖ, ମହାରାଷ୍ଟ୍ର

Trimbak, near Nashik, Maharashtra

ବୈଦ୍ୟନାଥ ମନ୍ଦିର

Baidyanath

Baidyanath Dham ଦେଓଘର, ଝାଡଖଣ୍ଡ

Deoghar, Jharkhand

୧୦ ନାଗେଶ୍ୱର ମନ୍ଦିର

Nageshwar

ଦ୍ୱାରକା, ଗୁଜୁରାଟ

Dwarka, Gujarat

୧୧ ରାମନାଥସ୍ୱାମୀ ମନ୍ଦିର

Ramanathaswamy

ରାମେଶ୍ୱରମ, ତାମିଲନାଡୁ

Rameswaram, Tamil Nadu

୧୨ ଗ୍ରିଶ୍ନେଶ୍ୱର ମନ୍ଦିର

Grishneshwar

ଏଲ୍ଲୋରା, ମହାରାଷ୍ଟ୍ର

Ellora, Maharashtra

ପଞ୍ଚ ଭୁତ ସ୍ଥଳ (Five Elemental Manifestations)

[ସମ୍ପାଦନା]

ଦକ୍ଷିଣ ଭାରତରେ ଶିବଙ୍କର ପାଞ୍ଚ ମନ୍ଦିର ବିଶେଷ ମହତ୍ତ୍ୱ ଥାଏ ଯେହେତୁ ସେଗୁଡିକ ପଞ୍ଚ ଭୁତକୁ ସୁଚାଏ । (In South India, five temples of Shiva are held to be particularly important, as being manifestations of him in the five elemental substances.)

ଦେବତା (Deity) ସୁଚନା (Manifestation) ସ୍ଥାନ
ଜମ୍ବୁକେଶ୍ୱରର

(Jambukeswarar)

ଜଳ

Water

ଥିରୁଭନାଇକଭଲ, ତାମିଲନାଡୁThiruvanaikaval, Tamil Nadu
ଅରୁଣାଚଳେଶ୍ୱରର

(Arunachaleswarar)

ଅଗ୍ନି

Fire

ତିରୁଭନ୍ନମଲାଇ

ତାମିଲନାଡୁ Tiruvannamalai, Tamil Nadu

କଳହସ୍ତିଶ୍ୱରରKalahastheeswarar ବାୟୁ

Air

ଶ୍ରୀକାଳହସ୍ତୀ, ଆନ୍ଧ୍ର ପ୍ରଦେଶSrikalahasti, Andhra Pradesh
ଏକମ୍ବରେଶ୍ୱରର

Ekambareswarar

ପୃଥିବୀ

Earth

କାଞ୍ଚିପୁରମ, ତାମିଲ ନାଡୁ

Kanchipuram, Tamil Nadu

ନଟରାଜର

Natarajar

ଆକାଶ

Sky

ଚିଦମ୍ବରମ, ତାମିଲନାଡୁ

Chidambaram, Tamil Nadu

ପଞ୍ଚରାମ ମନ୍ଦିରମାନ (Pancharama temples)

[ସମ୍ପାଦନା]

ଆନ୍ଧ୍ର ପ୍ରଦେଶର ପାଞ୍ଚଟି ଶିବ ହିନ୍ଦୁ ମନ୍ଦିରକୁ ପଞ୍ଚରାମ କ୍ଷେତ୍ର କୁହାଯାଏ । ଏହି ମନ୍ଦିରରେ ଥିବା ଲିଙ୍ଗମାନ ଗୋଟିଏ ଲିଙ୍ଗରୁ ତିଆରି ହୋଇଛି । କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ତାରକାସୁର ଏହି ଲିଙ୍ଗର ମାଲିକ ଥିଲେ । ସେହି ଲିଙ୍ଗର ଶକ୍ତି ଯୋଗୁ ସେହି ଅସୁରକ କେହି ହରେଇ ପାରୁନଥିଲେ । ଅବଶେଷରେ ଶିବଙ୍କ ପୁତ୍ର କାର୍ତ୍ତିକେୟ ସେହି ଲିଙ୍ଗକୁ ପାଞ୍ଚ ଖଣ୍ଡରେ ଭାଙ୍ଗି ଦେଇ ତାରାକାସୁରକୁ ବଦ୍ଧ କରିଥିଲେ । ଏହି ପାଞ୍ଚ ଖଣ୍ଡ ପଡ଼ିଥିବା ଜାଗାର ନାମ ନିମ୍ନରେ ଦତ୍ତ ହେଲା ।

Bhimesvara Swamy Temple in Draksharama, one of the Pancharama Kshetras
ଅରମ ନାମ (Arama Name) ଶିବଙ୍କ ନାମ (Shiva's Name) ପାଟରାଣୀ ନାମ

(Consort Name)

ସ୍ଥାନ
ଅମରରାମ(Amararama) ଅମରଲିଙ୍ଗେଶ୍ୱର ସ୍ୱାମୀ (Amaralingeswara Swamy) ବାଳା ଚାମୁଣ୍ଡିକା ଆମ୍ମାବାରୁ (Bala Chamundika Ammavaru) ଅମରାବତୀ ଗ୍ରାମ, ଆନ୍ଧ୍ର ପ୍ରଦେଶ(Amaravathi village, Andhra Pradesh)
ଦ୍ରାକ୍ଷାରାମ(Draksharama) ଭିମେଶ୍ୱର ସ୍ୱାମୀ (Bhimesvara Swamy) ମାଣିକ୍ୟାମ୍ବା ଆମ୍ମାବାରୁ (Manikyamba Ammavaru) ଦ୍ରାକ୍ଷାରାମ, ଆନ୍ଧ୍ର ପ୍ରଦେଶ(Draksharama, Andhra Pradesh)
ସୋମରାମ(Somarama) ସୋମେଶ୍ୱର ସ୍ୱାମୀ (Someswara Swamy) ଶ୍ରୀ ରାଜରାଜେଶ୍ୱରୀ ଆମ୍ମାବାରୁ (Sri Rajarajeswari Ammavaru) ଭିମ‌ଭରମ, ଆନ୍ଧ୍ର ପ୍ରଦେଶ (Bhimavaram, Andhra Pradesh)
କ୍ଷୀରରାମ(Ksheerarama) କ୍ଷୀର ରାମଲିଙ୍ଗେଶ୍ୱର ସ୍ୱାମୀ (Ksheera Ramalingeswara Swamy) ପାର୍ବତୀ ଆମ୍ମାବାରୁ (Parvati Ammavaru) ପାଲାକୋଲ୍ଲୁ, ଆନ୍ଧ୍ର ପ୍ରଦେଶ(Palakollu, Andhra Pradesh)
ଭିମରାମ(Bhimarama) କୁମାର ଭିମେଶ୍ୱର ସ୍ୱାମୀ (Kumara Bhimeswara Swamy) ବାଳା ତ୍ରିପୁରସୁନ୍ଦରୀ ଆମ୍ମାବାରୁ (Bala Tripurasundari Ammavaru) ସମଲକୋଟ, ଆନ୍ଧ୍ର ପ୍ରଦେଶ (Samalkota, Andhra Pradesh)

ପଞ୍ଚ ସଭାଇ (Pancha Sabhai)

[ସମ୍ପାଦନା]

ତାମିଲନାଡ଼ୁର ଏହି ପାଞ୍ଚ ମନ୍ଦିରରେ ଶିବ ତାଙ୍କର ତାଣ୍ଡବ ନୃତ୍ୟ କରିଥିଲେ:

ସଭା (Sabha) ମନ୍ଦିର (Temple) ସ୍ଥାନ (Location)
ସୁନା ସଭା {Pon (Gold) Sabha} ନଟରାଜ ମନ୍ଦିର (Natarajar Temple) ଚିଦାମ୍ବରମ୍ (Chidambaram)
ରୂପା ସଭା {Velli (Silver) Sabha} ମୀନାକ୍ଷୀ ମନ୍ଦିର (Meenakshi Temple) ମଦୁରାଇ (Madurai)
ତମ୍ବା ସଭା {Thamira (Copper) Sabha} ନେଲ୍ଲାଇଆପ୍ପାର ମନ୍ଦିର (Nellaiappar Temple) ଟିରୁନେଲଭେଲି (Tirunelveli)
ରତ୍ନ ସଭା (Rathna (Gem) Sabha} ଶ୍ରୀ ବଡରଣ୍ୟେଶ୍ଵର ମନ୍ଦିର (Sri Vadaranyeswarar Temple) ତିରୁଭାଲାଙ୍ଗାଡ଼ୁ (Thiruvalangadu)
ଛବି ସଭା {Chitira (Picture) Sabha} କୂଟ୍ରାଲୀସ୍ଵର ମନ୍ଦିର (Kutraleeswar Temple) କୁତ୍ରାଲାମ (Kutralam)

ଅଷ୍ଟ ବୀରତ୍ତା ମନ୍ଦିର (Ashta Veeratta Temples)

[ସମ୍ପାଦନା]
ମନ୍ଦିର ଦେବତା ସ୍ମରଣ କରିବା (Commemorates) ସ୍ଥାନ
ବୀରତୀଶ୍ୱର ମନ୍ଦିର, ତିରୁକୋଭିଲୁର (Veerateeswarar Temple, Thirukovilur) ବୀରତୀଶ୍ୱର (Veerateeswarar) ଅନ୍ଧକାସୁରକୁ ଶିବ ହତ୍ୟା କରୁଛନ୍ତି ଅନ୍ଧକାସୁରମୁର୍ତ୍ତି ଆକାରରେ (Shiva slaying Andhakasura in the form of Andhakasuramurti) ତିରୁକୋଇଲୁର(Tirukoilur)
ବୀରତୀଶ୍ୱର ମନ୍ଦିର, ତିରୁଭାତିଗାଇ(Veerateeswarar Temple, Thiruvathigai) ବୀରତୀଶ୍ୱର (Veerateeswarar) ତ୍ରିପୁରାସୁରକୁ ଶିବ ହତ୍ୟା କରିଥିଲେ ଓ ତ୍ରୁପୁରାନ୍ତକ ନାମକ ତିନୋଟି ସ‌ହରକୁ ଧ୍ୱଂସ କରିଥିଲେ (Shiva killing Tripurasura and destroying the three cities in the form of Tripurantaka) ପନରୁଟି

(Panruti)

ବୀରତୀଶ୍ୱର ମନ୍ଦିର, କୋରୁକ୍କାଇ(Veerateeswarar Temple, Korukkai) ବୀରତୀଶ୍ୱର (Veerateeswarar) ଶିବ ତାଙ୍କ ତୃତୀୟ ନୟନରୁ କାମଦେବଙ୍କୁ ପୋଡ଼ିଦେଇଥିଲେ ଯାହାର ଆକାର କମରି ଥିଲା । (Shiva burning Kamadeva with his third eye in the form of Kamari) ମଇଲାଦୁଥୁରାଇ(Mayiladuthurai)
କନ୍ଦିଶ୍ୱର ମନ୍ଦିର, କାନ୍ଦିୟୁର(Kandeeswarar Temple, Kandiyur) ବ୍ରହ୍ମଶିରକାନ୍ଦିଶ୍ୱର (Brahmasirakandeeswarar) ଭୈରବ ଆକାରରେ ବ୍ରହ୍ମାଙ୍କର ପଞ୍ଚମ ମୁଣ୍ଡ ଶିବ କାଟି ଦେଇଥିଲେ (Shiva decapitating the fifth head of Brahma in the form of Bhairava) ଥାଞ୍ଜାଭୁର

(Thanjavur)

ଅମ୍ରିତଘଟେଶ୍ୱର-ଅବିରାମି ମନ୍ଦିର, ତିରୁକ୍କାଡାୟୁର (Amritaghateswarar-Abirami Temple, Thirukkadaiyur) ଅମ୍ରିତଘଟେଶ୍ୱର (Amritaghateswarar) ଯମଙ୍କୁ ଶିବ ହରେଇଥିଲେ ଓ ମାର୍କଣ୍ଡେୟଙ୍କୁ କାଳାନ୍ତକ ଆକାରରେ ୧୬ ବର୍ଷ ବୟସର ଯୁବାବସ୍ଥାରେ ରହିବାକୁ ଆଶିର୍ବାଦ ଦେଇଥିଲେ । (Shiva defeating Yama and blessing Markandeya to remain a youth of 16 in the form of Kalantaka) ମଇଲାଦୁଥୁରାଇ

(Mayiladuthurai)

ବୀରତୀଶ୍ୱର ମନ୍ଦିର, ତିରୁପାରିୟାଲୁର(Veerateeswarar Temple, Thirupariyalur) ବୀରତୀଶ୍ୱର (Veerateeswarar) ଦକ୍ଷର ମୁଣ୍ଡ ଶିବ କାଟିଦେଇ ବିରଭଦ୍ର ଆକାରରେ ହେଉଥିବା ଦକ୍ଷ ଯଗ୍ୟନ ନଷ୍ଟ କରିଦେଇଥିଲେ । (Shiva beheading Daksha and destroyed Daksha Yajna in the form of Virabhadra) ମଇଲାଦୁଥୁରାଇ

(Mayiladuthurai)

Veerateeswarar Temple, Vazhuvur ବୀରତୀଶ୍ୱର (Veerateeswarar) ଗଜାସୁରସଂହାର ଆକାରରେ ଶିବ ଗଜାସୁରର ହତ୍ୟା କରିଥିଲେ (Shiva killing Gajasura in the form of Gajasurasamhara) ମଇଲାଦୁଥୁରାଇ

(Mayiladuthurai)

Veerateeswarar Temple, Thiruvirkudi ବୀରତୀଶ୍ୱର (Veerateeswarar) ଜଳନ୍ଧରକୁ ଶିବ ହତ୍ୟା କରିଥିଲେ । (Shiva killing Jalandhara in the form of Jalandharari) ମଇଲାଦୁଥୁରାଇ

(Mayiladuthurai)

ଶନି ପରିହାର ମନ୍ଦିର (Shani Parihara Temples)

[ସମ୍ପାଦନା]
Sabha Temple Location
ଶନି ପରିହାର (Sani Parihara Sthalam) ଟିରୁନାଲ୍ଲାର ଶନିଶ୍ୱର ମନ୍ଦିର (Tirunallar Saniswaran Temple) ଥିରୁନାଲ୍ଲାରୁ, ପୁଡୁଚେର୍ରି (Thirunallaru, Puducherry)
ଶନି ପରିହାର (Sani Parihara Sthalam) ଶ୍ରୀ ଦର୍ବାନୀଶ୍ୱର ମନ୍ଦିର (Sri Darbarneeswarar Temple) ଦେବସ୍ଥାନମ୍ (Devasthanam)
ଶନି ପରିହାର (Shani Parihara) ଚେଞ୍ଚାଦାଇନାଥର ଶିବ ମନ୍ଦିର (Chenchadainathar Shiva Temple ସ‌ୟଲକୁଡ଼ି, ତାମିଲ ନାଡ଼ୁ (Sayalkudi, Tamil Nadu)
ଶନି ପରିହାର (Shani Parihara) ଶ୍ରୀ ମନ୍ଦେଶ୍ୱର ସ୍ୱାମୀ ଭରି ଦେବସ୍ଥାନମ୍ (Sri Mandeswara Swamy Vari Devasthanam) ପୂର୍ବ ଗୋଦାବରୀ, ଆନ୍ଧ୍ର ପ୍ରଦେଶ (East Godavari, Andhra Pradesh)

କାଶିଶ୍ୱର ଜିଉ ମନ୍ଦିର (Kashiswar Jiu temple)

[ସମ୍ପାଦନା]
The deity Kashiswar Jiu with the gauripatta in the temple.
The deity Kashiswar Jiu with the gauripatta in the temple.

ପଶ୍ଚିମ ବଙ୍ଗରେ ଥିବା ହାଓଡ଼ା ଜିଲ୍ଲାର ସରସ୍ୱତୀ ନ‌ଦୀ ପାଖରେ ଥିବା ଅନ୍‌ଡୁଲ ଠାରେ କାଶିଶ୍ୱର ଜିଉ ମନ୍ଦରି ଅଛି । ସେଠାରେ ବନଲିଙ୍ଗ ଠାକୁର ପୁଜା ପାଆନ୍ତି ଯାହାଙ୍କୁ ୧୭ଶ ଶତାବ୍ଦୀରେ ଜଣେ ସ୍ଥାନୀୟ ଜମିଦାର କାଶିଶ୍ୱର ଦତ୍ତ ଚଉଧୁରୀ ନ‌ଦୀ ଗର୍ଭରୁ ପାଇଥିଲେ । ଅଷ୍ଟାଦଶ ଶତାବ୍ଦୀରେ (୧୭୪୧ ମସିହାରେ ବାର୍ଗି ଆକ୍ରମଣ ପରେ) ଦେବୀ ଶକ୍ତିଙ୍କର ଯୋନୀ ଆକାରର ପ୍ରସ୍ତର ଖଣ୍ଡ ଗୌରୀପତ୍ତକୁ (Gauripatta) ଲିଙ୍ଗ ସ‌ହିତ ରଖା ଯାଇଛି । ସେହି ଜିଲ୍ଲାରେ ଏହାକୁ ସର୍ବ ପୁରାତନ ଦେବୀ ମାନ୍ୟତା ଦିଆଯାଏ ।

କାଶିଶ୍ୱର ଜିଉ ସ‌ହିତ ଥିବା ଅନ୍ୟାନ୍ୟ ଦେବୀ (deities with Kashiswar Jiu)
Deities Year
ବିସେଶ୍ୱର (Biseshwara) ୧୭୮୫ ଖ୍ରୀ (1785 AD)
ନ‌କୁଳେଶ୍ୱାର (Nakuleshwara) ୧୯ତମ ଶତାବ୍ଦୀ (19th century circa)
ସୌରେନ୍ଦ୍ର ମୋହନେଶ୍ୱର (Saurendra Mohaneshwara) ଅଷ୍ଟଦଶ ଶତାବ୍ଦୀ (18th century circa)

ଶ୍ରୀଶ୍ରୀକାଶିଶ୍ୱର ଦେବୋତ୍ତର ଟ୍ରଷ୍ଟ ଏହି ମନ୍ଦିରମାନଙ୍କର ପରିଚାଳନ କରନ୍ତି ।

ଉଲ୍ଲେଖନୀୟ ମନ୍ଦିରମାଳା

[ସମ୍ପାଦନା]

ଛାଞ୍ଚ:Cleanup list

ଆନ୍ଧ୍ର ପ୍ରଦେଶ [[Andhra Pradesh]]

[ସମ୍ପାଦନା]
  1. କୋଟପ୍ପାକୋଣ୍ଡା
  2. କୁକ୍କୁଟେଶ୍ୱର ମନ୍ଦିର, ପୂର୍ବ ଗୋଦାବାରୀ
  3. ପଲ୍ଲିକୋଣ୍ଡେଶ୍ୱର ମନ୍ଦିର, ସୁତାପଲ୍ଲୀ
  4. କପିଳ ତିର୍ଥମ୍, ତିରୁପତି
  5. ମଲ୍ଲିକାର୍ଜୁନ ମନ୍ଦିର, ଶ୍ରିସଇଳମ

ଆସାମ (Assam)

[ସମ୍ପାଦନା]
  1. ମହାଭୈରବ ମନ୍ଦିର, ତେଜପୁର
  2. ଶିବସାଗର, ଶିବଦୋଳ, ଶିବସାଗର
  3. ସୁକ୍ରେଶ୍ୱର ମନ୍ଦିର, ଗୌହାଟି
  4. ଉମାକାନ୍ତ ମନ୍ଦିର, ଗୌହାଟି

ବିହାର (Bihar)

[ସମ୍ପାଦନା]

ଆରିରିଆ ଜିଲ୍ଲା (Araria district)

ଭାଗଲପୁର ଜିଲ୍ଲା (Bhagalpur district)
  1. ବୁରହାନାଥ ମନ୍ଦିର, ଭାଗଲପୁର
  2. ବୁଧନାଥ ମନ୍ଦିର, ଭାଗଲପୁର
ବକ୍ସାର ଜିଲ୍ଲା (Buxar district)
  1. ଶ୍ରୀ ଆଦିନାଥ ଅଖର, ବକ୍ସର
ଦରଭଙ୍ଗା ଜିଲ୍ଲା (Darbhanga district)
  1. ମିତ୍ଥେଶ୍ୱରନାଥ ଶିବ ମନ୍ଦିର, ଚୁନାଭଟ୍ଟି
  1. Dalal, Roshen (2014-04-18). Hinduism: An Alphabetical Guide (in ଇଂରାଜୀ). Penguin UK. p. 1119. ISBN 978-81-8475-277-9.
  2. Butler, Richard; Suntikul, Wantanee (2018-01-30). Tourism and Religion: Issues and Implications (in ଇଂରାଜୀ). Channel View Publications. p. 98. ISBN 978-1-84541-647-8.
  3. B. K. Chaturvedi (2004). Shiv Purana. Diamond Pocket Books (P) Ltd. pp. 58–72. ISBN 8171827217. Retrieved 5 August 2014.