Jump to content

ଭାବନା ବୋହରା

ଉଇକିପିଡ଼ିଆ‌ରୁ
ଭାବନା ବୋହରା
ବିଧାୟିକା: ଛତିଶଗଡ଼ ବିଧାନ ସଭା
Assumed office
୩ ଡିସେମ୍ବର ୨୦୨୩
ପୂର୍ବ ଅଧିକାରୀମମତା ଚନ୍ଦ୍ରକାର
ନିର୍ବାଚନ ମଣ୍ଡଳୀପଣ୍ଡାରିୟା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1982-08-24) ୨୪ ଅଗଷ୍ଟ ୧୯୮୨ (ବୟସ ୪୩)
ରଣବୀରପୁର, କୱାର୍ଦ୍ଧା ଜିଲ୍ଲା, ଛତିଶଗଡ଼, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳ ଭାରତୀୟ ଜନତା ପାର୍ଟି
ଜୀବନ ସାଥୀମନୀଷ ବୋହରା
ସନ୍ତାନ
ବୃତ୍ତିବ୍ୟବସାୟୀ, କୃଷକ

ଭାବନା ବୋହରା (ଜନ୍ମ: ୨୪ ଅଗଷ୍ଟ ୧୯୮୨) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ୨୦୨୩ ମସିହାରେ ହୋଇଥିବା ଛତିଶଗଡ଼ ବିଧାନ ସଭା ନିର୍ବାଚରେ, ସେ ପଣ୍ଡାରିୟା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଛତିଶଗଡ଼ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

  1. "Pandariya Assembly Election Results 2023 highlights: BJP's Bhawna Bohra wins Pandariya with 120847 votes". India Today (in ଇଂରାଜୀ). 2023-12-03. Retrieved 2024-07-03.
  2. "Chhattisgarh Election Result: BJP की सबसे अमीर विधायक भावना बोहरा ने जीतने पर कही बड़ी बात". NDTV MPCG (in ହିନ୍ଦୀ). 2023-12-04. Archived from the original on 2025-02-25. Retrieved 2024-07-03.
  3. "BJP MLA Bhavna Bohra Biography in Hindi". npg (in ହିନ୍ଦୀ). 2023-10-18. Retrieved 2024-07-03.