Jump to content

ଭାବିନି ପୁରୋହିତ

ଉଇକିପିଡ଼ିଆ‌ରୁ
(ଭବାନୀ ପୁରୋହିତରୁ ଲେଉଟି ଆସିଛି)
ଭାବିନି ପୁରୋହିତ
ଜନ୍ମ (1991-12-08) ୮ ଡିସେମ୍ବର ୧୯୯୧ (ବୟସ ୩୪)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ୟୁ-ଟ୍ୟୁବର୍
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ
ପ୍ରସିଦ୍ଧିସାଥ ନିଭାନା ସାଥିୟା
ବୈବାହିକ-ସାଥୀଧାବଲ ଦଭେ (ବିବାହ: ୨୭ ଜାନୁଆରୀ ୨୦୨୨)

ଭାବିନି ପୁରୋହିତ (ଜନ୍ମ: ୮ ଡିସେମ୍ବର ୧୯୯୧)[] ଜଣେ ଭାରତୀୟ ଅଭିନେତ୍ରୀ ଓ ୟୁ-ଟ୍ୟୁବର୍ । ଲୋକପ୍ରିୟ ହିନ୍ଦୀ ଧରାବାହିକ ସାଥ ନିଭାନା ସାଥିୟାରେ ସେ ରାଧା ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।

ଅଭିନୟ ଜୀବନ

[ସମ୍ପାଦନା]

ସେ ହିନ୍ଦୀ ଟେଲିଭିଜନ ସାଥ ନିଭାନା ସାଥିୟାରେ ରାଧା ଭୂମିକା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[][] ଏହାପରେ, ସେ ଜାନା ନା ଦିଲ୍ ସେ ଦୂର୍‌ରେ କାମ କରିଥିଲେ ।[] ୨୦୧୭ ମସିହାରେ, ସେ ଅଭିନୟ ଛାଡ଼ି ୟୁ-ଟ୍ୟୁବ୍‌ରେ ଭିଡିଓ କରିବା ଆରମ୍ଭ କରିଥିଲେ ।[][]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୨୦୧୩–୨୦୧୫ ସାଥ ନିଭାନା ସାଥିୟା ରାଧା କପାଡ଼ିଆ []
୨୦୧୬–୨୦୧୭ ଜାନା ନା ଦିଲ୍ ସେ ଦୂର୍ ଭୂମି []

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨୦୨୨ ମସିହାରେ, ସେ ମୁମ୍ବାଇର ବ୍ୟବସାୟୀ ଧାବଲ ଦାଭେଙ୍କୁ ବିବାହ କରିଥିଲେ ।[][][]

  1. "Happy Birthday Bhavini Purohit". Tellychakkar.com (in ଇଂରାଜୀ). Retrieved 2024-01-17.
  2. ୨.୦ ୨.୧ ୨.୨ "Bhavini Purohit: Actors take risks to pursue a pretentious life". Tellychakkar.com (in ଇଂରାଜୀ). Retrieved 2024-01-17.
  3. ୩.୦ ୩.୧ "Bhavini Purohit to be a part of Saath Nibhana Saathiya 2?". The Times of India. 2020-09-18. ISSN 0971-8257. Retrieved 2024-01-17.
  4. "Good, bad roles have their own merits: Bhavini Purohit". The New Indian Express (in ଇଂରାଜୀ). 2017-08-20. Retrieved 2024-01-17.
  5. "Radha to stage a comeback in the Modi house in Star Plus' Saath Nibhana Saathiya". Tellychakkar.com (in ଇଂରାଜୀ). Retrieved 2024-01-17.
  6. "Bhavini Purohit postpones her wedding amid the pandemic". The Times of India. 2020-08-05. ISSN 0971-8257. Retrieved 2024-01-17.
  7. "Saath Nibhaana Saathiya actress Bhavini Purohit postpones wedding due to coronavirus". India Today (in ଇଂରାଜୀ). 2020-07-26. Retrieved 2024-01-17.
  8. "Actress Bhavini Purohit gets married to Dhaval Dave". The Times of India. 2022-01-31. ISSN 0971-8257. Retrieved 2024-01-17.

ବାହାର ଲିଙ୍କ

[ସମ୍ପାଦନା]