ଭବତାରିଣୀ ଶ୍ମଶାନପୀଠ କାଳୀ ମନ୍ଦିର

Coordinates: 22°23′39″N 87°42′56″E / 22.3941674°N 87.7156462°E / 22.3941674; 87.7156462
ଉଇକିପିଡ଼ିଆ‌ରୁ
ଭବତାରିଣୀ ଶ୍ମଶାନପୀଠ କାଳୀ ମନ୍ଦିର
ভবতারিণী মন্দির
ଭବତାରିଣୀ ଶ୍ମଶାନପୀଠ କାଳୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୂର୍ବ ମେଦିନୀପୁର
ଦେବାଦେବୀଭବତାରିଣୀ କାଳୀ
Festivalsରଥ ଯାତ୍ରା, ହିନ୍ଦୁ ବିବାହ
Location
ସ୍ଥାନen:Balidangri
Stateପଶ୍ଚିମ ବଙ୍ଗ
Countryଭାରତ
ଭବତାରିଣୀ ଶ୍ମଶାନପୀଠ କାଳୀ ମନ୍ଦିର is located in West Bengal
ଭବତାରିଣୀ ଶ୍ମଶାନପୀଠ କାଳୀ ମନ୍ଦିର
ପଶ୍ଚିମ ବଙ୍ଗରେ ଏହାର ସ୍ଥିତି ।
ଭୌଗଳିକ ଅବସ୍ଥିତି22°23′39″N 87°42′56″E / 22.3941674°N 87.7156462°E / 22.3941674; 87.7156462
Architecture
TypeBengal Architecture
Completed୧୯୯୪

ଭବତାରିଣୀ ଶ୍ମଶାନପୀଠ କାଳୀ ମନ୍ଦିର ଏକ ଲୋକପ୍ରିୟ ହିନ୍ଦୁ ମନ୍ଦିର । ଏହା ପଶ୍ଚିମ ବଙ୍ଗର ପୂର୍ବ ମେଦିନୀପୁର (Purba Medinipur) ଜିଲ୍ଲାର ବାଲିଦାନଗ୍ରି (Balidangri) ସ୍ଥାନରେ ଅବସ୍ଥିତ । ଏହା ପନ୍ସକୁରା ବ୍ଲକର ବାଳୀଡାଙ୍ଗରୀ ପ୍ରାଥମିକ ସ୍କୁଲ ନିକଟରେ ଅବସ୍ଥିତ । ଏହି ମନ୍ଦିରର ପ୍ରତିଷ୍ଠିତ ଦେବୀ ହେଉଛନ୍ତି ଭବତାରିଣୀ କାଳୀ ଯିଏ ମା କାଳୀଙ୍କର ଏକ ଅବତାର ।[୧]

ଇତିହାସ[ସମ୍ପାଦନା]

ଏକଦା ଏହି ସ୍ଥାନ ଶ୍ମଶାନ ନିମନ୍ତେ ବ୍ୟବହୃତ ହେଉଥିଲା । ପ୍ରାୟ ୫୦ ବର୍ଷ ପୂର୍ବେ ଦେବୀ ମା ତାରିଣୀଙ୍କୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱର୍ଗତ ଭୂତନାଥ ପ୍ରଧାନ ଓ ପରବର୍ତ୍ତୀ କାଳରେ ସ୍ୱର୍ଗତ ବିଷ୍ଣୁ ରାନା ନିଶାର୍ଦ୍ଧରେ ପ୍ରାର୍ଥନା କରିବାକୁ ଲାଗିଲେ । ଅବଶେଷରେ ଶ୍ରୀ ପରାନା ରାନ୍ନା ଏହାକୁ ଏକ ପବିତ୍ର ପର୍ବରେ ଉତ୍ସବ ପାଳନ ସ୍ଥାନରେ ପରିଣତ କରିବାକୁ ଆପ୍ରାଣ ପ୍ରଚେଷ୍ଟା କରିଥିଲେ ।[୨]

ସ୍ଥାପତ୍ୟ[ସମ୍ପାଦନା]

ଏହି ମନ୍ଦିର ୧୯୯୪ ମସିହାରେ ତିଆରି ହୋଇଥିଲା ।

ପର୍ବପର୍ବାଣି[ସମ୍ପାଦନା]

ଏଠାରେ ରଥ ଯାତ୍ରା ଓ ହିନ୍ଦୁ ବିବାହ କରାଯାଏ ।

ଆଧାର[ସମ୍ପାଦନା]

  1. "Google Maps". Google Maps.
  2. "MA BHABATARINI SMASANPITH,PANSKURA - Panskura". wikimapia.org.