ବ୍ୟବହାରକାରୀ:AskSnehasish/ପରଖଘର

ଉଇକିପିଡ଼ିଆ‌ରୁ

ରଥଯାତ୍ରାରେ ହେବାକୁ ଥିବା କାର୍ଯକ୍ରମ[ସମ୍ପାଦନା]

ଓଡିଆ ଉଇକିପିଡିଆରେ ଥିବା ମୋ ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ । ଆଗକୁ ରଥଯାତ୍ରା ଅସୁଅଛି । ଏହି ଇଦ୍ଦେଶ୍ୟରେ ପୁରୀରେ ରହୁଥିବା ଉଇକିଅଳି ମାନେ ଏକ ନୁତନ କାର୍ଯକ୍ରମ କରିବା ପାଇଁ ଚିନ୍ତା କରୁଅଛୁ । ଆମେ ଏହି କାର୍ଯ୍ୟକ୍ରମକୁ ତିନୋଟି ଭାଗରେ ବିଭକ୍ତ କରିଛୁ । ପ୍ରତି ଭାଗର ଦାଇତ୍ୱ ପାଞ୍ଛ ଜଣ ଲେଖାଏଁ ଉଇକିଅଳି ନେବା କଥା ଅମେ ଆଲୋଚନା କାରିଛୁ ।

ରଥଯାତ୍ରା ଫଟୋଥନ୍[ସମ୍ପାଦନା]

ଏହି କାର୍ଯକ୍ରମରେ ଆମେ ମାନେ, ରଥଯାତ୍ରାରେ ହେଉଥିବା ବିଭିନ୍ନ ନୀତିର ଚିତ୍ର, କ୍ୟାମେରା ମାଧ୍ୟମରେ ଉତ୍ତୋଳନ କରି, କମନ୍ସରେ ଅପଲୋଡ କରିବୁ ।

ଜଗନ୍ନାଥଙ୍କ ବିଭିନ୍ନ ସେବା ଏବଂ ସେବା କରୁଥିବା ଜାତି ମାନଙ୍କ ବିଷୟରେ ଉଇକିରେ ଲେଖା[ସମ୍ପାଦନା]

ଏଥିରେ ଅମେ ମାନେ ଜଗନ୍ନାଥଙ୍କ ବିଭିନ୍ନ ସେବା ଏବଂ ସେବା କରୁଥିବା ଜାତି ମାନଙ୍କ ବିଷୟରେ ଉଇକିରେ ଲେଖିବୁ। ସେଥିପାଇଁ ଅମେ ମାନେ, ସେହି ସବୁ ଲୋକମାନଙ୍କ ସହ ଭେଟି ପୁରାଣ ଏବଂ ସେମାନଙ୍କ ପୁର୍ବ ପୁରୁଷ ମାନେ କିପରି ଜଗନ୍ନାଥଙ୍କ ସେବା କରିଅସୁଛନ୍ତି, ସେ ସମ୍ପର୍କରେ କିଛି ତଥ୍ୟ ଏକାଠି କରିବୁ । ଏବଂ ସେଗୁଡିକୁ ଉପଯୁକ୍ତ ଅଧାର ଦେଇ, ଉଇକିରେ ଲେଖିବୁ ।

ରଥଯାତ୍ରାରେ ଷ୍ଟଲ୍ ମାଧ୍ୟମରେ ଆଉଟରିଚ୍[ସମ୍ପାଦନା]

ଏଥିରେ ଅମେ ମାନେ, ଏକ ଷ୍ଟଲ୍ ମାଧ୍ୟମରେ ଉଇକିଆଉଟ୍ ରିଚ୍ କରିବା କଥା ଚିନ୍ତା କରୁଅଛୁ । ଅମେ ଏଥିରେ, ଅତିକମରେ ପାଞ୍ଚଶହ ଲୋକଙ୍କ ପାଖରେ ଓଡିଆ ଉଇକି କୁ ପହଁଚେଇବା ପାଇଁ ଚେଷ୍ଠା କରିବୁ । ଏହାର ଫଳାଫଳ ଜାନିବା ପାଇଁ ରଥ ଯାତ୍ରାର ଠିକ ପନ୍ଦର ଦିନ ପରେ ଅମେ ଆଗ୍ରହି ଥିବା ବ୍ୟକ୍ତି ମାନଙ୍କୁ ନେଇ ଏକ ଟ୍ରେନିଂ କରିବୁ ।

ସମର୍ଥନ[ସମ୍ପାଦନା]

ବିରୋଧ[ସମ୍ପାଦନା]

ଭିନ୍ନ ମତ[ସମ୍ପାଦନା]