Jump to content

ବ୍ୟବହାରକାରୀ:SamyakSamantasinghar

ଉଇକିପିଡ଼ିଆ‌ରୁ
           ସମୟ
           ୨୧:୧୪:୪୯ IST
UTC ୧୫:୪୪
ଓଡ଼ିଆ ପାଞ୍ଜି
           ଶକାବ୍ଦ: ୧୯୪୮
ଇଂରାଜୀ ତାରିଖ
ସେପ୍ଟେମ୍ବର
୨୦୨୬ (ରବିବାର)
ପରିସଂଖ୍ୟାନ
           ପ୍ରସଙ୍ଗ: ୨୧,୦୩୭
ସଂଶୋଧନ: ୫,୯୨,୪୮୧
ନମସ୍କାର...ପ୍ରଣାମ...

ମୁଁ ସମ୍ୟକ୍ ସାମନ୍ତସିଂହାର (SamyakSamantasinghar)। ମୁଁ ଜଣେ ବିଜ୍ଞାନ ଛାତ୍ର ଏବଂ ନିର୍ଭୁଲ, ଉଚ୍ଚକୋଟୀର ତଥ୍ୟ ଯୋଡ଼ିବା ଦିଗରେ ମୁଁ ଓଡ଼ିଆ ଉଇକିପିଡ଼ିଆରେ ଅବଦାନ ରଖୁଛି।

ମୋ ବିଷୟରେ
🎓 ବିଦ୍ୟାର୍ଥୀ ଜୀବନ
ମୁଁ ବର୍ତ୍ତମାନ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହ ଆଗାମୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି।
🔬 ବିଜ୍ଞାନ ଆଗ୍ରହ
ମୋର ବିଶେଷ ରୁଚି ଉନ୍ନତ ଜୀବବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନ ଉପରେ ରହିଛି।
📱 ପ୍ରଯୁକ୍ତିବିଦ୍ୟା
ନୂତନ ଗ୍ୟାଜେଟ୍, ସ୍ମାର୍ଟଫୋନ୍ ବିଷୟରେ ଗବେଷଣା କରିବା ମୋର ଅନ୍ୟତମ ସଉକ।
🌐 ଉଇକିପିଡ଼ିଆ ଅବଦାନ
ମୁଁ ବିଶେଷ କରି ଜଟିଳ ଇଂରାଜୀ ଟେମ୍ପଲେଟ୍‌କୁ ଓଡ଼ିଆରେ ରୂପାନ୍ତର କରିବା, ରାଜନୈତିକ ଏବଂ ଐତିହାସିକ ପ୍ରସଙ୍ଗଗୁଡ଼ିକର ତ୍ରୁଟି ସୁଧାରିବା ତଥା ପୃଷ୍ଠାଗୁଡ଼ିକୁ ସୁସଜ୍ଜିତ କରିବାରେ ସାହାଯ୍ୟ କରେ।
ସମ୍ୟକ୍ ସାମନ୍ତସିଂହାର
           
ଓଡ଼ିଆ ଉଇକିଆଳି
ଜନ୍ମ: ୩ ମାର୍ଚ୍ଚ ୨୦୦୭ (ବୟସ ୧୯)
ନାଗରିକତା: ଭାରତୀୟ
ଜନ୍ମସ୍ଥାନ: ଓଡ଼ିଶା, ଭାରତ
ଜୀବିକା: ବିଜ୍ଞାନ ଛାତ୍ର
Wikipedia:Babel
or

ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

en-3 This user is able to contribute with an advanced level of English.
Search user languages