ବ୍ୟବହାରକାରୀ:Sainikhileshmurtyk/ପୀରଫିଶର

ଉଇକିପିଡ଼ିଆ‌ରୁ

ପୀର ଫିଶର ଜର୍ମାନୀର ପ୍ରମୁଖ ପଦାର୍ଥ ବୈଜ୍ଞାନିକ ଅଟନ୍ତି। ସେ ବର୍ତମାନ ସ୍ତୁଟଗାର୍ତରେ ସ୍ଥିତ ମାକ୍ସ ପ୍ଳାଙ୍କ ସଂସ୍ଥାନ ଏବଂସ୍ତୁଟଗାର୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଏବଂ ସମୁହ ନିର୍ଦେଶକ ଭାବରେ  କାମ କରିଆସୁଛନ୍ତି। ପୀର ଫିଶର ଈମ୍ପେରିଅଲ କୋଲ୍ଲେଜ ଲନ୍ଦନ ରୁ  ସ୍ନାତକତା ପ୍ରାପ୍ତ କରି  ଏ. ବକିନ୍ଗହମ ସହିତ ପୀ. ଏହ ଦୀ କାର୍ଯ଼ଅ ସମ୍ପୁର୍ନ କରିଲେ. ତାହା ସାରିକି

ସେ କୋର୍ନେଲ୍ଲ  ବିଶ୍ୱବିଦ୍ୟାଳୟରେ ଡା. ଆଦ(ନେଟୋ) ବିଦ୍ୱାନ ଭାଭରେ କାର୍ଯ କରିଲେ. ତାହା ସାରି, ସେ ହାର୍ବର୍ଦ ବିଶ୍ୱବିଦ୍ୟାଳୟର ରୋଲାନ୍ଦ ଇନ୍ସ୍ତିତୁତରେ ଜୁନିଅର ରିସର୍ଚ ଫେଲୋ ଭାଭରେ ନିଜର ପ୍ରତିଶୋଧଶାଲା ସୃଷ୍ଟି କରିକି ପାଞ୍ଚ ବର୍ଷ ପାଇଁ ତାହାର ଅଧ୍ୟାପିକତା ନିଭାଇଲେ। [୧]

ବର୍ଷ ୨୦୦୯ରେ ସେ ଫ୍ରାଊଂହଫର ସୋସାଇଟିର ବିଶିଷ୍ଟ ପୁରସ୍କାର ପ୍ରାପ୍ତ କରି ଫ୍ରୈବର୍ଗ ସ୍ଥିତ ଭୌତିକ ଯାପନ ତକନିକ ଫ୍ରାଊଂହଫର ଇନ୍ଷ୍ଟିଟ୍ୟୁତେରେ ନିଜର ଫୋଟୋନିକ୍ସ ଲାବର ଶୁଭାରମ୍ଭ କରିଥିଲେ। ୨୦୧୧ରେ ସେ ସ୍ତୁଟଗାର୍ତ ସ୍ଥିତ ପ୍ରସିଦ୍ଧ ମାକ୍ସ ପ୍ଳାଙ୍କଙ୍କ ଇନ୍ସ୍ଟୀଟ୍ଯୁତକୁ ପ୍ରତ୍ୟାବର୍ତ୍ତନ କରିଲେ. ବର୍ଷ ୨୦୧୩ରୁ ସେ ସ୍ତୁଟଗାର୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାଭରେ କାର୍ଯ୍ୟ କରି ଆସୁଛନ୍ତି। ପୀର ଫୀଶର ସୁକ୍ଷ୍ମ ଭୌତିକ ତକନିକର ସଂଶୋଧନ ପାଇ ନିର୍ମିତ ମାକ୍ସ ପ୍ଲାନ୍କ ଏବଂ ଈ. ପୀ. ଏଫ. ଏଲ୍. ସେନ୍ଟର ଏବଂ ଈ. ଟୀ. ଏହ ଜୁରୀକ ମଧ୍ଯରେ ଥିବା ବୈଜ୍ଞାନିକ ଚୁକ୍ତୀର ସଦସ୍ଯ ଭୀ ଅଚ୍ଛନ୍ତି।[୨] ସେ ରସାଯକ ବିଗ୍ନ୍ଯାନ ରୋଯଲ ସୋସାଇଟିର ସଦସ୍ଯ ଏବଂ ଆ. ଆ. ଏସ. ବୈଜ୍ଞାନିକ ରୋବଟର ସମ୍ପାଦକ ବୋର୍ଡର ସଂସ୍ଥାପକ ସଦସ୍ଯ ଭୀ।[୩]

ସମ୍ମାନ[ସମ୍ପାଦନା]

  1. ବିଶ୍ୱ ଟେକ୍ନୋଲୋଜି ସମ୍ମାନ ୨୦୧୬

References[ସମ୍ପାଦନା]

  1. https://www2.rowland.harvard.edu/book/rowland-junior-fellows-alumni
  2. http://www.mpg-epfl.mpg.de/1007215/Members
  3. https://www.sciencemag.org/editorial-and-advisory-boards

External links[ସମ୍ପାଦନା]