Jump to content

ବ୍ୟବହାରକାରୀ:Rajesh Kumar Pattanaik

ଉଇକିପିଡ଼ିଆ‌ରୁ

Rajesh Pattanaik ରାଜେଶ ପଟ୍ଟନାୟକ ଜଣେ ଓଡ଼ିଆ YouTube ଭିଡ଼ିଓ ନିର୍ମାଣ କାରି, ଯିଏକି R Pattanaik Creation ର ନିର୍ମାଣକ |ସେ ଦୁଦୁରକୋଟ ଗ୍ରାମ ର ପ୍ରଥମ ଓଡ଼ିଆ ଆଲବମ୍ ଗୀତରେ ଭିଡ଼ିଓ ନିର୍ମାଣ କରିବା ଆରମ୍ଭ କରିଥିଲେ | ସେ ୧୦/ଡିସେମ୍ବର/୨୦୦୩ ମସିହାରେ ଶ୍ରୀ ରଞ୍ଜିତ ପଟ୍ଟନାୟକ ଏବଂ ଶ୍ରୀମତୀ ରଶ୍ମିତା ପଟ୍ଟନାୟକଙ୍କ ପୁତ୍ର ହିସାବରେ ଦୁଦୁରକୋଟ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ |

ନାମ - ରାଜେଶ୍ କୁମାର ପଟ୍ଟନାୟକ ଜନ୍ମ - ୧୦/୧୨/୨୦୦୩ ପିତା - ରଞ୍ଜିତ ପଟ୍ଟନାୟକ ମାତା - ରଶ୍ମିତା ପଟ୍ଟନାୟକ ଗ୍ରାମ - ଦୁଦୁରକୋଟ କର୍ମ - R Pattanaik Creation