ବ୍ୟବହାରକାରୀ:Psubhashish/ଉଇକିପିଡ଼ିଆ:ଗଣସମ୍ପାଦନା ଅଭିଯାନ ୧୦୦୦୦

ଉଇକିପିଡ଼ିଆ ରୁ
Jump to navigation Jump to search
ଆମର ଲକ୍ଷ ୧୦,୦୦୦ପ୍ରସଙ୍ଗ
ଅଧୁନା ମାତ୍ର୧୫,୨୩୭ଟି ପ୍ରସଙ୍ଗ ରହିଛି ।
ଲେଖୁଥିବା ପୃଷ୍ଠା ଏହି ତାଲିକାରେ ଯୋଡ଼ନ୍ତୁ – ୨୩-୧୦-୨୦୧୫
ଶେଷ
ସ୍ଥାନୀୟ ସମୟ

ଏହି ଗଣସମ୍ପାଦନା ଅକ୍ଟୋବର ୨୩ ତାରିଖ ସୁଦ୍ଧା ଓଡ଼ିଆ ଉଇକିପିଡ଼ିଆକୁ ୧୦,୦୦୦ ପ୍ରସଙ୍ଗରେ ଭରିବା ନିମନ୍ତେ
କିପରି ଭାଗନେବେ:

Odia one (white) icon.svg ଲେଖା ଆରମ୍ଭ କରିବା ଆଗରୁ ଥରେ ଉଇକିପିଡ଼ିଆର ନିୟମାବଳୀ ପଢ଼ିନିଅନ୍ତୁ ।
Odia two (white) icon.svg କିପରି ଓଡ଼ିଆରେ ଟାଇପ କରିବେ, ଲେଖାଯୋଗ୍ୟ ପ୍ରସଙ୍ଗ କଣ, ଲେଖାରେ ବିଭିନ୍ନ ଖବରକାଗଜ, ଜର୍ଣ୍ଣାଲ, ପତ୍ରିକା ଆଦିରୁ ଆଧାର କିପରି ଦେବେ ତାହା ଆମ ଚାଟସଭାରୁ ଶିଖିପାରିବେ ।
Odia three (white) icon.svg ପ୍ରତିଟି ଲେଖାରେ ଅତି କମରେ ଦଶଟି ବାକ୍ୟ ଓ ତିନୋଟି ଆଧାର ଥିବା ବିଧେୟ ।
Odia four (white) icon.svg ଲେଖା ଶେଷରେ [[ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ]] ଲେଖିବେ
Odia five (white) icon.svg ଲେଖିସାରିବା ପରେ ନିଜ ବ୍ୟବହାରକାରୀ ନାମ (Username) ସହିତ "ଏହି ପୃଷ୍ଠା"ରେ ଲେଖିବେ ।

ଆଉ ବିଳମ୍ବ କାହିଁକି? ନୂଆ ପ୍ରସଙ୍ଗଟିଏ ଗଢ଼ନ୍ତୁ