ବ୍ୟବହାରକାରୀ:Pravatidaspattanayak/ପରଖଘର

ଉଇକିପିଡ଼ିଆ‌ରୁ
                                  ମହୀୟସୀ ମହିଳା ମା ଟେରେସା

ମାନବ ମରଣଶୀଳ। ଜୀବନ କ୍ଷଣଭଙ୍ଗୁର। ଏହି କ୍ଷଣଭଙ୍ଗୁର ଜୀବନ କାଳ ମଧ୍ୟରେ ମାନବ ଯେଉଁ ସୁକର୍ମ କରେ,ତାହା ତାଙ୍କୁ ଅମର କରି ରଖେ । ସେହି କର୍ମ ବଳରେ ମୃତ୍ୟୁ କୁ ମଧ୍ୟ ଜୟ କରିଥାନ୍ତି। ଏହିପରି ଜଣେ ମହୀୟସୀ ମହିଳା ହେଉଛନ୍ତି-ମା ଟେରେସା ।

ବାଲ୍ୟ ଜୀବନ:

         ୧୯୧୦ ମସିହା ଅଗଷ୍ଟ ମାସରେ ଯୁଗୋସ୍ଲୋଭିଆରେ ଏକ ଅଲବେନିୟା ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ।ତାଙ୍କର ପିଲାଦିନର ନାମ ଥିଲା ଆଗ୍ନେସ ଗୋନସା ବେଜାସୁ । ବାର ବର୍ଷ ବୟସରେ ସେ ଏକ ମିସନାରୀ ସଂସ୍ଥାରେ ନନ ରୁପେ କାର୍ଯ୍ୟ କରିବାପାଇଁ  ଆଗ୍ରହ ପ୍ରକାଶ କାଲେ । ତୁଲସୀ ଦୁଇ ପତ୍ରରୁ ବସେ । ବଡ ହେଲେ ମାନବ ସେବାରେ ଯେ ତାଙ୍କ ଜୀବନ ଉସର୍ଗିତ ହେବ, ଏହା ତାଙ୍କ ବାଲ୍ୟ ବୟସରୁ ହିଁ ଜଣାପଡିଥିଲା ।୧୯୨୮ ମସିହାରେ ଆୟୀରଲାଣ୍ଡରେ ଡବ୍ଲିନ ଠାରେ ଲୋରେଟୋ ଅର୍ଡରରେ ସେ ଯୋଗଦେଲେ । ଏକ ବର୍ଷ ପରେ କାଳିକତାସ୍ତ ଏକ କ୍ୟାଥଲ୍ଲିନ :ମିଶନାରୀରେ ଯୋଗଦାନ କରିବାପାଇଁ ଫାଦର ଆଣ୍ଟୋନିଠାରୁ ପ୍ରେରଣା ପାଇଲେ।

କର୍ମ ଜୀବନ: ତାଙ୍କ ଜୀବନର ଧାରା ଆରମ୍ଭ ହେଲା ଜଣେ ଶିକ୍ଷୟିତ୍ରୀରୁ । ସେ ଏକ ବର୍ଷ ପରେ ଉକ୍ତ ଶିକ୍ଷାନୁଷ୍ଠାନରେ ଜଣେ ନନ ରୂପେ ଅଧିଷ୍ଠିତା ହେଲେ । ସେନ୍ଟମେରୀ ସ୍କୁଲରେ ସେ ସମସ୍ତଙ୍କର ପ୍ରିୟଭାଜନ ହେଲେ। ତାଙ୍କର ଶିକ୍ଷାଦାନ, ଛାତ୍ରbascha