ବ୍ୟବହାରକାରୀ:Pradeepta01/ଆନନ୍ଦ ହୋତା

ଉଇକିପିଡ଼ିଆ‌ରୁ

ବର୍ତ୍ତମାନ ମୌଲିକ ବିଜ୍ଞାନ ପ୍ରକର୍ଷ କେନ୍ଦ୍ର, ମୁମ୍ବାଈରେ କାର୍ଯ୍ୟରତ, ଆନନ୍ଦ ହୋତା ଜଣେ ଆଧୁନିକ ରେଡିଓ-ଜ୍ୟୋତିର୍ବିଦ୍। [୧]

ତାଙ୍କୁ ବିଜ୍ଞାନ ଜଗତରେ ୩ଟି ବିସେଷ ଖୋଜ୍ ପାଇଁ ଜଣାଯାଏ:

୧. ବିଜ୍ଞାନ ଈତିହାସର ପ୍ରଥମ ସ୍ପାଈରାଲ୍-ହୋସ୍ଟ୍-ଏପିସୋଡିକ୍-ରେଡିଓ ଗାଲାକ୍ସୀ [୨]

୨. କସ୍ମିକ୍ ଲୀଫ୍ ବ୍ଲୋଅର୍ ଗାଲାକ୍ସୀ (NGC3801) [୩]

୩.  ସ୍ପେକ୍ଟ୍ରୋସ୍କୋପିକ୍ ଦ୍ରୁଷ୍ଟିରେ ଦେଖା ହୋଇଥିବା ସବୁଠାରୁ ଦୂରତମ ତାରା, ଏକ ନୀଳ ବ୍ରୁହତ୍-ବିରାଟକାୟ୍ ତାରା Virgo ନକ୍ଷତ୍ର୍ ରେ।[୪]

ଉପରୋକ୍ତ ଗବେଷଣା ଛଡ଼ା ବିଜ୍ଞାନର ଛାତ୍ର-ଛ୍ହାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ଆଉ Giant Metrewave Radio Telescope[୫]ର ମାଗଣାରେ ପ୍ରାପ୍ତ dataର ସାହଯ୍ୟ ନେଇ, ସେ ଏପର୍ଯ୍ୟନ୍ତ ୨ଟି scientific paper ମୁଦ୍ରିତ କରିସାରିଲେଣି।[୬][୭]

  1. http://www.cbs.ac.in/people/physics-faculty/ananda-hota
  2. http://www.ras.org.uk/news-and-press/217-news2011/2003-exotic-galaxy-reveals-tantalising-tale
  3. https://www.nasa.gov/mission_pages/galex/galex20120403.html
  4. https://www.naoj.org/Pressrelease/2013/04/10/index.html
  5. https://en.wikipedia.org/wiki/Giant_Metrewave_Radio_Telescope
  6. https://link.springer.com/article/10.1007%2Fs12036-016-9415-8
  7. http://adsabs.harvard.edu/abs/2014arXiv1402.3674H