ବ୍ୟବହାରକାରୀ:Mr Bibek Patra
ସ୍ଥାନ ମସିହା ଚାନ୍ଦି ଓଜନ/ ମୂଲ୍ୟ ଟୀକା ଚୌଧୁରୀ ବଜାର ୧୯୫୬ ୧୯୯୩ ୪୦୦ କି.ଗ୍ରା. ରୁପା, ପ୍ରାୟ ୪୦/ ୪୫ ହଜାର ଟଙ୍କା, ସୁନା ମୁକୁଟ କଟକର ପ୍ରଥମ ଚାନ୍ଦି ମେଢ଼ ଚଣ୍ଡୀରୋଡ଼-ଶେଖବଜାର ୧୯୯୧ ୨୦୦୮ ୪୦୦ କି.ଗ୍ରା., ୩.୫ କିଗ୍ରା ଓଜନର ସୁନା ମୁକୁଟ (୨୮ ଲକ୍ଷ ଟଙ୍କା) - ବାଦାମବାଡ଼ି-ଶଙ୍କରପୁର ୧୯୯୩ - - ଚାଉଳିଆଗଞ୍ଜ ୧୯୯୯ ୮୦ ଲକ୍ଷ ଟଙ୍କା ଚାନ୍ଦିର ଦୁଇଟି ସିଂହ (୨୦୦୨), ୪ କି.ଗ୍ରା ଓଜନ ମାଙ୍କ ସୁନାମୁକୁଟ ଓ ସୁନା ମୟୂର ମାନସିଂହପାଟଣା କାରିଗର ୧୯୨୫ରୁ ପୂଜା କରିଆସୁଥିବା ଚାଉଳିଆଗଞ୍ଜ ପୂଜା
ଅଲିଶାବଜାର ୨୦୦୦ ୩୦୦ କି.ଗ୍ରା., ୩୦ ଲକ୍ଷ ଟଙ୍କା - ବାଲୁବଜାର ୨୦୦୨ ୩୪୫ କି.ଗ୍ରା. , ୧୦୦ କିଗ୍ରା ଓଜନ ଦେବଦେବୀଙ୍କ ମୁକୁଟ ଓ ୨୦ଭରି ଓଜନର ସୁନାଗହଣା (୨୦୧୧) - ହରିପୁର-ଦୋଳମୁଣ୍ଡାଇ ୨୦୦୨ - - ଚାନ୍ଦିନୀଚୌକ ୨୦୦୩ ୬୦ ଲକ୍ଷ - ରାଣୀହାଟ ୨୦୦୪ ୨୦୧୪ ୪୦୦ କିଲୋଗ୍ରାମ ୫ କିଲୋଗ୍ରାମ ସୁନାରେ ଦେବୀଙ୍କ ମୁକୁଟ[୭] ସହରର ପ୍ରଥମ ଫୋଲଡିଂ ଚାନ୍ଦିମେଢ ଖାନନଗର-ଖପୁରିଆ ୨୦୧୧ ୪୦୦ କିଲୋଗ୍ରାମ (ପ୍ରାୟ ୩କୋଟି ଟଙ୍କା) ଅଲିଶାବଜାର ଅଞ୍ଚଳର ପ୍ରଭାତ କୁମାର ଦେ ଶିଖରପୁର-ଗଣ୍ଡରପୁର ୨୦୧୧ ୩୦୦ କିଲୋଗ୍ରାମ (ପ୍ରାୟ ୨.୩କୋଟି ଟଙ୍କା) ମାନସିଂହ ପାଟଣାର ନିରାକାର ଦାଶ ତୁଳସୀପୁର - - - ମାଛୁଆବଜାର - - - ବଙ୍ଗାଳିସାହି, ତୁଳସୀପୁର ୨୦୧୧ ୧ଲକ୍ଷ ୧୫ହଜାର ଟଙ୍କା ସହରର ପ୍ରଥମ ଫାଇବର ମେଢ଼ ମଙ୍ଗଳାବାଗ - - ଓଡ଼ିଶାର ସର୍ବପ୍ରଥମ ସୁନେଲୀ ଜରି ମେଢ଼ ଫିରିଙ୍ଗିବଜାର ୨୦୧୩ ୨୦୦ କି.ଗ୍ରା (ପ୍ରାୟ (୧କୋଟି ଟଙ୍କା)[୬] ନୟାସଡ଼କ ୨୦୧୪ ୩୫୦ କି.ଗ୍ରା [୭] ମନୋରଞ୍ଜନ ପୂଜାମଣ୍ଡପମାନଙ୍କରେ ପୂର୍ବେ ପାଲା , ଭଜନ, ସଂକୀର୍ତ୍ତନ କରାଯାଉଥିଲା । ଗତ ୩୦ବର୍ଷ ହେଲା ଏସବୁ ସ୍ଥାନରେ ଆସିଛି ମେଲୋଡି ।
ଭସାଣି ଯାତ୍ରା କଟକର ଭସାଣି ଯାତ୍ରା ପ୍ରସିଦ୍ଧ । ମା’ଙ୍କ ବିସର୍ଜନ ଏକ ବିରାଟ ଶୋଭାଯାତ୍ରାରେ କରାଯାଏ । ଯେଉଁ ମଣ୍ଡପ ନୂଆକରି ଚାନ୍ଦିମେଢ଼ ନିର୍ମାଣ କରେ ସେହି ମଣ୍ଡପ ଭସାଣି ଦିନ ବିସର୍ଜନ ପାଇଁ ଯାଏନା । ନୂଆ ମେଢ଼କୁ ସହରବାସୀଙ୍କୁ ଏକାକୀ ଦେଖାଇବା ନିମନ୍ତେ ଏକ ସ୍ୱତନ୍ତ୍ର ଦିନରେ ସହର ପରିକ୍ରମା କରିଥାଏ ।[୮]
ଗ୍ୟାଲେରି