ବ୍ୟବହାରକାରୀ:Manubhai puri

ଉଇକିପିଡ଼ିଆ‌ରୁ

ବ୍ୟକ୍ତିଗତ ମତ ୧



ଧନ୍ୟବାଦ ମୁ କିଛି ଜାଣି ନାହିଁ । ଏଣୁ ଭଲ ମନ୍ଦ ଜାଣିଥିବା ମହାତ୍ମାମାନଙ୍କୁ ଖୋଜୁଅଛି ।

ଜୀବନ କଣ ? ପୂଜା ହିଁ ଜୀବନ । ମୋ ପୂଜା ମୋ ଜୀବନ । ଲେଖା ପଢା ହିଁ ଜୀବନ । ମୋ ଲେଖା ପଢା ମୋ ଜୀବନ । ଆୟ ବ୍ୟୟ ହିଁ ଜୀବନ । ମୋ ଆୟ ବ୍ୟୟ ମୋ ଜୀବନ । ସମ୍ପର୍କ ହିଁ ଜୀବନ । ମୋ ସମ୍ପର୍କ ମୋ ଜୀବନ । ପସନ୍ଦ ହିଁ ଜୀବନ । ମୋ ପସନ୍ଦ ମୋ ଜୀବନ । ଭୋଜନ ହିଁ ଜୀବନ । ମୋ ଭୋଜନ ମୋ ଜୀବନ । ଭାବନା ହିଁ ଜୀବନ । ମୋ ଭାବନା ମୋ ଜୀବନ । କର୍ମ ହିଁ ଜୀବନ । ମୋ କର୍ମ ମୋ ଜୀବନ । ଯୋଗ୍ୟତା ହିଁ ଜୀବନ । ମୋ ଯୋଗ୍ୟତା ମୋ ଜୀବନ । ନିଦ ହିଁ ଜୀବନ । ମୋ ନିଦ ମୋ ଜୀବନ । ବିଚାର ହିଁ ଜୀବନ । ମୋ ବିଚାର ମୋ ଜୀବନ । ବିକା କିଣା ହିଁ ଜୀବନ । ମୋ ବିକା କିଣା ମୋ ଜୀବନ । ଲାଭ କ୍ଷତି ହିଁ ଜୀବନ । ମୋ ଲାଭ କ୍ଷତି ମୋ ଜୀବନ । ଦେବା ନେବା ହିଁ ଜୀବନ । ମୋ ଦେବା ନେବା ମୋ ଜୀବନ । ବେଶ ହିଁ ଜୀବନ । ମୋ ବେଶ ମୋ ଜୀବନ । ଭାଷା ଓ ଭାବ ହିଁ ଜୀବନ । ମୋ ଭାଷା ଭାବ ମୋ ଜୀବନ । ଚରିତ୍ର ହିଁ ଜୀବନ । ମୋ ଚରିତ୍ର ମୋ ଜୀବନ । ଚାହାଁଣୀ ହିଁ ଜୀବନ । ମୋ ଚାହାଁଣୀ ମୋ ଜୀବନ । ଚଳଣି ହିଁ ଜୀବନ । ମୋ ଚଳଣି ମୋ ଜୀବନ । ବୋଲିବାଣୀ ହିଁ ଜୀବନ । ମୋ ବୋଲିବାଣୀ ମୋ ଜୀବନ । ଘର ହିଁ ଜୀବନ । ମୋ ଘର ମୋ ଜୀବନ । ବଳ ବୁଦ୍ଧି ହିଁ ଜୀବନ । ମୋ ବଳ ବୁଦ୍ଧି ମୋ ଜୀବନ । ଅଭ୍ୟାସ ହିଁ ଜୀବନ । ମୋ ଅଭ୍ୟାସ ମୋ ଜୀବନ । ଗଛ ଗାଈ ହିଁ ଜୀବନ । ମୋ ଗଛ ଗାଈ ମୋ ଜୀବନ ।


ବ୍ୟକ୍ତିଗତ ମତ ୨

OMG ଯେ ଭାବେ ପରମନ୍ଦ ................କର୍ମଫଳ କିଏ ଭୋଗିବ? OMG କାଠ,ପଥର,ପିତଳ ଆଦି ପ୍ରତିମାଙ୍କୁ ସର୍ବଶକ୍ତିମାନ ଠାକୁରକହି ଠକିବା,ଭଣ୍ଡାଇବା କାମକଲେ ଅସଲି ଠାକୁର କଣ ଦିଅନ୍ତି ? ଅସଲି ଦେବାକୁ କହି ନକଲି ବା ଗୋଳମାଳ ଜିନିଷ ଦେଲେ, ଅମୃତ କହି ବିଷ ବିକିଲେ ବା ଗୋଳମାଳ ଜିନିଷ ଦେଲେ, ଧୋକା ଦେଲେ, ଛଳଣା କଲେ ,କପଟ କଲେ, ବେଇମାନି କଲେ , ପ୍ରତାରଣା କଲେ , ଅନ୍ୟୟ ଅଧର୍ମ ହରଣ ହଇରାଣ ହରଣ ହତ୍ୟା କଲେ କର୍ମଫଳ କିଏ ଭୋଗିବ ? ସାଧୁସନ୍ଥ ଓ ସଫଳ ବ୍ୟକ୍ତିଙ୍କ ଅନୁଭୂତି ବହି ନ କିଣିଲେ କାହାର କ୍ଷତି ହେବ ? ଆପଣ ବିଛା ମନ୍ତ୍ର ନ ବୁଝି ଗୋଖର ଗାତରେ ହାତ ପୁରାନ୍ତି ତେବେ ଦଣ୍ଡ କିଏ ଭୋଗିବ ? ଆପଣ ଅସାଧୁଙ୍କୁ ଯଦି ସାଧୁ ଭାବନ୍ତି ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ଆପଣ ଅଲୋଡାଙ୍କୁ ଯଦି ଲୋଡନ୍ତି ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ଆପଣ ମନ୍ଦଙ୍କୁ ଯଦି ଭଲ ଭାବନ୍ତି ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ଆପଣ ସଂସାର ଚଳଣିର ମରମ ଭେଦ ନ ବୁଝି ଘର ସଂସାର କରନ୍ତି ତେବେ ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ଆପଣ ଯଦି ଭଲ ମନ୍ଦ ଜାଣିପାରୁ ନାହାଁନ୍ତି ତେବେ ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ଆପଣ ଯଦି ବାଟ/ଅବାଟ ଜାଣିପାରୁ ନାହାଁନ୍ତି ତେବେ ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ଯଦି ଖାଦ୍ୟ/ଅଖାଦ୍ୟ ଜାଣିପାରୁ ନାହାଁନ୍ତି ତେବେ ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ଯଦି ସୁକର୍ମ/କୁକର୍ମ କଣ ଜାଣିପାରୁ ନାହାଁନ୍ତି ତେବେ ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ଆପଣ ଯଦି ପାପ କରୁଛନ୍ତି ତେବେ ଦୁଃଖ,ଯନ୍ତ୍ରଣା ଓ ଦଣ୍ଡ କିଏ ଭୋଗିବ ? ସବୁଦିନ ଧ୍ୟାନ କରୁଥିବା ନରନାରୀଙ୍କୁ ଦିଅଁ କୃପା କରନ୍ତି ।



ବ୍ୟକ୍ତିଗତ ମତ ୩


OMG ସବୁ ଦୋଷ ମୋର OMG ମୋ କର୍ମ ଫଳ ମୋର । ଆଜି ମୁଁ ଯାହା ହୋଇଛି, ଯାହା ଦଣ୍ଡ ଭୋଗୁଛି ସବୁ ଦୋଷ କେବଳ ମୋ ନିଜର ।ଏବେ ମୁଁ ମୋ ନିଜର ଦୋଷ ଖୋଜିବା ଓ ରେକଡ କରିବା ଆରମ୍ଭ କରିଛି । ଏହି କାମ ଦ୍ୱାର ମୋର ସମସ୍ତ ସମାସ୍ୟା ଦୂର ହୋଇପାରିଛି । ମା ଲକ୍ଷ୍ମୀଙ୍କ ଚରିତ୍ରକୁ ନିଜର କରିବାକୁ ମୁଁ ଚେଷ୍ଟା କରିବି । ମଧ୍ୟସ୍ତି ହେବି ନାହିଁ । ଗୋଳମାଳ,ଜଞାଳରେ ପସିବି ନାହିଁ ।

କର୍ମଫଳ କିଏ ଭୋଗିବ ? ଆପଣଙ୍କ ,ଦେହରେ ଯଦି ବଳ ନାହିଁ, ଅଣ୍ଟିରେ ଯଦି ଧନ ନାହିଁ,ମୁଣ୍ଡରେ ଯଦି ବୁଦ୍ଧି ନାହିଁ ,ତେବେ ଆପଣଙ୍କ ଜୀବନ କିପରି କଟିବ ?

ବୋକାମାନେ ଦିଅଁ କିପରି ଦେଖନ୍ତି ? ଟଙ୍କା ଖର୍ଛ କରନ୍ତି । ଦୀପ ଓ ଧୂପକାଠି କିଣି ପୋଡନ୍ତି ।ଭୋଗ କିଣନ୍ତି । ନାନା ପ୍ରକାର ଭଜନ,କିର୍ତ୍ତନ,ମନ୍ତ୍ର ବୋଲନ୍ତି । ନାନା ପ୍ରକାର ଶଦ୍ଦ କରନ୍ତି । ନାନା ପ୍ରକାର ଅଭିନୟ କରନ୍ତି । ନିଜର ଶକ୍ତି,ସମୟ,ସମ୍ବଳ ନଷ୍ଟ କରନ୍ତି ।

ଜ୍ଞାନୀ ମାନେ କିପରି ଦିଅଁକୁ ଖୋଜନ୍ତି । ଧ୍ୟାନ କରନ୍ତି । ହିତ କାମ କରନ୍ତି । କାହାକୁ ହରି କୃପା କରିବେ ବୋକାଙ୍କୁ ନା ଜ୍ଞାନୀଙ୍କୁ ? ସବୁ ହରିଙ୍କର ଇଚ୍ଛା । ସବୁ ହରିଙ୍କର ଲିଳା । ନକଲି ଦିଅଁ / ଅସଲି ଦିଅଁ କିପରି ଚିହ୍ନିବ ? ସବୁଦିନ ଧ୍ୟାନ କରୁଥିବା ନରନାରୀଙ୍କୁ ଦିଅଁ କୃପା କରନ୍ତି ।

ସବୁ ଦୋଷ କେବଳ ମୋ ନିଜର