ବ୍ୟବହାରକାରୀ:MKar/ଶ୍ରୀ ମନ୍ଦିରରେ ଦୁର୍ଘଟଣା
- ୨୦୧୫: ୧୮ ଜୁଲାଇ ରଥଯାତ୍ରା ଦିନ ଦଳାଚକଟାରେ ଦୁଇ ଜଣ ମହିଳା ମୃତ ଓ ୧୫ ଜଣ ଆହତ ।[୧]
- ୨୦୧୪: ୩ ନଭେମ୍ବର, ପଞ୍ଚକ ପ୍ରଥମ ଦିନ ଜଣେ ମହିଳା ମୃତ ତିନି ଆହତ ।[୨]
- ୨୦୧୨: ରଥଯାତ୍ରା ଦିନ ଦୁଇ ଜଣ (ଜଣେ ମହିଳା ଓ ଜଣେ ପୁରୁଷ) ମୃତ ।[୩]
- ୨୦୧୧: ୩ ଜୁଲାଇ, ରଥଯାତ୍ରା ଦିନ ଜଣେ ମୃତ ।[୪]
- ୨୦୧୦: ରଥଯାତ୍ରା ଦିନ ଜଣେ ମୃତ ।[୩]
- ୨୦୦୮: ୪ ଜୁଲାଇ, ରଥଯାତ୍ରା ଦିନ ଛଅ ମୃତ ।[୫]
- ୨୦୦୬: ୪ ନଭେମ୍ବର, ପଞ୍ଚକ ସମୟରେ ସକାଳ ମଙ୍ଗଳ ଆଳତି ଦେଖିବା ନିମନ୍ତେ ଗର୍ଭଗୃହରେ ଦଳାଚକଟା ଫଳରେ ଚାରିଜଣ (ତିନିଜଣ ମହିଳା ଓ ଜଣେ ପୁରୁଷ ) ମୃତ ଓ ୨୦ ଆହତ ।[୬][୭]
- ୧୯୯୩: ୨୬ ନଭେମ୍ବର ନାଗାର୍ଜୁନ ବେଶ ସମୟରେ ଛଜଣ ମୃତ ।[୮]
- ୧୮୭୭: ଫେବୃଆରୀ ମାସରେ ଗୋବିନ୍ଦ ଦ୍ଵାଦଶୀ ସମୟରେ ଦୁର୍ଘଟଣା ଯୋଗୁଁ ଏଗାର ଜଣ ଯାତ୍ରୀ ମରିଥିଲେ ।[୯]
ଆଧାର[ସମ୍ପାଦନା]
- ↑ "Two dead in stampede during Puri rath yatra". ଟାଇମ୍ସ ଅଫ ଇଣ୍ଡିଆ. Retrieved 3 August 2015.
- ↑ "NHRC notice to Puri DM over temple stampede". The Pioneer. ୪ ଡିସେମ୍ବର ୨୦୧୪. Retrieved 3 August 2015.
{{cite news}}
: Check date values in:|date=
(help) - ↑ ୩.୦ ୩.୧ Mohapatra, Debabrata (୨୨ ଜୁନ ୨୦୧୨). "Two die as Rath Yatra begins on tragic note". Times of India. Retrieved 3 August 2015.
{{cite news}}
: Check date values in:|date=
(help) - ↑ Mohapatra, Debabrata. "Death mars Puri Rath Yatra". The Times of India. Retrieved 3 August 2015.
- ↑ "Six die in stampede at Puri Rath Yatra". Thomson Reuters. Retrieved 3 August 2015.
- ↑ "Stampede at Jagannath temple: 4 dead, 20 hurt". ରେଡ଼ିଫ. Retrieved 3 August 2015.
- ↑ "4 killed in Puri temple stampede". The Tribune. Retrieved 3 August 2015.
- ↑ "Temple tragedy report missing". The Telegraph. Retrieved 3 August 2015.
- ↑ ପ୍ରସାଦ ଦାସ, ଜଗନ୍ନାଥ. ଦେଶ କାଳ ପାତ୍ର. ଫ୍ରେଣ୍ଡ୍ସ୍ ପବ୍ଳିଶର୍ସ୍. p. ୩୦୯. ISBN 9788174016973.