ବ୍ୟବହାରକାରୀ:MKar/ଅତୀତର ନବକଳେବର

ଉଇକିପିଡ଼ିଆ‌ରୁ
  • ୨୦୧୫: ଦିବ୍ୟସିଂହ ଦେବ (ଚତୁର୍ଥ) । ବ୍ରହ୍ମ ସ୍ଥାନାନ୍ତରରେ ଅବ୍ୟବସ୍ଥା, ମଧ୍ୟରାତ୍ର ପରିବର୍ତ୍ତେ ମଧ୍ୟାହ୍ନରେ କାର୍ଯ୍ୟ ସମାପନ ହେଇଥିଲା ।
  • ୧୯୯୬: ଦିବ୍ୟସିଂହ ଦେବ (ଚତୁର୍ଥ)। ଦୀନବନ୍ଧୁ ସ୍ଵାଇଁ ମହାପାତ୍ର ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ କରିଥିଲେ ।
  • ୧୯୭୭: ଦିବ୍ୟସିଂହ ଦେବ (ଚତୁର୍ଥ) ।
  • ୧୯୬୯: ବୀରକେଶରୀ ଦେବ (ତୃତୀୟ)ଙ୍କ ୧୫ଅଙ୍କ । ସତ୍ୟବାଦୀ ସ୍ଵାଇଁ ମହାପାତ୍ର ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ କରିଥିଲେ ।
  • ୧୯୫୦: ରାମଚନ୍ଦ୍ର ଦେବ (ଚତୁର୍ଥ‌)ଙ୍କ ୨୯ଅଙ୍କ । ସାଧୁ-ପୁଲିସ ଗଣ୍ଡଗୋଳ ହେଇଥିଲା, ଏହା ପରଠାରୁ ନାଗା ସନ୍ନ୍ୟାସୀମାନେ ନବକଳେବରରେ ଅଂଶଗ୍ରହଣ କରୁନାହାନ୍ତି ।[୧]
  • ୧୯୩୧: ରାମଚନ୍ଦ୍ର ଦେବ (ଚତୁର୍ଥ) ସପ୍ତମ ଅଙ୍କ । ଶଗଡ଼ି ଚକତଳେ ପଡ଼ି ବାଲିଗୁଆଳି ଗାଆଁର ଗୁଣ୍ଡିଚା ପ୍ରଧାନ ମୃତ୍ୟୁବରଣ କରିଥିଲେ ।[୨]
  • ୧୯୧୨: ମୁକୁନ୍ଦଦେବ (ତୃତୀୟ) । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ସମସ୍ତ ଦାୟିତ୍ଵ ନିର୍ବାହ କରିଥିଲେ । ନବକଳେବର ଦର୍ଶନ ହୋଇପାରିନଥିଲା ।[୩]
  • ୧୮୯୩: ମୁକୁନ୍ଦ ଦେବ (ତୃତୀୟ) । ଆର୍ଥିକ ପରିସ୍ଥିତ ସୁଦୃଢ଼ ନଥିବାରୁ ଆଂଶିକ ନବକଳେବର ହେଇଥିଲା ।[୪]
  • ୧୮୭୪: ଦିବ୍ୟସିଂହ ଦେବ (ତୃତୀୟ)
  • ୧୮୫୫: ବୀରକେଶରୀ (ଦ୍ଵିତୀୟ)
  • ୧୮୨୮: ରାମଚନ୍ଦ୍ର ଦେବ (ତୃତୀୟ)
  • ୧୮୦୯: ମୁକୁନ୍ଦ ଦେବ (ଦ୍ଵିତୀୟ)
  • ୧୭୯୦: ବୀରକେଶରୀ ଦେବ (ପ୍ରଥମ)
  • ୧୭୮୦: ଯୋଡ଼ା ପଡ଼ିଥିଲେ ମଧ୍ୟ ନବକଳେବର ହୋଇନଥିଲା
  • ୧୭୬୮: ବୀରକେଶରୀ ଦେବ (ପ୍ରଥମ)
  • ୧୭୪୯: ବୀରକେଶରୀ ଦେବ (ପ୍ରଥମ)
  • ୧୭୩୯: ଗଜପତି ନାବାଳକ ଥିବାରୁ ଉଜ୍ଜ୍ଵଳଦେବ ସମସ୍ତ ଦାୟିତ୍ଵ ନେଇଥିଲେ । ଲକ୍ଷ୍ମୀଭଦ୍ର ଗିରି କାୟା ପ୍ରବେଶ କରି ବ୍ରହ୍ମ ଦେଖିଥିଲେ ।
  • ୧୭୩୦: ରାମଚନ୍ଦ୍ର ଦେବ (ଦ୍ଵିତୀୟ)
  • ୧୭୧୧/୧୭୧୪: ଦିବ୍ୟସିଂହ ଦେବ:
  • ୧୬୯୬: ଦିବ୍ୟସିଂହ ଦେବ [ଶ୍ରୀ ଅଙ୍ଗଫିଟା ନୀତି ସମ୍ପନ୍ନ ହୋଇଥିଲା]
  • ୧୬୮୪:
  • ୧୬୬୫: ମୁକୁନ୍ଦଦେବ । ରାଜଗୁରୁ ଭୁବନେଶ୍ଵର ରଥଙ୍କ ନେତୃତ୍ଵରେ ଖଲିକୋଟରୁ ଦାରୁ ସଂଗ୍ରହ ହୋଇ ନବକଳେବର ଅନୁଷ୍ଠିତ ହୋଇଥିଲା । ସଂଗୃହିତ ଦାରୁ ପୋଲା ଥିବାରୁ ନିରଞ୍ଜନ ପତି ମହାପାତ୍ରଙ୍କ ଅଧିନାୟକତ୍ଵରେ ଦଇତା ପତି ସେବକମାନେ ଅଧିଆ ପଡ଼ିଥିଲେ ଓ ଦାରୁ ନିଦା ହେବାପରେ ବିଗ୍ରହ ନିର୍ମାଣ ହୋଇଥିଲା । [୫]
  • ୧୬୪୬: ନରସିଂହ ଦେବ
  • ୧୬୨୭: ବଳଭଦ୍ର ଦେବ
  • ୧୬୦୮: ପୁରୁଷୋତ୍ତମ ଦେବଙ୍କ ନବମ ଅଙ୍କ [ଦାରୁ ଶୋଭାଯାତ୍ରା ହୋଇନଥିଲା]
  • ୧୫୯୩: ରାମଚନ୍ଦ୍ର ଦେବ (ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ)
  • ୧୫୭୫: ରାମଚନ୍ଦ୍ର ଦେବ (ପ୍ରଥମ) (ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ) ଙ୍କ ଅଷ୍ଟମ ଅଙ୍କ
  • ପ୍ରଥମ: ମହାଶିବଗୁପ୍ତ ଯଯାତି କେଶରୀଙ୍କ ତ୍ରୟୋଦଶ ଅଙ୍କ

ଆଧାର[ସମ୍ପାଦନା]

  1. "ଗଣଦେବତାଙ୍କ ଗଣ ଉତ୍ସବରେ ସାମିଲ ହୋଇଥିଲେ ରାଜ ପରିବାର". ଧରିତ୍ରୀ. ୨୨ ଜୁନ ୨୦୧୫. {{cite news}}: Check date values in: |date= (help)
  2. "ପରମ୍ପରାକୁ ପରିହାସ କଲେ ମୃତ୍ୟୁ". ପ୍ରମେୟ. ୧୪ ଅପ୍ରେଲ ୨୦୧୫. {{cite news}}: Check date values in: |date= (help)
  3. "ମହାପ୍ରଭୁଙ୍କ ସମାଧି ସମୟରେ ଘଣ୍ଟ ଘଣ୍ଟା ପ୍ରକମ୍ପିତ କରୁଥିଲା". ଧରିତ୍ରୀ. ୧୪ ଅପ୍ରେଲ ୨୦୧୫. {{cite news}}: Check date values in: |date= (help)
  4. "୧୮୯୩ରେ ହୋଇଥିଲା ଶ୍ରୀଅଙ୍ଗଫିଟା ନୀତି". ଧରିତ୍ରୀ. ୫ ମଇ ୨୦୧୫. {{cite news}}: Check date values in: |date= (help)
  5. "ନବକଳେବରର ଅଲୌକିକ ଘଟଣା". ସମାଜ. ୧୩ ଅପ୍ରେଲ ୨୦୧୫. p. ୧୦. {{cite news}}: Check date values in: |date= (help)