ବ୍ୟବହାରକାରୀ:Hpsatapathy/sandbox78
ଦେଖଣା
ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟମ ବିକାଶ ଅଧିନିୟମ, ୨୦୦୬ ଭାରତର ସଂସଦ ଦ୍ୱାରା ପ୍ରଣୀତ ଏକ ଆଇନ ଅଟେ। ଏହି ଆଇନ ଅନୁସାରେ, ‘ଯେକୌଣସି କ୍ରେତା ଯଦି ସମ୍ମତିକୃତ ସର୍ତ୍ତ ଅନୁଯାୟୀ କିମ୍ବା ସର୍ବାଧିକ 45 ଦିନ ମଧ୍ୟରେ MSME ମାନଙ୍କୁ ଦେୟ ରାଶି ପ୍ରଦାନ କରିବାରେ ବିଫଳ ହୁଏ, ତେବେ ସେ RBI ଦ୍ୱାରା ଘୋଷିତ ବ୍ୟାଙ୍କ ହାରର ତିନିଗୁଣ ହାରରେ ପ୍ରତିମାସ ଚକ୍ରବୃଦ୍ଧି ସୁଦ ଦେବାକୁ ବାଧ୍ୟ ହେବ।’
ଉଦ୍ୟୋଗଗୁଡ଼ିକୁ 2ଟି ଶ୍ରେଣୀରେ ବିଭକ୍ତ କରାଯାଇଛି— ଉତ୍ପାଦନ (Manufacturing) ଏବଂ ସେବା (Services)। ଏହାମାନଙ୍କୁ ପୁନଃ ମାଇକ୍ରୋ, ସ୍ମଲ୍ ଏବଂ ମିଡିଅମ୍ ଶ୍ରେଣୀରେ ବିଭକ୍ତ କରାଯାଇଛି। ଉତ୍ପାଦନ ଏବଂ ସେବା— ଉଭୟ କ୍ଷେତ୍ରରେ, ମାଇକ୍ରୋ ଉଦ୍ୟୋଗମାନଙ୍କର ପୂଞ୍ଜି ନିବେଶ 1 କୋଟି ଟଙ୍କାରୁ କମ୍ ଏବଂ ବାର୍ଷିକ ଟର୍ନଓଭର 5 କୋଟି ଟଙ୍କାରୁ କମ୍ ଥାଏ। ସ୍ମଲ୍ ଉଦ୍ୟୋଗମାନଙ୍କ ପାଇଁ ପୂଞ୍ଜି ନିବେଶ ଏବଂ ବାର୍ଷିକ ଟର୍ନଓଭର କ୍ରମେ 50 କୋଟି ଟଙ୍କାରୁ 250 କୋଟି ଟଙ୍କା ପର୍ଯ୍ୟନ୍ତ ଥାଏ।[୧]
ଆଧାର
[ସମ୍ପାଦନା]- ↑ "Wayback Machine" (PDF). www.indiacode.nic.in. Retrieved 2025-12-31.