ବ୍ୟବହାରକାରୀ:Hpsatapathy/ ଆଦର ଓ ନିମନ୍ତ୍ରଣ

ଉଇକିପିଡ଼ିଆ ରୁ
Jump to navigation Jump to search

ମୋତେ ମିଳିଥିବା ଆଦର ଓ ନିମନ୍ତ୍ରଣ

ପ୍ରଧାନପୃଷ୍ଠାରେ ଆପଣଙ୍କ ଛବି[ସମ୍ପାଦନା]

ପ୍ରିୟ ହରିହର ବାବୁ, ଉଇକିମିଡ଼ିଆ କମନ୍ସରେ ଆପଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରଖିଥିବା ଛବିଟି ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଆ ଉଇକିପିଡ଼ିଆର ପ୍ରଧାନପୃଷ୍ଠାରେ ସପ୍ତାହର ବଛା ଛବି ଭାବେ ରଖାଯାଉଛି :) ଏହି ଅବସରରେ ଉଇକିମିଡ଼ିଆପ୍ରକଳ୍ପଗୁଡ଼ିକରେ ଆପଣଙ୍କ ଅବଦାନ ନିମନ୍ତେ ଧନ୍ୟବାଦ ଜଣାଇବା ସହ ପୁଣିଥରେ ସ୍ଵାଗତ ଜଣାଉଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୩୩, ୨୮ ସେପ୍ଟେମ୍ବର ୨୦୧୪ (UTC)

A cup of coffee for you![ସମ୍ପାଦନା]

A small cup of coffee.JPG ହରିହର ବାବୁ,

ଉଇକିପିଡିଆରେ ରାୟଗଡା ଜିଲ୍ଲା ବାବଦରେ ଆପଣଙ୍କ ଅବଦାନ ଦେଖି ବହୁତ ଖୁସି ଲାଗୁଛି । ଏଣୁ ଆପଣଙ୍କ ପାଇଁ କପେ କଫି । ଶିତିକଣ୍ଠ (ଆଲୋଚନା) ୦୬:୫୩, ୩ ଅକ୍ଟୋବର ୨୦୧୪ (UTC)

A barnstar for you![ସମ୍ପାଦନା]

Editors Barnstar Hires.png The Editor's Barnstar
ପ୍ରିୟ ହରିହର ବାହୁ,

ଖୁବ କମ ଦିନରେ ଆପଣଙ୍କ ଅବଦାନ ଓ ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି, ଆଶା କରୁଛି ଆଗକୁ ମଧ୍ୟ ଏମିତି ଜାରି ରଖିବେ। ମୋ ତରଫରୁ ଏ ଛୋଟିଆ ଉପହାର :) ଆଦିତ୍ୟ ମହାର (ଆଲୋଚନା) ୦୫:୫୬, ୧୦ ଅକ୍ଟୋବର ୨୦୧୪ (UTC)

ରାୟଗଡ଼ା ପାଇଁ ଆପଣଙ୍କ ଅବଦାନ ନିମନ୍ତେ ଅଶେଷ ସାଧୁବାଦ[ସମ୍ପାଦନା]

Tireless Contributor Barnstar.gif ଥକିଯାଉନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଶତପଥୀ ବାବୁ, ସମାଜରେ ଗତକାଲି ଉମାଶଙ୍କର ଉପରେ ଯେଉଁ ଲେଖାଟି ବାହାରିଥିଲା ସେଥିରେ ଆପଣ ଆରମ୍ଭିଥିବା "ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର" ଲେଖାରେ ଆଉ କିଛି ଯୋଡ଼ିଦିଅନ୍ତେ ନାହିଁ? ଆପଣ ରାୟଗଡ଼ା ଉପରେ ଅନେକ ଲେଖା ଲେଖୁଥିବାରୁ ମୁଁ ଆପଣଙ୍କୁ ଏ ଲେଖାଟି ଏଇ ଲିଙ୍କରୁ ନେଇ ନୂଆ ଲେଖାଟିଏ ଆରମ୍ଭିଲେ ଭଲ ହୁଅନ୍ତା ।ସୁଭାସିସ ପାଣିଗାହି (ଆଳାପ) ୦୫:୫୪, ୯ ମାର୍ଚ୍ଚ ୨୦୧୫ (UTC)

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫[ସମ୍ପାଦନା]

Odia Wikipedia's Feminism logo.svg ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ପାଇଁ ଏକ Barnstar
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ରେ ଆପଣଙ୍କ ଯୋଗଦାନ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏମିତି ସୁନ୍ଦର ସୁନ୍ଦର ଲେଖା ଲେଖୁଥାନ୍ତୁ ଓ ଓଡିଆ ଉଇକି କୁ ଆଗକୁ ବଢାନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୦୭, ୨୩ ମାର୍ଚ୍ଚ ୨୦୧୫ (UTC)

A barnstar for you![ସମ୍ପାଦନା]

Original Barnstar Hires.png The Original Barnstar
ରାୟଗଡା ଜିଲ୍ଲା, ବଂଶଧାରା ନଦୀ, ଗୁଣପୁର ହାଇସ୍କୁଲ ଆଉ ଗୁଡ଼ାରୀ ଭଳି ସୁନ୍ଦର ପ୍ରସଙ୍ଗ ତିଆରି କରିଥିବାରୁ ଅନେକ ଅନେକ ଧନ୍ୟବାଦ ଆଉ ମୋ ତରଫରୁ ଏହି କୁନି ଭେଟିଟିଏ । ଶିତିକଣ୍ଠ (ଆଲୋଚନା) ୧୮:୨୧, ୧୨ ଜୁନ ୨୦୧୫ (UTC)

Some masala mudhi for you![ସମ୍ପାଦନା]

Indian cuisine-Chaat-Bhelpuri-03.jpg ସହଯୋଗ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ Santosh.mbahrm (ମୋ ଆଲୋଚନା) ୧୫:୩୭, ୬ ଜୁଲାଇ ୨୦୧୫ (UTC)

Bringing a change in Rayagada and around on Wikipedia[ସମ୍ପାଦନା]

Choco chip cookie.png
Devopam has given you a cookie! Cookies promote WikiLove and hopefully this one has made your day better. Spread the WikiLove by giving someone else a cookie, whether it be someone you have had disagreements with in the past or a good friend.


A barnstar for you![ସମ୍ପାଦନା]

Editors Barnstar Hires.png The Editor's Barnstar
ଆପଣଙ୍କର ଉଇକିପିଡ଼ିଆ ରେ ଏତେ ଭଲ ଅବଦାନ ପାଇଁ ମୋ ତରଫରୁ ଏ ଛୋଟ ଉପହାର ଟିଏ ଗ୍ରହଣ କରନ୍ତୁ ସାର ।
Aliva Sahoo (ମୋ ଆଲୋଚନା) ୦୮:୨୬, ୧ ଜୁଲାଇ ୨୦୧୭ (IST)

A barnstar for you![ସମ୍ପାଦନା]

Original Barnstar Hires.png The Original Barnstar
ହରିହର ବାବୁ, ଆପଣ ସବୁବେଳେ ସୁନ୍ଦର ପ୍ରସଙ୍ଗମାନ ଲେଖି ଆମ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିଆସିଛନ୍ତି । ମତେ ବ୍ୟକ୍ତିଗତଭାବେ ଆପଣଙ୍କ ଲେଖାଗୁଡ଼ିକ ପୂର୍ଣ୍ଣାଙ୍ଗ ଓ ଜ୍ଞାନବର୍ଦ୍ଧକ ଲାଗେ । ଲେଖିଚାଲନ୍ତୁ । ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୨୧, ୨୩ ଅପ୍ରେଲ ୨୦୧୮ (IST)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ[ସମ୍ପାଦନା]

Spinning Ashoka Chakra.gif

Seu-Bundia.jpg

ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ହରିହର ସାର,
ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୧୮ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୮ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୪୨ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ କରାଯାଇଛି । ତନ୍ମଧ୍ୟରୁ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସ‌ହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିଥିବା ଖୁସିରେ ଅଗଷ୍ଟ ୧୫ରୁ ବଞ୍ଚେଇ ରଖିଥିବା ସେଉ-ବୁନ୍ଦିଆ ଟିକେ ଖାଆନ୍ତୁ ।-ଗପୁ (ମୋ ଆଲୋଚନା) ୧୫:୩୧, ୨୧ ଅଗଷ୍ଟ ୨୦୧୮ (IST)

ଧନ୍ୟବାଦ Hpsatapathy (ମୋ ଆଲୋଚନା) ୧୬:୨୮, ୨୧ ଅଗଷ୍ଟ ୨୦୧୮ (IST)

୩୦୦ ପ୍ରସଙ୍ଗ ସମ୍ପୂର୍ଣ୍ଣ ହେବା ଖୁସିରେ ପାନ ପଠେଇଲି[ସମ୍ପାଦନା]

ମିଠା ପାନ.jpg ହରି ସାର,

ଉଇକିପିଡିଆରେ ଆପଣଙ୍କର ୩୦୦ ପ୍ରସଙ୍ଗ ସମ୍ପୂର୍ଣ୍ଣ ହୋଇଥିବାରୁ ଅଶେଷ ସାଧୁବାଦ ଆଉ ଖୁସିରେ ଦୁଇଖଣ୍ଡ ମିଠାପାନ ପଠାଇଲି ।--ଗପୁ (ମୋ ଆଲୋଚନା) ୦୫:୪୬, ୨୯ ନଭେମ୍ବର ୨୦୧୮ (IST)

ଧନ୍ୟବାଦ[ସମ୍ପାଦନା]

ହରି ସାର, ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଭାଗ ନେଇ ଦୁଇଟି ନୂତନ ପୃଷ୍ଠା ତିଆରି କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୨୨:୩୫, ୧ ଡିସେମ୍ବର ୨୦୧୮ (IST)

A barnstar for you![ସମ୍ପାଦନା]

Original Barnstar Hires.png The Original Barnstar
ଧନ୍ୟବାଦ ସାର Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୫୪, ୧୮ ଡିସେମ୍ବର ୨୦୧୮ (IST)

ଧନ୍ୟବାଦ[ସମ୍ପାଦନା]

India Barnstar.PNG The India Barnstar
୨୦୧୯ ନିର୍ବାଚନ ସମୟରେ ୧୭ଶ ଲୋକ ସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ପୃଷ୍ଠାଟି ଗଠନ କରିଥିବାରୁ ଅନେକ ଅନେକ ଧନ୍ୟବାଦ । -ସୌମେନ୍ଦ୍ର (ମୋ ଆଲୋଚନା) ୨୦:୦୧, ୫ ଜୁନ ୨୦୧୯ (IST)

ସାଧୁବାଦ[ସମ୍ପାଦନା]

ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଆପଣଙ୍କର ସମ୍ପାଦନା ତଥା ସହଯୋଗ ପାଇଁ ସାଧୁବାଦ ଜଣାଉଛି । -ଗପୁ (ମୋ ଆଲୋଚନା) ୨୩:୩୦, ୮ ମାର୍ଚ୍ଚ ୨୦୨୦ (IST)

ଧନ୍ୟବାଦ[ସମ୍ପାଦନା]

Tireless Contributor Barnstar.gif ଥକୁନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଆପଣଙ୍କ ସମୟ ପାଇଁJnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୪:୦୧, ୨୯ ଅପ୍ରେଲ ୨୦୨୦ (IST)

Indic Wikisource Proofreadthon second prize[ସମ୍ପାଦନା]

Sorry for writing this message in English - feel free to help us translating it

Special Silver Barnstar.png Congratulations!!!
Dear Hpsatapathy, the results of the Indic Wikisource Proofreadthon have been published.You won second place in this contest from your community. Congratulations !!!

The Centre for Internet & Society (CIS-A2K) will need to fill out the required information in this Google form to send the contest prize to your address. We assure that this information will be kept completely confidential. Please confirm here just below this message by notifying ( "I have filled up the form. - ~~~~") us, when you filled up this form. You are requested to complete this form within 7 days.

Thank you for your contribution to Wikisource. Hopefully, Wikisource will continue to enrich your active constructive editing in the future.

Thanks for your contribution
Jayanta (CIS-A2K)
Wikisource Advisor, CIS-A2K

A barnstar for you![ସମ୍ପାଦନା]

Special Barnstar Hires.png The Special Barnstar
ଆପଣଙ୍କର ଉଇକିପିଡ଼ିଆ ପ୍ରତି ଅବଦାନ ନିମନ୍ତେ ଗୋଟିଏ ଛୋଟ ଉପଢୌକନ ପ୍ରଦାନ କରୁଛି । ସୌମେନ୍ଦ୍ର (ମୋ ଆଲୋଚନା) ୧୨:୪୦, ୧୬ ଅକ୍ଟୋବର ୨୦୨୦ (IST)