ବ୍ୟବହାରକାରୀ:Hpsatapathy/ ଆଦର ଓ ନିମନ୍ତ୍ରଣ

ଉଇକିପିଡ଼ିଆ‌ରୁ

ମୋତେ ମିଳିଥିବା ଆଦର ଓ ନିମନ୍ତ୍ରଣ

ପ୍ରଧାନପୃଷ୍ଠାରେ ଆପଣଙ୍କ ଛବି[ସମ୍ପାଦନା]

ପ୍ରିୟ ହରିହର ବାବୁ, ଉଇକିମିଡ଼ିଆ କମନ୍ସରେ ଆପଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ରଖିଥିବା ଛବିଟି ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଆ ଉଇକିପିଡ଼ିଆର ପ୍ରଧାନପୃଷ୍ଠାରେ ସପ୍ତାହର ବଛା ଛବି ଭାବେ ରଖାଯାଉଛି :) ଏହି ଅବସରରେ ଉଇକିମିଡ଼ିଆପ୍ରକଳ୍ପଗୁଡ଼ିକରେ ଆପଣଙ୍କ ଅବଦାନ ନିମନ୍ତେ ଧନ୍ୟବାଦ ଜଣାଇବା ସହ ପୁଣିଥରେ ସ୍ଵାଗତ ଜଣାଉଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୩୩, ୨୮ ସେପ୍ଟେମ୍ବର ୨୦୧୪ (UTC)

A cup of coffee for you![ସମ୍ପାଦନା]

ହରିହର ବାବୁ,

ଉଇକିପିଡିଆରେ ରାୟଗଡା ଜିଲ୍ଲା ବାବଦରେ ଆପଣଙ୍କ ଅବଦାନ ଦେଖି ବହୁତ ଖୁସି ଲାଗୁଛି । ଏଣୁ ଆପଣଙ୍କ ପାଇଁ କପେ କଫି । ଶିତିକଣ୍ଠ (ଆଲୋଚନା) ୦୬:୫୩, ୩ ଅକ୍ଟୋବର ୨୦୧୪ (UTC)

A barnstar for you![ସମ୍ପାଦନା]

The Editor's Barnstar
ପ୍ରିୟ ହରିହର ବାହୁ,

ଖୁବ କମ ଦିନରେ ଆପଣଙ୍କ ଅବଦାନ ଓ ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି, ଆଶା କରୁଛି ଆଗକୁ ମଧ୍ୟ ଏମିତି ଜାରି ରଖିବେ। ମୋ ତରଫରୁ ଏ ଛୋଟିଆ ଉପହାର :) ଆଦିତ୍ୟ ମହାର (ଆଲୋଚନା) ୦୫:୫୬, ୧୦ ଅକ୍ଟୋବର ୨୦୧୪ (UTC)

ରାୟଗଡ଼ା ପାଇଁ ଆପଣଙ୍କ ଅବଦାନ ନିମନ୍ତେ ଅଶେଷ ସାଧୁବାଦ[ସମ୍ପାଦନା]

ଥକିଯାଉନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଶତପଥୀ ବାବୁ, ସମାଜରେ ଗତକାଲି ଉମାଶଙ୍କର ଉପରେ ଯେଉଁ ଲେଖାଟି ବାହାରିଥିଲା ସେଥିରେ ଆପଣ ଆରମ୍ଭିଥିବା "ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର" ଲେଖାରେ ଆଉ କିଛି ଯୋଡ଼ିଦିଅନ୍ତେ ନାହିଁ? ଆପଣ ରାୟଗଡ଼ା ଉପରେ ଅନେକ ଲେଖା ଲେଖୁଥିବାରୁ ମୁଁ ଆପଣଙ୍କୁ ଏ ଲେଖାଟି ଏଇ ଲିଙ୍କରୁ ନେଇ ନୂଆ ଲେଖାଟିଏ ଆରମ୍ଭିଲେ ଭଲ ହୁଅନ୍ତା ।ସୁଭାସିସ ପାଣିଗାହି (ଆଳାପ) ୦୫:୫୪, ୯ ମାର୍ଚ୍ଚ ୨୦୧୫ (UTC)

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫[ସମ୍ପାଦନା]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ପାଇଁ ଏକ Barnstar
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୫ ରେ ଆପଣଙ୍କ ଯୋଗଦାନ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏମିତି ସୁନ୍ଦର ସୁନ୍ଦର ଲେଖା ଲେଖୁଥାନ୍ତୁ ଓ ଓଡିଆ ଉଇକି କୁ ଆଗକୁ ବଢାନ୍ତୁ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୦୭, ୨୩ ମାର୍ଚ୍ଚ ୨୦୧୫ (UTC)

A barnstar for you![ସମ୍ପାଦନା]

The Original Barnstar
ରାୟଗଡା ଜିଲ୍ଲା, ବଂଶଧାରା ନଦୀ, ଗୁଣପୁର ହାଇସ୍କୁଲ ଆଉ ଗୁଡ଼ାରୀ ଭଳି ସୁନ୍ଦର ପ୍ରସଙ୍ଗ ତିଆରି କରିଥିବାରୁ ଅନେକ ଅନେକ ଧନ୍ୟବାଦ ଆଉ ମୋ ତରଫରୁ ଏହି କୁନି ଭେଟିଟିଏ । ଶିତିକଣ୍ଠ (ଆଲୋଚନା) ୧୮:୨୧, ୧୨ ଜୁନ ୨୦୧୫ (UTC)

Some masala mudhi for you![ସମ୍ପାଦନା]

ସହଯୋଗ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ Santosh.mbahrm (ମୋ ଆଲୋଚନା) ୧୫:୩୭, ୬ ଜୁଲାଇ ୨୦୧୫ (UTC)

Bringing a change in Rayagada and around on Wikipedia[ସମ୍ପାଦନା]

Devopam has given you a cookie! Cookies promote WikiLove and hopefully this one has made your day better. Spread the WikiLove by giving someone else a cookie, whether it be someone you have had disagreements with in the past or a good friend.


A barnstar for you![ସମ୍ପାଦନା]

The Editor's Barnstar
ଆପଣଙ୍କର ଉଇକିପିଡ଼ିଆ ରେ ଏତେ ଭଲ ଅବଦାନ ପାଇଁ ମୋ ତରଫରୁ ଏ ଛୋଟ ଉପହାର ଟିଏ ଗ୍ରହଣ କରନ୍ତୁ ସାର ।
Aliva Sahoo (ମୋ ଆଲୋଚନା) ୦୮:୨୬, ୧ ଜୁଲାଇ ୨୦୧୭ (IST)

A barnstar for you![ସମ୍ପାଦନା]

The Original Barnstar
ହରିହର ବାବୁ, ଆପଣ ସବୁବେଳେ ସୁନ୍ଦର ପ୍ରସଙ୍ଗମାନ ଲେଖି ଆମ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିଆସିଛନ୍ତି । ମତେ ବ୍ୟକ୍ତିଗତଭାବେ ଆପଣଙ୍କ ଲେଖାଗୁଡ଼ିକ ପୂର୍ଣ୍ଣାଙ୍ଗ ଓ ଜ୍ଞାନବର୍ଦ୍ଧକ ଲାଗେ । ଲେଖିଚାଲନ୍ତୁ । ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୨୧, ୨୩ ଅପ୍ରେଲ ୨୦୧୮ (IST)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ[ସମ୍ପାଦନା]



ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ହରିହର ସାର,
ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୧୮ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୮ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୪୨ଟି ପ୍ରସଙ୍ଗ ଗଢ଼ାଯାଇଛି ବା ଉନ୍ନତ କରାଯାଇଛି । ତନ୍ମଧ୍ୟରୁ ୩୦ ଗୋଟି ନୂଆ ପ୍ରସଙ୍ଗ ଆରମ୍ଭ ହେବା ସ‌ହିତ ୧୨ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିଥିବା ଖୁସିରେ ଅଗଷ୍ଟ ୧୫ରୁ ବଞ୍ଚେଇ ରଖିଥିବା ସେଉ-ବୁନ୍ଦିଆ ଟିକେ ଖାଆନ୍ତୁ ।-ଗପୁ (ମୋ ଆଲୋଚନା) ୧୫:୩୧, ୨୧ ଅଗଷ୍ଟ ୨୦୧୮ (IST)

ଧନ୍ୟବାଦ Hpsatapathy (ମୋ ଆଲୋଚନା) ୧୬:୨୮, ୨୧ ଅଗଷ୍ଟ ୨୦୧୮ (IST)

୩୦୦ ପ୍ରସଙ୍ଗ ସମ୍ପୂର୍ଣ୍ଣ ହେବା ଖୁସିରେ ପାନ ପଠେଇଲି[ସମ୍ପାଦନା]

ହରି ସାର,

ଉଇକିପିଡିଆରେ ଆପଣଙ୍କର ୩୦୦ ପ୍ରସଙ୍ଗ ସମ୍ପୂର୍ଣ୍ଣ ହୋଇଥିବାରୁ ଅଶେଷ ସାଧୁବାଦ ଆଉ ଖୁସିରେ ଦୁଇଖଣ୍ଡ ମିଠାପାନ ପଠାଇଲି ।--ଗପୁ (ମୋ ଆଲୋଚନା) ୦୫:୪୬, ୨୯ ନଭେମ୍ବର ୨୦୧୮ (IST)

ଧନ୍ୟବାଦ[ସମ୍ପାଦନା]

ହରି ସାର, ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଭାଗ ନେଇ ଦୁଇଟି ନୂତନ ପୃଷ୍ଠା ତିଆରି କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୨୨:୩୫, ୧ ଡିସେମ୍ବର ୨୦୧୮ (IST)

A barnstar for you![ସମ୍ପାଦନା]

The Original Barnstar
ଧନ୍ୟବାଦ ସାର Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୫୪, ୧୮ ଡିସେମ୍ବର ୨୦୧୮ (IST)

ଧନ୍ୟବାଦ[ସମ୍ପାଦନା]

The India Barnstar
୨୦୧୯ ନିର୍ବାଚନ ସମୟରେ ୧୭ଶ ଲୋକ ସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ପୃଷ୍ଠାଟି ଗଠନ କରିଥିବାରୁ ଅନେକ ଅନେକ ଧନ୍ୟବାଦ । -ସୌମେନ୍ଦ୍ର (ମୋ ଆଲୋଚନା) ୨୦:୦୧, ୫ ଜୁନ ୨୦୧୯ (IST)

ସାଧୁବାଦ[ସମ୍ପାଦନା]

ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଆପଣଙ୍କର ସମ୍ପାଦନା ତଥା ସହଯୋଗ ପାଇଁ ସାଧୁବାଦ ଜଣାଉଛି । -ଗପୁ (ମୋ ଆଲୋଚନା) ୨୩:୩୦, ୮ ମାର୍ଚ୍ଚ ୨୦୨୦ (IST)

ଧନ୍ୟବାଦ[ସମ୍ପାଦନା]

ଥକୁନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର
ଆପଣଙ୍କ ସମୟ ପାଇଁJnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୪:୦୧, ୨୯ ଅପ୍ରେଲ ୨୦୨୦ (IST)

Indic Wikisource Proofreadthon second prize[ସମ୍ପାଦନା]

Sorry for writing this message in English - feel free to help us translating it

Congratulations!!!
Dear Hpsatapathy, the results of the Indic Wikisource Proofreadthon have been published.You won second place in this contest from your community. Congratulations !!!

The Centre for Internet & Society (CIS-A2K) will need to fill out the required information in this Google form to send the contest prize to your address. We assure that this information will be kept completely confidential. Please confirm here just below this message by notifying ( "I have filled up the form. - ~~~~") us, when you filled up this form. You are requested to complete this form within 7 days.

Thank you for your contribution to Wikisource. Hopefully, Wikisource will continue to enrich your active constructive editing in the future.

Thanks for your contribution
Jayanta (CIS-A2K)
Wikisource Advisor, CIS-A2K

A barnstar for you![ସମ୍ପାଦନା]

The Special Barnstar
ଆପଣଙ୍କର ଉଇକିପିଡ଼ିଆ ପ୍ରତି ଅବଦାନ ନିମନ୍ତେ ଗୋଟିଏ ଛୋଟ ଉପଢୌକନ ପ୍ରଦାନ କରୁଛି । ସୌମେନ୍ଦ୍ର (ମୋ ଆଲୋଚନା) ୧୨:୪୦, ୧୬ ଅକ୍ଟୋବର ୨୦୨୦ (IST)

Wikipedia Asian Month 2020 Postcard[ସମ୍ପାଦନା]

Wikipedia Asian Month 2020
Wikipedia Asian Month 2020

Dear Participants, Jury members and Organizers,

Congratulations!

It's Wikipedia Asian Month's honor to have you all participated in Wikipedia Asian Month 2020, the sixth Wikipedia Asian Month. Your achievements were fabulous, and all the articles you created make the world can know more about Asia in different languages! Here we, the Wikipedia Asian Month International team, would like to say thank you for your contribution also cheer for you that you are eligible for the postcard of Wikipedia Asian Month 2020. Please kindly fill the form, let the postcard can send to you asap!

  • This form will be closed at February 15.
  • For tracking the progress of postcard delivery, please check this page.

Cheers!

Thank you and best regards,

Wikipedia Asian Month International Team, 2021.01

ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ବାର୍ଣ୍ଣଷ୍ଟାର[ସମ୍ପାଦନା]

Barnstar

ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ବାର୍ଣ୍ଣଷ୍ଟାର
ନମସ୍କାର ଆଜ୍ଞା ! ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ଗଣସମ୍ପାଦନାରେ ଅଂଶଗ୍ରହଣ କରିଥିବାରୁ ସାଧୁବାଦ । ଆପଣଙ୍କର ପ୍ରତ୍ୟେକ ପ୍ରସଙ୍ଗର ମୂଲ୍ୟ ଅନେକ । ଆପଣଙ୍କର ଯୋଗଦାନ ପାଇଁ ଆପଣଙ୍କୁ ଏହି ବାର୍ଣ୍ଣଷ୍ଟାର ପ୍ରଦାନ କରିବା ସହିତ ଭବିଷ୍ୟତରେ ଏହିଭଳି ଯୋଗଦାନର ଆଶା କରୁଛୁ ।

ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ
ଇତି,
ଗପୁ
ଆୟୋଜକ, ଉଇକି ଲଭ୍‌ସ୍ ଓମେନ୍ ସାଉଥ୍ ଏସିଆ ୨୦୨୧ ଗଣସମ୍ପାଦନା,
ଓଡ଼ିଆ ଉଇକିପଡ଼ିଆ

ରଥଯାତ୍ରା ଗଣ-ସମ୍ପାଦନା ୨୦୨୩ରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ[ସମ୍ପାଦନା]

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ
୨୦୨୩ ମସିହାର ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ ଆୟୋଜିତ ହୋଇଥିବା ରଥଯାତ୍ରା ଗଣସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଆପଣଙ୍କୁ ଅଶେଷ ସାଧୁବାଦ । ଆଗାମୀ ଦିନରେ ଆପଣଙ୍କର ଏହିଭଳି ଯୋଗାଦନ ଜାରି ରହିବ ବୋଲି ଆଶା । - ଗପୁ (ମୋ ଆଲୋଚନା) ୨୦:୨୯, ୧୧ ଅଗଷ୍ଟ ୨୦୨୩ (IST)

୨୦୨୩ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନାରେ ଯୋଗଦାନ ପାଇଁ ଧନ୍ୟବାଦ[ସମ୍ପାଦନା]

ଆପଣଙ୍କ ପାଇଁ କିଛି ସେଉ ବୁନ୍ଦିଆ

ଭାରତୀୟ ସ୍ୱାଧୀନତା ଦିବସ ଗଣ-ସମ୍ପାଦନା, ୨୦୨୩ରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କର ଏହି ଯୋଗଦାନ ଫଳରେ ଏହି ୩ ଦିନରେ ସ୍ୱାଧୀନତା ସଂଗ୍ରାମ ସ‌ହ ଜଡ଼ିତ ଘଟଣା ଅଥବା ବ୍ୟକ୍ତିବିଶେଷଙ୍କ ଉପରେ ୨୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି । ଏହି ଗଣ-ସମ୍ପାଦନାକୁ ସଫଳ କରିବା ଭଳି ଭବିଷ୍ୟତର ଗଣ-ସମ୍ପାଦନା ସବୁରେ ଆପଣଙ୍କର ଏମିତି ସହଯୋଗ କାମନା କରୁଛୁ । - ଗପୁ (ମୋ ଆଲୋଚନା) ୧୯:୪୮, ୧୭ ଅଗଷ୍ଟ ୨୦୨୩ (IST)