Jump to content

ବ୍ୟବହାରକାରୀ:Hpsatapathy/ପରଖଘର-x

ଉଇକିପିଡ଼ିଆ‌ରୁ

ଦେବୀ ଡାକେଣୀ

ଆସ ଆସ ଭୋ ଦେବୀ ଗୋ ପୁଜା ଦେବି ତୋତେ ଷୋଲ ଭୋଗ ବାଢିଦେବି ତୋହରି ନିମନ୍ତେ ...........୧

ଡାକେ ଡାକଇ ମାଗୋ ତୋରି ନାମ ଧରି ତୋହରି ନାମକୁ ଯେ କମ୍ପଇ ବସୁନ୍ଧରି ..........୨

ଲଙ୍କେ ଲଙ୍କେଶ୍ଵରୀ ମାଗୋ ଲଙ୍କାର ଲଙ୍କୁଣୀ ଚଣ୍ଡି ଚାମଣ୍ଡାଇ ନେତାଇବେତାଇ ହାଡବାଇ ଲାଲହୁଲି ପେଟଫୁଲି ଛନଛନି

ପିଲାଖାଇ ହେମଲାଇ ନବକୋଟୀ କାତ୍ୟାୟନୀ ଚଉଷଠୀ ଯୋଗିନୀ ଅଣଚାସ ଡାକେନି ..........୪

ସାଥେ ସାତଭଉଣୀ ଗଡଚଣ୍ଡି ଜଳକନ୍ୟା ଦଶ ବିଦ୍ୟା ଅଷ୍ଟକୀଳା ମୋହିନୀ ସୁର ସୁନ୍ଦରୀ ବନ ଦୁର୍ଗା ଭୈରବୀ ଭୁମଣ୍ଡଳେ