ବ୍ୟବହାରକାରୀ:Dipti.itcoon

ଉଇକିପିଡ଼ିଆ‌ରୁ

ସଂକ୍ଷୀପ୍ତ ବିବରଣୀ[ସମ୍ପାଦନା]

ମୋ ନାମ ଦିପ୍ତୀ ରଞ୍ଜନ ବେହେରା । ମୁଁ କମ୍ପ୍ୟୁଟର ଶିକ୍ଷକ ଅଟେ । ବର୍ତ୍ତମାନ ମୁଁ କଳିଙ୍ଗ ଇନ୍ସିଟ୍ଯୁଟ ଅଫ୍ ସୋସିଆଲ ସାଈନ୍ସେସ୍ ରେ କର୍ମରତ । କିସ୍ ଏକ ବିରଳ ଶିକ୍ଷାନୁଷ୍ଠାନ । ଏଠାରେ ୨୦୦୦୦ ଆଦିବାସି ଛାତ୍ର ଛାତ୍ରି ମାନେ ଆବାସିକ ବିଦ୍ୟାଳୟରେ ସମ୍ଫୁର୍ଣ୍ଣ ମାଗଣାରେ ଶିକ୍ଷା ଏବଂ ଖାଦ୍ୟ ପାଇ ପାରନ୍ତି ।

ମୋ ଜନ୍ମ[ସମ୍ପାଦନା]

ମୁଁ ଫେବୃଆରୀ ମାସ ୧୯ ତାରିଖ ୧୯୭୯ ମସିହା କଟକ ସ‌ହର ଠାରେ ଜନ୍ମ ହୋଇଥିଲି । ମୋ ପିତାଙ୍କ ନାମ ଶ୍ଧୀଯୁକ୍ତ ଧୀରେନ୍ଦ୍ର କୁମାର ବେହେରା ଏବଂ ମାତାଙ୍କ ନାମ ଶ୍ରୀମତି ହରିପ୍ରିୟା ବେହେରା ଅଟେ । ମୋର ନିଜ ଗ୍ରାମର ନାମ ଖନ୍ଡଗାଁ, ପୋଷ୍ଟ-କେନ୍ଦୁପାଟଣା,ଥାନା-ସାଲେପୁର, କଟକ ଜିଲ୍ଲାରେ ଅବସ୍ତିତ ।

ମୋ ପରିବାର[ସମ୍ପାଦନା]

ପିତା ଏବଂ ମାତାଙ୍କ ବ୍ୟତିତ ମୋର ଭାର୍ଯ୍ୟା ଓ ଦୁଇ ପୁତ୍ର ଘରର ସଦସ୍ୟ ଅଟନ୍ତି । ମୁଁ ନିଜ ପରିବାର ସ‌ହ ଭୁବନେଶ୍ୱର ସ‌ହରର ଆଚାର୍ଯ୍ୟବିହାର ଠାରେ ନିଜ ଭବନରେ ବାସ କରେ ।

ମୋ ଶିକ୍ଷାଗତ ଯୋଗ୍ୟତା[ସମ୍ପାଦନା]

ମୁଁ ଉତ୍କଳ ବିଶ୍ୱବିଦ୍ୟାଳ‌ୟରୁ ଏମ୍ ସି ଏ ଏବଂ ଏମ୍ ଟେକ୍ ଡିଗ୍ରି ହାସଲ କରିଛି ।