Jump to content

ବ୍ୟବହାରକାରୀ:Abinash Dikshit

ଉଇକିପିଡ଼ିଆ‌ରୁ

ଶଙ୍କରେଶ୍ଵର ମନ୍ଦିର କଟକ ଜିଲ୍ଲା ନିକଟସ୍ଥ ସାଲେପୁର ର ପାଟପୁର ଗ୍ରାମର ଅବସ୍ଥିତ। ଅଞ୍ଚଳର ପ୍ରସିଦ୍ଧ ଶିବ ମନ୍ଦିର ମଧ୍ୟରେ ଅନ୍ୟତମ। ସାରଳା ମହାଭାରତ ର ବନପର୍ବର ୨୯ ପୃଷ୍ଠା ରେ ଶଙ୍କରେଶ୍ଵର ଗାଥା ବର୍ଣ୍ଣିତ।

ଏହି ମନ୍ଦିରର ଇତିହାସ କେଉଁଠାରେ ବି ଦୃଷ୍ଟି ଗୋଚର ହୁଏ ନାହିଁ