ବ୍ୟବହାରକାରୀ:ସଞ୍ଜୟ୍ କୁମାର ସାହାଣି
ଦେଖଣା
ନମସ୍କାର, ମୁଁ ସଞ୍ଜୟ କୁମାର ସାହାଣି. ବାଂଗାଳଲୋର ରେ ଗୋଟେ ଛୁଟିଆ କମ୍ପାନି ରେ କାମ କରେ. ମୁଁ ଉଇକିପିଡିଆ ରେ ଜଏନ କରି ବହୁତ ଖୁସି ଅନୁଭବ କରୁଛି. ଆଶା କରେ ପ୍ରବାସି ଉଡିଆ ଭାଇମାନେ ଜଏନ କରି ଉଡିଆ ଭାଷା ପାଇଁ ତାଙ୍କର ଅବଦାନ ସହ ଓଡିଶା ର ନାମ ଉଜ୍ଜଳ କରିବା ହେବେ.
ଧନ୍ୟବାଦ ସହିତ. ସଞ୍ଜୟ କୁମାର ସାହାଣି