ବ୍ୟବହାରକାରୀ:ବସନ୍ତ କୁମାର/ପୁତୁଡ଼ି ଜଳପ୍ରପାତ

ଉଇକିପିଡ଼ିଆ‌ରୁ

ପ୍ରାକୃତିକ ପରିବେଶରେ ଭରା ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା କନ୍ଧମାଳରେ ପୁତୁଡ଼ି ଜଳପ୍ରପାତ ଅବସ୍ଥିତ I ଏହା ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ମାତ୍ର ୧୮ କିଲୋମିଟର ଦୂରରେ ଅବସ୍ଥିତ I