ବ୍ୟବହାରକାରୀ:ପ୍ରିୟବ୍ରତ ପ୍ରଧାନ/ପରଖଘର
ଦେଖଣା
ହୋଲି!
[ସମ୍ପାଦନା]ଜୀବନର ନାନା ରଙ୍ଗ...
ଦିଶେ ନାଲି, ନେଳି, କାଳି..
ହେଲେ ପ୍ରେମ, ଶାନ୍ତି, ସତ୍ୟ, କରୁଣା ରଙ୍ଗରେ
ଧରା ଯାଆନ୍ତା ଭରି!
ଜୀବନର ନାନା ରଙ୍ଗ...
ଦିଶେ ନାଲି, ନେଳି, କାଳି..
ହେଲେ ପ୍ରେମ, ଶାନ୍ତି, ସତ୍ୟ, କରୁଣା ରଙ୍ଗରେ
ଧରା ଯାଆନ୍ତା ଭରି!