ବ୍ୟବହାରକାରୀ:ନବଘନ ସାହୁ

ଉଇକିପିଡ଼ିଆ‌ରୁ

ପ୍ରଥମେ ୫କିଲ କଞ୍ଚାଆମ୍ବ ଆଣି ଧୋଇବ ୪ କିମ୍ବା ୬ ଫଡାକରି କାଟିବେ ତାକୁ କୋଣସି ବି ଏକ ପାତ୍ର ଆଣି କଟା ଜାଇଥିବା ଆମ୍ବକୁ ରଖନ୍ତୁ ତା ଊପରେ ଲୁଣ ପକାନ୍ତୁ ତାକୁ ୨ ରୁ ୩ଦିନ ଜୋଇ ରଖିବେ ତାପରେ ତାକୁ ବାହାର କରିକି ଖରା ପଡୁଥିବା ଜାଗାରେ ପଟିପକାଇ ସୁଖାଇବେ ୩ଦିନ ପରେ ଶୁ�ଖିଯାଇ ଥିବା ଆମ୍ବ କୁ ଏକ ନୂଆପାତ୍ର ରେ ରଖିସେଥିରେ । ଗୁଡ଼ ୨କିଲ୍, କଡ଼ାତେଲ ୩୦୦ଗ୍ରାମ, ମରିଚଗୁଣ୍ଡ ୨୫୦ଗ୍ରାମ, ଚୋପାଛଡା ରସଣ ୧୦୦ଗ୍ରାମ, ପାନମଧୁରୀ ୧୦ଗ୍ରାମ ଏସବୁ ପକାଇ ଘାଣ୍ଟିବା ପରେ ସଢିବା ପାଇଁ ପାତ୍ର ସାଥିରେ ଖରାରେ ୨ଦିନ ଶୁକେଇବେ ତାପରେ ଖାଇବେ ।