Jump to content

ବ୍ୟବହାରକାରୀ:ଜନାର୍ଦ୍ଦନ ମିଶ୍ର

ଉଇକିପିଡ଼ିଆ‌ରୁ

ଜନାର୍ଦ୍ଦନ ମିଶ୍ର (ଏମ.ଏ., ଇଂରାଜୀ) ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷକ ପ୍ରଶିକ୍ଷକ, ସମାଜସେବୀ ଓ ସ୍ତମ୍ବକାର ଭାବରେ ଜଣାଶୁଣା । ତାଙ୍କର ଇଂରାଜୀ ବହି English Mantra ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁବ୍ ପରିଚିତ । ସେ ମଧ୍ୟ ଆଦର୍ଶ ଭାରତ ନାମକ ସ୍ଵେଚ୍ଛାସେବୀ ସଂସ୍ଥାଟିଏ ଗଠନ କରି ଲୋକସେବାରେ ନିଜକୁ ବ୍ୟସ୍ତ ରଖିଛନ୍ତି ।