ବ୍ୟବହାରକାରୀଙ୍କ ଆଲୋଚନା:Suvra

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Suvra,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୦୧, ୧ ଅପ୍ରେଲ ୨୦୧୩ (UTC)

ସନ୍ତରାଗଡ଼ିଆ ପ୍ରସଙ୍ଗ ଆରମ୍ଭ କରିଥିବାରୁ ନ‌ନ୍ଦୀ ତରଫରୁ ଓଳିଗି ;)[ସମ୍ପାଦନା]

ସନ୍ତରାଗଡ଼ିଆ ପ୍ରସଙ୍ଗ ଆରମ୍ଭ କରିଥିବାରୁ ନ‌ନ୍ଦୀ ନ‌ନ୍ଦୀମାର୍କା ଓଳିଗି ;)
ସନ୍ତରାଗଡ଼ିଆ ଉପରେ ପ୍ରସଙ୍ଗଟେ ଆରମ୍ଭ କରିଥିବାରୁ ଗୋଟେ ନ‌ନ୍ଦୀମାର୍କା ଜୁହାରେ ଶୁଭ୍ର ଭାଇ । ଲେଖାରେ ଆହୁରି ଅଧିକ ଅଧିକ ତ‌ଥ୍ୟ ଯୋଡ଼ାହେବା ଅପେକ୍ଷାରେ ରହିଲି! ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୩୮, ୧ ଅପ୍ରେଲ ୨୦୧୩ (UTC)
ଧନ୍ୟବାଦ । ଚେଷ୍ଟା କରିବି ଲେଖିବା ପାଇଁ ।--Suvra (ମୋ ଆଲୋଚନା) ୧୫:୪୩, ୧ ଅପ୍ରେଲ ୨୦୧୩ (UTC)