ବ୍ୟବହାରକାରୀଙ୍କ ଆଲୋଚନା:Sourav342002
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୨ ବର୍ଷ ପୂର୍ବେ by Psubhashish
ଆଦରର Sourav342002, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ଆପଣଙ୍କ ନୂଆ ତିଆରି ପ୍ରସଙ୍ଗ
[ସମ୍ପାଦନା]ଆଦରର ସୌରଭ: ଆପଣ ତିଆରିଥିବା ନୂଆ ଲେଖାଗୁଡ଼ିକ ପାଇଁ ଧନ୍ୟବାଦ । ତେବେ ସେଗୁଡ଼ିକରେ ଆଧାର ନଥିବାରୁ ମନଗଢ଼ା ଭଳି ବୋଧହୁଏ । ଦ୍ୱିତୀୟରେ ଲେଖା ଶୈଳୀ ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ନଥିବାରୁ ଲିଭାଇଦିଆଯାଇପାରେ । ଦୟାକରି ନୂଆ ନୂଆ ଅନେକ ପ୍ରସଙ୍ଗ ନ ତିଆରି ଆଗରୁ ଥିବା ପ୍ରସଙ୍ଗର ମାନ ଉନ୍ନତ କରିବାକୁ ଅନୁରୋଧ । ବିଶେଷ କରି ଆପଣ ନିଜେ ଗଢ଼ିଥିବା ପ୍ରସଙ୍ଗ ଉନ୍ନତ କରିବା ପାଇଁ ଅନୁରୋଧ । ଉଇକିପିଡ଼ିଆ:ଶିକ୍ଷଣ ପୃଷ୍ଠାରେ କିଭଳି ଲେଖିବେ ତାହା ବର୍ଣ୍ଣିତ ।