ବ୍ୟବହାରକାରୀଙ୍କ ଆଲୋଚନା:Soumyakanta Dass
ନୂଆ ଯୋଡ଼ନ୍ତୁଦେଖଣା
ନବକଳେବର ଗଣସମ୍ପାଦନାରେ ଭାଗ ନେବା ପାଇଁ ଆମନ୍ତ୍ରଣ
[ସମ୍ପାଦନା]
ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
[[ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫|]]
[[ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫/ପ୍ରସଙ୍ଗ|]]
[[ଉଇକିପିଡ଼ିଆ:ଚାଟସଭା|]]--ସୁଭାସିସ ପାଣିଗାହି (ଆଳାପ) ୧୯:୦୪, ୧ ସେପ୍ଟେମ୍ବର ୨୦୧୫ (UTC)