ବ୍ୟବହାରକାରୀଙ୍କ ଆଲୋଚନା:Satya Sarangi

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Satya Sarangi, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୧୩, ୨୨ ଅଗଷ୍ଟ ୨୦୧୬ (IST)[reply]


ସତ୍ୟ ବାବୁ, ନମସ୍କାର । "କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରସଙ୍ଗଟି ଆରମ୍ଭ କରିଥିବାରୁ ବହୁତ ଧନ୍ୟବାଦ । ମୁଁ ସେହି ପ୍ରସଙ୍ଗରେ କିଛି ଆଧାର ଯୋଗ କରିଛି । ତେବେ, କୃଷ୍ଣଚନ୍ଦ୍ରଙ୍କ ଜନ୍ମ/ମୃତ୍ୟୁ ତାରିଖ ପାଇଁ କୌଣସି ଆଧାର ମିଳୁନାହିଁ । ଯଦି ଆପଣ କୌଣସି ବହିରୁ ପଢି ତାରିଖ ଲେଖିଛନ୍ତି, ତେବେ ସେ ବହିକୁ ଆଧାର ଭାବରେ ଯୋଡି ଦିଅନ୍ତୁ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୫:୦୬, ୩୦ ଅଗଷ୍ଟ ୨୦୧୬ (IST)[reply]