Jump to content

ବ୍ୟବହାରକାରୀଙ୍କ ଆଲୋଚନା:Ranapadman

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୩ ବର୍ଷ ପୂର୍ବେ by 2409:4089:1304:2121:6852:220C:7661:7903 in topic କବିତା --"କୋରୋନା

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Ranapadman, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୫୧, ୧୨ ଜୁନ ୨୦୨୨ (IST)Reply

କବିତା --"କୋରୋନା

[ସମ୍ପାଦନା]

କହତୁ କୋରୋନା?? ତୁ ସୂର୍ପଣଖା କି ପୁତନା ହୋଲିକା ନା ବିଷକନ୍ୟା ତୁ ଅଜଗର କି ନାଗିନା ନା'ତୁ ଅଭିଶପ୍ତ ଉଆଁସିକନ୍ୟା  ???? ତୁ ହୁଡ୍ ହୁଡ୍ କି ତିତିଲି ତୁ ସୁନାମୀ ନା'ଫନି ତୋ ନାଁ ତୁ ଡାହାଣୀ ଆଉ ସପ୍ତଫେଣୀ ତୁ ଆସିଲୁ ତୁ ମୃତ୍ୟୁ ସମ୍ଭାବନା ନେଇ ତୁ ଵିଭୀଷିକା, ତୁ ନିର୍ଦୟୀ କରୋନା ତୋ ଗର୍ବ ଏଥିପାଇଁ ମାଆ ତୋ ଚାଇନା  !¡

ଶ୍ରୀପଦ୍ମନ ରଣା ଗ୍ରା-ଗୌଡ଼ମାଲ ବ୍ଲକ-ଝାରବନ୍ଧ ଜିଲ୍ଲା ବରଗଡ଼ 7974856562 2409:4089:1304:2121:6852:220C:7661:7903 ୦୭:୪୯, ୧୪ ଜୁନ ୨୦୨୨ (IST)Reply