ବ୍ୟବହାରକାରୀଙ୍କ ଆଲୋଚନା:RANJAN6371
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୧ ବର୍ଷ ପୂର୍ବେ by RANJAN6371
ନମସ୍କାର RANJAN6371, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
- sangram bhai thanku, this is my small attempt to promote our high school and thank u again for your correction about thewriting style RANJAN6371 (ମୋ ଆଲୋଚନା) ୨୧:୨୭, ୧୯ ଜାନୁଆରୀ ୨୦୨୪ (IST)
- ଆଶା ଉଇକିପିଡ଼ିଆରେ ଏମିତି ଯୋଗଦାନ ଜାରି ରହିବ । ଯଦି ଭଦ୍ରକରେ ରହୁଥିବେ, ତା'ହେଲେ ଉଇକପିଡ଼ିଆର ଲିଖିନ ଶୈଳୀ ବିଷୟରେ ମୁଁ ଶିଖାଇପାରିବି । - ଗପୁ (ମୋ ଆଲୋଚନା) ୧୯:୪୫, ୨୦ ଜାନୁଆରୀ ୨୦୨୪ (IST)
- ମୁଁ କିପରି ଏହି ଆର୍ଟିକିଲରେ ମୋ ସ୍କୁଲ ପ୍ରତିଛବି ଅପଲୋଡ୍ କରିପାରିବି? ଯେତେବେଳେ ବି ମୁଁ ଉଇକିମିଡିଆ କମନ୍ସରେ ମୋର ସମାନ ଆକାଉଣ୍ଟ ଖୋଲିବାକୁ ଚାହେଁ ଇମେଜ୍ ଅପଲୋଡ୍ ଉଦ୍ଦେଶ୍ୟରେ ସେମାନେ ମୋତେ ଅବରୋଧ କରନ୍ତି | ଏହି ପ୍ରତିଛବି ଅପଲୋଡ୍ ବିଷୟରେ ମୋତେ ସାହାଯ୍ୟ କରନ୍ତୁ | ଏବଂ ହଁ ମୁଁ ଭଦ୍ରକରେ ରହେ | RANJAN6371 (ମୋ ଆଲୋଚନା) ୨୦:୩୬, ୨୦ ଜାନୁଆରୀ ୨୦୨୪ (IST)
- ଆଶା ଉଇକିପିଡ଼ିଆରେ ଏମିତି ଯୋଗଦାନ ଜାରି ରହିବ । ଯଦି ଭଦ୍ରକରେ ରହୁଥିବେ, ତା'ହେଲେ ଉଇକପିଡ଼ିଆର ଲିଖିନ ଶୈଳୀ ବିଷୟରେ ମୁଁ ଶିଖାଇପାରିବି । - ଗପୁ (ମୋ ଆଲୋଚନା) ୧୯:୪୫, ୨୦ ଜାନୁଆରୀ ୨୦୨୪ (IST)