ବ୍ୟବହାରକାରୀଙ୍କ ଆଲୋଚନା:Psubhashish/Archive 1

Page contents not supported in other languages.
ଉଇକିପିଡ଼ିଆ‌ରୁ
     Archive 1    Archive 2 >
All Pages:  1 -  2 -  3 -  4 -  5 -  6 -  7 -  8 -  ... (up to 100)



୨୦୧୧–୨୦୧୨

ପାଛୋଟା!

ଓଳିଗି, ଓଡ଼ିଆ ଉଇକିପିଡ଼ିଆକୁ Psubhashish, and ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth ୧୫:୪୫, ୭ ମାର୍ଚ ୨୦୧୧ (UTC)

check again!!

Report

ସ୍ଵାଗତମ ---Jayantanth ୦୮:୫୬, ୨୪ February ୨୦୧୧ (UTC)

ଓଡ଼ିଆ‎ଓଡ଼ିଆ ଭାଷା‎ ଏକ ନ୍ଯ. ଜେମନ ଓଡ଼ିଆ‎ --Jayantanth ୦୯:୦୧, ୨୪ February ୨୦୧୧ (UTC)
ଧନ୍ଯବାଦ୍, ମୁ ଓଡ଼ିଆ ଲିପି ଶିକକି.Jayantanth ୦୬:୦୬, ୨୫ February ୨୦୧୧ (UTC)
Dear Subhashish ଉଇକିପିଡ଼ିଆ:ଓଡ଼ିଆ ଲିପିର ପ୍ରଦର୍ଶନ ଓ ଇନପୁଟ help page should be in English language, because any one can read English, this help page is support regarding for viewing setup , so please don't translate this in oriya. and regarding copy paste, I copy paste only ଉଇକିପିଡ଼ିଆ:ଓଡ଼ିଆ ଲିପିର ପ୍ରଦର୍ଶନ ଓ ଇନପୁଟ this to help setup reading oriya in web. Just see the other language link at sidebar, which is should be same. And it may be copy paste and modify as per Oriya Wiki. So please let me do that. Thanks --Jayantanth ୦୮:୩୭, ୨୬ February ୨୦୧୧ (UTC)
In addition those page is a project page not Article page. Please go through in English Wikipedia regarding Wikipedia namespace.--Jayantanth ୦୮:୪୮, ୨୬ February ୨୦୧୧ (UTC)
Do you know why this help in English language in Kannada Wikipedia and this in Hindi Wikipedia.Jayantanth ୦୮:୫୩, ୨୬ February ୨୦୧୧ (UTC)
You are new in Wikipedia policy and guild line. Please talk to Shiju Alex when You meet him. I/We give you help in my best. You need to know few Policies. So please don't Translate those. Particularly this one help page. My intention is not that copy-paste English content in Oriya Wikipedia.Jayantanth ୦୯:୦୧, ୨୬ February ୨୦୧୧ (UTC)
Thanks Subhashish at last you got my point. This help page is for those people, who's computer is not supported in Unicode setting. So he can't seen any Oriya text, he can see only small box of each Oriya letter. So even you typed alternative in Oriya text they can't see it. Jayantanth ୦୯:୧୨, ୨୬ February ୨୦୧୧ (UTC)

Testing

Hi , this is for testing. Jayantanth ୧୬:୩୪, ୭ ମାର୍ଚ ୨୦୧୧ (UTC)

ପ୍ରତି ଧନ୍ୟବାଦ

ଆଦରଣୀୟ ଶୁଭାଶିଷ,

ତମକୁ ମଧ୍ୟ ଅନେକ ଧନ୍ୟବାଦ । ମୁଁ ବହୁତ ଖୁସୀ ହେବି ମିଳିମିଶି କାର୍ଯ୍ୟ କରିବାରେ ଯଦି କେହି ଏହି ମହାନ ୱିକିପିଡିୟାର ଓଡିଆ ସଂସ୍କରଣକୁ ଆଗେୟୀ ନବା ପାଇଁ ଇଚ୍ଛୁକ । ମୁଁ ତୁମସହିତ ଫେସବୁକରେ ବନ୍ଧୁତା ସୃଷ୍ଟି କରୁଛି ଯାହାଦ୍ଯାରା ଆମେ ମତାମତ ବିନିମୟ କରିପାରିବା ।

ଇତି,

ଜଗଦୀଶ ଉତ୍ତରକବାଟ

...with help from Wikipedia editors like you!

ଓଡିଶା talk ୧୮:୩୩, ୮ ମାର୍ଚ ୨୦୧୧ (UTC)

ଫୋଟୋ କପିରାଇଟ

ପ୍ରକୃତରେ ମୁଁ ଯେତେବେଳେ ଫୋଟୋ ଅପଲୋଡ କିରିଥିଲି ସେତେବେଳେ କିଛି ନିୟମ ନ ଥିଲା । ବର୍ତମାନ ଏହା ପ୍ରସ୍ତୁତ ହୋଇଯାଇଥିବାରୁ ମୁଁ ମଧ୍ୟ ଭାବୁଥିଲି ସେଗୁଡିକୁ ବଦଳେଇବା ପାଇଁ । ଆସନ୍ତା ସପ୍ତାହ ମଧ୍ୟରେ ମୁଁ ସେଗୁଡିକୁ ବଦଳାଇଦେବି ।

ଜଗଦୀଶ ଉତ୍ତରକବାଟ (ମୋ କଥା) ୧୯:୧୭, ୧୨ ମାର୍ଚ ୨୦୧୧ (UTC)


Awesome

Hello friend this Whitecirius your contribution's to oriya ଉଇକିପିଡ଼ିଆ is Awesome man!!!. Nice effort, I will take some time to make it up in Or-Wiki. Have a nice day friend. Whitecirius (ମୋ ଆଲୋଚନା) ୦୭:୪୨, ୧୫ ଜୁନ ୨୦୧୧ (UTC)

ଅନୁରୋଧ

ପ୍ରିୟ ଶୁଭବାବୁ, ବାଲେଶ୍ବର ମେଳଣ ର ସୂଚନା ଫଳକଟିରେ (ଡାହାଣ ପଟ-ଉପରେ ପ୍ରଦର୍ଶିତ) ଭୁଲ ତାରିଖ ଦର୍ଶାଯାଇଛି ୤ ଦୟାକରି ‘୨୬ ଏପ୍ରିଲ ୨୦୧୧’ ବଦଳରେ ‘୨୬ ଜୁନ ୨୦୧୧’ କରିଦିଅନ୍ତୁ ୤ ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୪୪, ୨୩ ଜୁନ ୨୦୧୧ (UTC)

A WikiLove-brownie for you!

Odisha1 has given you a brownie! Brownies promote WikiLove and hopefully this one has made your day better. Spread the WikiLove by giving someone else a brownie, whether it be someone you have had disagreements with in the past or a good friend. testing..

A WikiLove-cookie for you!

Odisha1 has given you a cookie! Cookies promote WikiLove and hopefully this one has made your day better. Spread the WikiLove by giving someone else a cookie, whether it be someone you have had disagreements with in the past or a good friend. testing...

Hey.. i hv installed a new script "Wikilove".. u cn add that by going to user:psubhashish/vector.js & add importScript('User:Odisha1/wikilove1.js'); --Srikant Kedia ୧୭:୩୮, ୪ ଜୁଲାଇ ୨୦୧୧ (UTC)


Some baklava for you!

bhoka lagibani khainia Jnanaranjan sahu (ମୋ ଆଲୋଚନା) ୧୮:୪୦, ୨୦ ଅକ୍ଟୋବର ୨୦୧୧ (UTC)
ଢେରେ ଧନ୍ୟବାଦ ଧନ୍ୟବାଦ :) ସୁଭାସିସପାଣିଗାହି<meta /><meta />ମୋତେ କହିବେ କିଛି?

A beer for you!

Less supply.. to your heavy Demand :) ଅηsuмaη Talk ୧୪:୪୧, ୭ ନଭେମ୍ବର ୨୦୧୧ (UTC)
ଢେରେ ଧନ୍ୟବାଦ ଧନ୍ୟବାଦ :) ସୁଭାସିସପାଣିଗାହି<meta /><meta />ମୋତେ କହିବେ କିଛି?

Some masala mudhi for you!

kha masala mudhi :) -- ଅηsuмaη Talk ୨୨:୦୭, ୩ ଡିସେମ୍ବର ୨୦୧୧ (UTC)
ହା ହା ଧନ୍ୟବାଦ ଧନ୍ୟବାଦ :) ସୁଭାସିସପାଣିଗାହି<meta /><meta />ମୋତେ କହିବେ କିଛି?

Or wikt Bot Policy

Please support the wikt:Bot Policy Carsrac (ମୋ ଆଲୋଚନା) ୧୫:୩୫, ୫ ଡିସେମ୍ବର ୨୦୧୧ (UTC)

ହଉ ଭାଇ ଆପଣଙ୍କ ମତାମତ ପାଇଁ ଧନ୍ୟବାଦ । ଆଗକୁ ମୋ ଲେଖାଗୁଡ଼ିକୁ ଆହୁରି ସରସ ଓ ସୁନ୍ଦର କରିବାକୁ ଚେଷ୍ଟା କରିବିJnanaranjan sahu (ମୋ ଆଲୋଚନା)Jnanaranjan_sahu

A cup of coffee for you!

ପ୍ରିୟ ଶୁଭବାବୁ, ମୋତେ ଏଠାରେ ଲେଖାରେ ସାହାଯ୍ୟ କରିଥିବାରୁ ଅନେକ ଅନେକ ଧନ୍ୟବାଦ। ହେମନ୍ତ କୁମାର ରାୟ (ମୋ ଆଲୋଚନା) ୦୯:୧୯, ୧୩ ମାର୍ଚ ୨୦୧୨ (UTC)
ଚାହା ପିଆଇ ଉଧାରିଆ କରିଦେଲେ ଆଜ୍ଞା, ଆପଣଙ୍କ ପ୍ରତିଟି ଅବଦାନ ଆମ ଭାଷାର ଏହି ଜ୍ଞାନକୋଷର ନିଅଁ ସଳଖିବାରେ ଏକାନ୍ତ ଜରୁରି, ତେଣୁ ଏବେ ସମ୍ପାଦନା କରି ଚାଲନ୍ତୁ, ଆଉ ଆପଣ ଆଗରୁ ଆଲୋଚନା ସଭାତ କିଛି ସମ୍ପାଦନା କରିଥିଲେ, ପ୍ରକୃତରେ ତାହା ଆପଣ, ମୋ ଭଳି ସଭ୍ୟମାନଙ୍କ ଭିତରେ ଉଇକି ସମ୍ବନ୍ଧରେ ନାନା ଆଲୋଚନା ପାଇଁ ତିଆରି, ତେଣୁ ସେଠାରେ ଆପଣ କୌଣସି ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲେ ଆଲୋଚନା କରିପାରିବେ, ତାହାକୁ ବାଦ ଦେଇ ପ୍ରଟିଟି ପୃଷ୍ଠାର ଉପରିଭାଗରେ "ଆଲୋଚନା" ନାମରେ ପୃଷ୍ଠା ଅଛି, ସେଥିରେ ସେ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାର ଥିଲେ ମଧ୍ୟ ଆଲୋଚନା କରିପାରିବେ । ଆଉଥରେ ଅନ୍ତରର ସାଧୁବାଦର ସହ --ସୁଭାସିସପାଣିଗାହି<meta /><meta />ମୋତେ କହିବେ କିଛି? ୦୯:୩୭, ୧୩ ମାର୍ଚ ୨୦୧୨ (UTC)

Interface messages

Hello, I have made some changes and corrections to specialpages and magicwords. Mostly sps as those reflect on url bar to suit the best. Write simple spelling, remove space in specialpages. Please don't change without my concern. Thank you! -- ଅηsuмaη Talk ୦୯:୧୯, ୨୭ ମାର୍ଚ ୨୦୧୨ (UTC)

Your temporary access is going to expire soon

Hello, you were granted temporary adminship in this wiki which is going to expire in a few days. Just to let you know that if you want to continue as an administrator here, you need to request an extension on stewards' permission request page on Meta-Wiki. Usually you only have to make a local announcement on your local village pump or request for adminship page, and if there are no objections after no less than three days, your request will be fulfilled. Additionally, if you think the community is big enough to elect a permanent administrator, you can place a local request here for a permanent adminship, so stewards can grant you the permanent access. Please ask me or any other steward if you have any questions. Thank you! Trijnstel (ମୋ ଆଲୋଚନା) ୧୭:୩୪, ୬ ଏପ୍ରିଲ ୨୦୧୨ (UTC)

Wikimania Admin panel

This is a reminder to all indicated participants for my Wikimania admin panel that I need your answers to the questions by next Wednesday (the 18th). If this is not a good time for you, and need a little extra time, please let me know by talkpage or by email as soon as possible. If you know anyone who still would like to participate and meets the criteria of being an administrator and their wiki not already taken, please let them know as this is the final week to signup. If you have any questions, please stop by my enwiki talkpage linked in the signature. Thanks. -- DQ (ʞlɐʇ) 02:10, 13 April 2012 (UTC)

କଣ ଏମିତି ଲେଖିଥିଲା କି ସେ ? ପ୍ରଥମେ ଗୋଟେ ଦୁଇଟା ଚେତାବନୀ ଦେ, ତା ପରେ ନ ଶୁଣିଲେ block କରେ, ଏମିତି ଭଲ ଅଭ୍ୟାସ ନୁହେଁ, ପରେ ଅନ୍ୟମାନେ ଦେଖି ସେମିତି କରିବେ, ବୁଝୁଚୁ ତ । -- ଅηsuмaη Talk ୧୪
୪୯, ୮ ମେ ୨୦୧୨ (UTC)
ଓହ, ହଉ, ହେଲେ IP ରୁ କରିଥିଲା, ଏଥରଠୁ {{delete}}ପକେଇଦେବି --ସୁଭାସିସପାଣିଗାହି<meta /><meta />ମୋତେ କହିବେ କିଛି? ୧୪:୫୫, ୮ ମେ ୨୦୧୨ (UTC)
ମୁଁ block କଥା କହୁଛି, ସେତା କେମିତି ପକେଇବୁ ? -- ଅηsuмaη Talk ୧୫:୧୫, ୮ ମେ ୨୦୧୨ (UTC)

ଶବ୍ଦ ପରିବର୍ତ୍ତନ ବିଷୟରେ

ଏକେ ତ କେହି ମତ ଦେଉ ନାହାନ୍ତି । ତୁ ଉଭୁଡ଼ା ପଡି ଲେଖିଲେ କେମିତି ହେବ । ନିଜେ ତ ସବୁ ଅନୁବାଦ କରିଛୁ, ଏବେ ତୋତେ ଦେଖି ଅନ୍ୟ ମାନେ ନିଜ ମତ ଦେବା ପାଇଁ ସଙ୍କୋଚ କରିବେ । ଆମକୁ ସମସ୍ତେ କଣ ଭାବୁଛନ୍ତି ଜାଣିବା ଦରକାର, ସମସ୍ତଙ୍କୁ ସ୍ଵତନ୍ତ୍ର ହୋଇ କହିବା ପାଇଁ ସୁଯୋଗ ଦେବା ଦରକାର । ମାନୁଛି ତୋର ଅବଦାନ ବହୁତ, କିନ୍ତୁ ଏହା କେହି ଜଣକର ନୁହେଁ । ମୁଁ ଆଶା କରୁଛି ତୁ ବୁଝିବୁ । -- ଅଂଶୁମାନ ତାର ଯୋଡ଼ିବେ? ୧୧:୨୧, ୧୦ ଜୁନ ୨୦୧୨ (UTC)

ହା ହା ହଉ ହଉ, ଅବେ ମୁଁ ଜଣେ ସଭ୍ୟ ଭାବରେ ନିଜର ମତ ଦେଲିନା ଆଉ, ମୁଁ କାହାରିକୁ ମନା ତ କରୁନି ନିଜର ମତ ଦବା ଲାଗି, ହଉ, ତୋ କଥା ମାନିକି ଚୁପ ହେଇକି ରହୁଛି । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୨୫, ୧୦ ଜୁନ ୨୦୧୨ (UTC)

Changing Picture of the Week

Hi, you should not change someone else's work unless its against policies. You changed the potw last week and you might have thought I 'd not mind, but what about the time I spent finding a featured picture on commons ? Yes that was a featured picture and currently being voted for Picture of the Year. And its not possible to add a picture related to Odisha each time. At least you could have added that for next week. If you care, add a picture by yourself in advance. But do not waste time of others please. I can not be here with your disrespects, learn some Wikipedia:Wikiquette. If you have any issue with my edits leave a note on my talk page. Cheers. -- ଅଂଶୁମାନ ତାର ଯୋଡ଼ିବେ? ୦୪:୧୯, ୧୧ ଜୁନ ୨୦୧୨ (UTC)

ହଉ ହେଲା ସରି, ଆଛା, ଆମେ ନୂଆ ସଭ୍ୟମାନଙ୍କ ଫଟୋ ଦେଲେ କେମିତି ହୁଅନ୍ତା? କମନ୍ସର ଫଟୋ ଓଡ଼ିଆ ଉଇକି ପାଇଁ କିଛି ଅଧିକ ଲାଭ ଦବନି, କିନ୍ତୁ ଜଣେ ନୂଆ ଉଇକିଆଳି ତା ନିଜ ଫଟୋ ଉଇକିପିଡ଼ିଆ ପ୍ରଧାନ ପୃଷ୍ଠାରେ ଦେଖିଲେ ଭାରି ଖୁସି ହେବ ଆଉ ଏଇଟା କେବଳ ତାକୁ ନୁହେଁ ଆଉ ନୂଆ ମାନଙ୍କୁ ବି ଫଟୋ ଅପଲୋଡ଼ କରିବାକୁ ଆଗଭର କରିବ । ଭାବ, ଟିକେ ଏକଥା, ଯଦି ଏଇଟା ଠିକ ଲାଗେ ତାହେଲେ ଆମେ ଆଲୋଚନାଟେ କରିବା ଆଉ ବଛା ଛବି ଭାବରେ କେବଳ ନୂଆ ମାନଙ୍କ ଛବି ଦବା, ନାଁ କିସ କହୁଛୁ ବେ? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୧୨, ୧୧ ଜୁନ ୨୦୧୨ (UTC)
ମୋତେ ଠିକ ଲାଗୁନି encyclopedia ରେ ସଭ୍ୟଙ୍କ ଛବି ରଖିବା ଟା । ଆଉ ସମସ୍ତେ ଆଗଭର ହେବେନି ଛବି ପାଇଁ । କିନ୍ତୁ ଆଲୋଚନା କରେ ସମସ୍ତଙ୍କ ସହିତ, ଦେଖ ସମସ୍ତେ କଣ କହୁଛନ୍ତି । Shiju କୁ ପଚାରି ଦେଖ, ସେ ମନା କରିବ । WP ନେମସ୍ପେସରେ ଗୋଟେ ପୃଷ୍ଠା ତିଆରି କରି ସମସ୍ତଙ୍କୁ ନିଜର ଛବି କମମନ୍ସରେ ଅପଲୋଡ଼ କରି ଲିଙ୍କ କରିବା ପାଇଁ କହ, କେତେ ଜଣ କରୁଛନ୍ତି ଦେଖେ । ପ୍ରଧାନ ପୃଷ୍ଠାରେ ସେଇ ପୃଷ୍ଠାର ଲିଙ୍କ ରଖିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୦୫:୩୬, ୧୧ ଜୁନ ୨୦୧୨ (UTC)
ଏଇଟା ଦେଖ ତ --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୩୮, ୧୧ ଜୁନ ୨୦୧୨ (UTC)
ତୁ ସେମାନେ ଅପଲୋଡ଼ କରିଥିବା ଛବି କଥା କହୁଛୁ ନା ତାଙ୍କ ନିଜର ଛବି ରଖିବା କଥା କହୁଛୁ ? -- ଅଂଶୁମାନ ତାର ଯୋଡ଼ିବେ? ୦୫:୫୨, ୧୧ ଜୁନ ୨୦୧୨ (UTC)
ମୁଁ ଭାବିଲି ତାଙ୍କ ନିଜ ଛବି ରଖିବା କଥା, ଏଥିରେ ପଚାରିବାର କଣ ଅଛି; ସମସ୍ତେ ଏକମତ ହେବେ କିନ୍ତୁ କେମିତି କରାଯିବ ତା ପାଇଁ ଆଲୋଚନା ହେଉ ଉଇକିପିଡ଼ିଆ ଆଲୋଚନା:ବଛା ଛବି‎‎ । -- ଅଂଶୁମାନ ତାର ଯୋଡ଼ିବେ? ୦୭:୧୯, ୧୧ ଜୁନ ୨୦୧୨ (UTC)
Psubhashish, please do not change images on the main page without consensus or discussion with other admin(s). --Rsrikanth05 (ମୋ ଆଲୋଚନା) ୧୫:୪୫, ୧୧ ଜୁନ ୨୦୧୨ (UTC)
Thanks Srikanth, will keep that in mind, cheers!! !! --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୩:୩୩, ୧୨ ଜୁନ ୨୦୧୨ (UTC)

────────────────────────────────────────────────────────────────────────────────────────────────────While I may be from another project, it is in best interests that we behave as a community. I agree with Ansumang on what he said. Please ensure that you do not repeat this again. --Rsrikanth05 (ମୋ ଆଲୋଚନା) ୦୪:୩୩, ୧୨ ଜୁନ ୨୦୧୨ (UTC)

Thanks a lot for your insightful and thoughtful advice, I'd follow your instructions dear friend! --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୪:୫୮, ୧୨ ଜୁନ ୨୦୧୨ (UTC)

ଶ୍ରେଣୀ ବିଭାଜନ ବିଷୟରେ

ତ ପାଇଁ ସନ୍ଦେଶ ଭାଇଙ୍କ ଆଲୋଚନା ପୃଷ୍ଠାରେ । -- ଅଂଶୁମାନ ତାର ଯୋଡ଼ିବେ? ୨୧:୨୯, ୨୪ ଜୁନ ୨୦୧୨ (UTC)

ଶବ୍ଦ ପରିବର୍ତ୍ତନ

ମାସେରୁ ଅଧିକ ସମୟ ବିତିଗଲାଣି; ତ ଅନ୍ତିମ ପରିଣାମ ରଖିଲି । -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୩, ୧୧ ଜୁଲାଇ ୨୦୧୨ (UTC)

ହେଲେ ବହୁମତରୁ କେଉଁଟା ଦେବୁ? ଗୋଟିଏ ଦେଲେ ଆରଟି ପାଇଁ ମତ ଦେଇଥିବା ଲୋକେ ଅସନ୍ତୁଷ୍ଟ ହେବେ । ଆଉ ସମ୍ପଦନ ବଦଳରେ ସମ୍ପାଦନା ହେବ । --ସୁଭାସିସ ପାଣିଗାହିମୋତେ କହିବେ କିଛି?

A barnstar for you!

The Barnstar of Good Humor
ହସୁଥାନ୍ତୁ ଆଉ ସମସ୍ତଙ୍କୁ ହସଉଥାନ୍ତୁ... ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୩୫, ୧୧ ଅଗଷ୍ଟ ୨୦୧୨ (UTC)
ଅନେକ ସାଧୁବାଦ ଭାଇ, ତମେ ବି ସୁଖରେ ଥାଅ ଠାକୁରଙ୍କ କରୁଣାରୁ, ମହାବାହୁ ତମକୁ ଘଣ୍ଟ ଘୋଡାଇ ରଖିଥାନ୍ତୁ ସଦା ;-) --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୨:୨୦, ୧୩ ଅଗଷ୍ଟ ୨୦୧୨ (UTC)

Namaskar . I want to know how is called in Oriya characters and letters: ଅ - ? (in Telugu - "akaramu" ). ଆ - ? ("dirgha a"?) ... " ା " -? (in Kannada - "ili") " ି " -? (in Telugu - "gudi").... କ - ? ( in Tamil க - "ikkanna"). ଟ - ? ("murdhanya ta"?)... ru:Участник:ВМНС

ଅ - a, ଆ - ā, ା - ā kāra, Could not under stand the 4th character, do provide a context where it is used, କ - ka, ଟ - ța (Like T in Tiles, Timber, Tobacco, etc.) Thanks --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୨୨, ୧୫ ଅକ୍ଟୋବର ୨୦୧୨ (UTC)
Thanks. " ି " - i kāra? . I want to write in ru-wiki an article about the Oriya letters and characters, but would like to know the descriptive names of letters. For example: ଆ - large "a" (in Kannada -" dodda a", in Sinhala - "dirga ayanna", in Tamil - "avanna"). Can we find such names for the Oriya letters? ВМНС
Namaskar.
  • ଆ -ଆ ā (। - ଆ କାର, ā kāra)
  • ଇ - ହ୍ରସ୍ଵ ଇ. Hrasva i. ି - ? matra i ? (hrasva i, hrasva i kara for matra)
  • ଈ - ଦୀର୍ଘ ଇ. Dirgha i. ୀ - "ଈ" କାର (i kāra) or "i kara dirgha"? (dirgha i and dirgha i kara for matra) ВМНС. Please log in and ask question instead of IP address edits ;-) --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୯:୩୫, ୧୯ ଅକ୍ଟୋବର ୨୦୧୨ (UTC)