ବ୍ୟବହାରକାରୀଙ୍କ ଆଲୋଚନା:Pritam Jyoti
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୯ ମାସ ପୂର୍ବେ by Psubhashish in topic ଆପଣଙ୍କ ସମ୍ପାଦନା ବାବଦରେ
ଆଦରର Pritam Jyoti, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
ଆପଣଙ୍କ ସମ୍ପାଦନା ବାବଦରେ
[ସମ୍ପାଦନା]ଆଦରର @Pritam Jyoti ଦୟୟାକରି ଉପର ବିଭାଗରେ ଥିବା ନିୟମାବଳୀ ପଢ଼ି ଆଧାର ଦେଓ ସମ୍ପାଦନା କରିବେ; ନଚେତବା ଆପଣଙ୍କ ଖାତା ସାମୟିକ ବା ସମ୍ପୂର୍ଣ୍ଣ ଭାବେ ଅଟକାଯାଇପାରେ ଓ ଏହି ମେସେଜଟି ଏକ ଚେତାବନୀ! Psubhashish (ମୋ ଆଲୋଚନା) ୧୯:୫୪, ୧୬ ଅପ୍ରେଲ ୨୦୨୫ (IST)