Jump to content

ବ୍ୟବହାରକାରୀଙ୍କ ଆଲୋଚନା:Prasantpupul

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୯ ବର୍ଷ ପୂର୍ବେ by Rajmishra757 in topic ଧନ୍ୟବାଦ

ଧନ୍ୟବାଦ

[ସମ୍ପାଦନା]

ରଜ ପର୍ବ ଓଡ଼ିଶାର ଏକ ମୁଖ୍ୟ ପର୍ବ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ରଜ ପର୍ବ କୃଷି ଦୃଷ୍ଟିରୁ ମଧ୍ୟ ଏକ ବିଶେଷ ପର୍ବ । ମାତ୍ର ଓଡ଼ିଆ ଉଇକିପିଡିଆରେ ରଜ ପର୍ବ ଉପରେ କୌଣସି ପ୍ରସଙ୍ଗ ନ ଥିଲା । ଆଜି ପ‌ହିଲି ରଜରେ ଏହି ପ୍ରସଙ୍ଗଟିକୁ ଗଢ଼ିଥିବାରୁ ଆପଣଙ୍କୁ ମୋ ତରଫରୁ ଅଶେଷ ଧନ୍ୟବାଦ । --Rajalaxmi Mishra (ମୋ ଆଲୋଚନା) ୧୯:୩୧, ୧୪ ଜୁନ ୨୦୧୬ (IST)Reply