ବ୍ୟବହାରକାରୀଙ୍କ ଆଲୋଚନା:Manubhai puri

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Manubhai puri, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୧୫, ୨୦ ଜୁଲାଇ ୨୦୧୬ (IST)[reply]

ଆପଣଙ୍କ "ମନୁଭାଇ କିଛି ଜାଣିନି । ତଥାପି ଲେଖୁଛି।।" ଲେଖାଟି ଲିଭାହେବା ଉପରେ । ସହଳ ଆଉ କେଉଁଠିକି କପିକରନ୍ତୁ[ସମ୍ପାଦନା]

Manubhai puri, ଆପଣ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଆରମ୍ଭ କରିଛନ୍ତି ଦେଖି ଖୁସି ଲାଗିଲା । ତେବେ ଆପଣ ତିଆରି କରିଥିବା "ମନୁଭାଇ କିଛି ଜାଣିନି । ତଥାପି ଲେଖୁଛି।।" ଲେଖାଟି ଉଇକିପିଡ଼ିଆରେ ରହିବା ଅନୁପଯୋଗୀ । କାରଣ ଉଇକିପିଡ଼ିଆ ଏକ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ । ଏଥିରେ ଗପ/କବିତା ଆଦି ରହେନାହିଁ । ସେ ଲେଖାଟି ଖୁବ ସହଳ ଲିଭାଇ ଦିଆଯିବ । ତା' ଆଗରୁ ଆପଣ ତାହାକୁ ଆଉ କେଉଁଠି ସାଇତିପାରିବେ କିମ୍ବା ନିଜ ବ୍ୟବହାରକାରୀ ପୃଷ୍ଠା ଭିତରେ ମଧ୍ୟ ରଖିପାରିବେ । ସେ ପୃଷ୍ଠାଟି ଆପଣଙ୍କ ବ୍ୟକ୍ତିଗତ ପୃଷ୍ଠା । ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଓ ଜଣା ବିଷୟରେ ଉଇକିପିଡ଼ିଆରେ ଲେଖିପାରିବେ । ଏହି ପୃଷ୍ଠାରୁ ଆପଣ କିପରି ଉପଯୋଗୀ ପ୍ରସଙ୍ଗଟିଏ ଲେଖିବେ ତାହା ଜାଣିପାରିବେ । ଆପଣ ନିଜ ଅଞ୍ଚଳ, ଓଡ଼ିଶା ଓ ବାହାରର ଜଣାଶୁଣା ବ୍ୟକ୍ତିତ୍ୱ, ଘଟଣା, ଖାଦ୍ୟ ଓ ଅନେକ ଭିନ୍ନ ଭିନ୍ନ ବଷୟରେ ଲେଖିପାରିବେ । ଏପରିକି ଇଂରାଜୀ ଉଇକିପିଡ଼ିଆରୁ କୌଣସି ଲେଖାର ଓଡ଼ିଆ ଅନୁବାଦ ମଧ୍ୟ କରିପାରେବେ । --ସୁଭାସିସ ପାଣିଗାହି (ଆଳାପ) ୧୯:୨୫, ୨୧ ଜୁଲାଇ ୨୦୧୬ (IST)[reply]