Jump to content

ବ୍ୟବହାରକାରୀଙ୍କ ଆଲୋଚନା:Laxman Kumar Behera

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୭ ବର୍ଷ ପୂର୍ବେ by MKar

💟🌳💖🍀💗☘💘🌳

|| ପ୍ରେମ ଗ୍ରନ୍ଥ ||


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

ଆପଣା ହୃଦୟ ଆଖିରେ ଯେ' କାଳେ ଯାହାକୁ ବି ଦେବ ଶୀର୍ଷରେ ସ୍ଥାନ, ନିଜର ସେ ସର୍ବେ ସର୍ବା ସବୁକିଛି ଅନ୍ଯ ପାଇଁ ନୁହଁ କହଇ ପ୍ରେମ ।

ବିଶ୍ଵ ବ୍ରହ୍ମାଣ୍ଡରେ ଏମିତି କେ' ନାହିଁ ଯାହାକୁ ଥରୁଟେ ଛୁଇଁନି ପ୍ରେମ, ପ୍ରଥମ ଭଲ ପାଇବା କଥା ଭାବି କେବେ ନିରବରେ କାନ୍ଦିନି ମର୍ମ ।

ହୃଦୟରେ ପ୍ରେମ ବାରମ୍ବାର ଆସେ ଜୀବନେ ପହିଲି ପ୍ରେମ ଯେ' ଥରେ, ପ୍ରଥମ ପ୍ରେମର ମିଠା ଅନୁଭବ ହଜିଲେ ନ ମିଳଇ ଜୀବନରେ ।

ପବନ ଯେ କାଳେ ଛୁଏଁ ଚୁମେ ବୃକ୍ଷ ସକଳ ଶରୀର ପତ୍ର ହଲଇ, ପ୍ରେମୀର ଭାଷାରେ ସ୍ପର୍ଶ ହିଁ ତ ପ୍ରେମ ପ୍ରକୃତି ମଧ୍ୟରେ ପ୍ରେମ ଯେ ସ୍ଥାୟୀ ।

ପ୍ରେମ ଏକ ଏଭଳି ପ୍ରତିଯୋଗୀତା ତହିଁରେ ଯେ' ଜିତେ ସେ ସଦା ହାରେ, ହାରିଯାଏ ଯିଏ ପାଇଯାଏ ସବୁ ଯାହା ଚାହେଁ ଆପଣାର ଅନ୍ତରେ ।

ପ୍ରେମକୁ ବାହରୁ ଯେତେ ପରଖିଲେ ଜାଣି ପାରିବନି ଭଲ କି ମନ୍ଦ, ମଣିଷର ଗୁଣ ଚରିତ୍ର ଯେଭଳି ନ ଚାଖିଲେ ବାରି ନ ହୁଏ ସ୍ବାଦ ।

କବି କୁଟୀର ଦଣ୍ଡାସିଂହା,ବାରକୋଟ ଦେବଗଡ (ଓଡିଶା) ମୋ-୦୯୬୬୮୨୪୨୭୨୦

💟🌳💗🍀💖🌳💞☘

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Laxman Kumar Behera, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୩୨, ୧୧ ଜୁନ ୨୦୧୮ (IST)Reply